‘ବାଜବଲ ନୁହେଁ, କେବଳ ଅହଂକାର’: ଲର୍ଡ଼ସ ଟେଷ୍ଟରେ ହ୍ୟାରୀ ବ୍ରୁକଙ୍କ ବିଫଳତାକୁ ତୀବ୍ର ସମାଲୋଚନା
ଇଂଲଣ୍ଡ,୧୩।୭: ଇଂଲଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଦିବସରେ ଇଂଲଣ୍ଡ ବ୍ୟାଟର ହ୍ୟାରୀ ବ୍ରୁକଙ୍କ ବିଫଳତାକୁ ନେଇ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର କୁମାର ସାଙ୍ଗାକାରା ତୀବ୍ର ସମାଲୋଚନା କରିଛନ୍ତି। ଲର୍ଡ଼ସ ପିଚ୍ରେ ବ୍ରୁକ ଭାରତୀୟ...
ଫିଫା କ୍ଲବ ଓ୍ବାଲର୍ଡକପ୍ ଫାଇନାଲରେ ଯୋଗଦେବେ ରାଷ୍ଟ୍ରପତି ଟ୍ରମ୍ପ
ଓ୍ବାଶିଂଟନ,୧୩।୭: ପ୍ରିମିୟର ଲିଗ୍ କ୍ଲବ ଚେଲସି ଓ ଫ୍ରେଞ୍ଚ କ୍ଲବ ପିଏସ୍ଜି ମଧ୍ୟରେ ରବିବାର ଖେଳାଯିବାକୁଥିବା ଫିଫା କ୍ଲବ ଓ୍ବାଲର୍ଡକପ୍ ଫାଇନାଲ ମ୍ୟାଚ୍ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଟମ୍ପ୍ର ଏବଂ ପ୍ରଥମ ମହିଳା ମେଲାନିଆ...
ରାହୁଲଙ୍କ ଶତକ: ଭାରତ ୩୮୭ରେ ଅଲଆଉଟ୍
ଲଡର୍ସ,୧୨ା୭: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ତୃତୀୟ ଦିନ ଶେଷ ସୁଦ୍ଧା ବରାବର ସ୍ଥିତିରେ ରହିଛି। ପ୍ରଥମ ଇନିଂସରେ ଇଂଲଣ୍ଡ ୩୮୭ ରନ କରିଥିଲା। ଜବାବରେ ଲୋକେଶ ରାହୁଲଙ୍କ ଶତକ ପରେ ରିଷଭ ପନ୍ତ ଓ...
ଗିଲଙ୍କ ଫର୍ମ ଦେଖି ଛାନିଆ: ବୋଲର କହିଲେ ‘ମୁଁ କରିବି ନାହିଁ ବୋଲିଂ…
ନୂଆଦିଲ୍ଲୀ,୧୨।୭: ଇଂଲଣ୍ଡରେ ଗିଲ ଚମତ୍କାର ଫର୍ମରେ ଅଛନ୍ତି। ସେ ମାତ୍ର ୪ ଇନିଂସରେ ୫୮୫ ରନ କରିଛନ୍ତି। ଏହାକୁ ନେଇ ବୋଲରମାନେ ତାଙ୍କୁ ବୋଲିଂ କରିବାକୁ ଭୟ କରୁଛନ୍ତି। ପରିସ୍ଥିତି ଏଭଳି ଯେ ତାଙ୍କ ବିସ୍ଫୋରକ ବ୍ୟାଟିଂର ଚର୍ଚ୍ଚା ଅଷ୍ଟ୍ରେଲିଆରେ...
କ୍ରିକେଟ ବିଶ୍ୱକପ୍ରେ ସ୍ଥାନ ପକ୍କା କଲା ଇଟାଲୀ
ନୂଆଦିଲ୍ଲୀ,୧୨ା୭: ଆସନ୍ତା ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍ ଲାଗି ଇଟାଲୀ ଯୋଗ୍ୟତା ହାସଲ କରିଛି। ଶୁକ୍ରବାର ହେଗ୍ଠାରେ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍ ଲାଗି ଖେଳାଯାଇଥିବା ୟୁରୋପ ଯୋଗ୍ୟତା ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍ରେ ନେଦରଲାଣ୍ଡ୍ସଠାରୁ ଇଟାଲୀ ପରାସ୍ତ ହୋଇଛି।...
ଉଇକେଟ ନେଇ ଫୁଟ୍ବଲର ଜୋଟାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ସିରାଜ
ଲଣ୍ଡନ,୧୨ା୭: ନିକଟରେ କାର୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପର୍ତ୍ତୁଗୀଜ ଫୁଟ୍ବଲର ଡିଏଗୋ ଜୋଟାଙ୍କ ପ୍ରତି ଭାରତୀୟ ପେସର ମହମ୍ମଦ ସିରାଜ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ସିରାଜ ଘରୋଇ ଦଳର ଉଇକେଟକିପର ବ୍ୟାଟର...
ଟିମ୍ ଇଣ୍ଡିଆର ଖେଳାଳିମାନେ ଧନୀ, ଫରକ ପଡ଼ିବ ନାହିଁ; ପ୍ରଶ୍ନ ଉଠାଇ ବଡ଼ କଥା କହିଦେଲେ…
ଲର୍ଡସ,୧୨।୭: ଲର୍ଡସ ଟେଷ୍ଟରେ, ଉଭୟ ଦଳ ଦୁଇ ଦିନରେ ୨୩ ଓଭର କମ ବୋଲିଂ କରିଥିଲେ। ଏପରି କ୍ରିକେଟକୁ ନେଇ ପୂର୍ବତନ ଇଂଲଣ୍ଡ ଅଧିନାୟକ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଦଳଗୁଡ଼ିକ ଗୋଟିଏ ଦିନରେ ୯୦ ଓଭର ବୋଲିଂ...
ନୂଆ ଅଧିନାୟକ ଘୋଷଣା କଲା ଅଷ୍ଟ୍ରେଲିଆ, ବାଦ୍ ପଡ଼ିଲେ RCB ଷ୍ଟାର ବୋଲର
ନୂଆଦିଲ୍ଲୀ,୧୨।୭: ୱେଷ୍ଟଇଣ୍ଡିଜ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ କିଙ୍ଗଷ୍ଟନରେ ଖେଳାଯିବ। ଅଷ୍ଟ୍ରେଲିଆ ଦଳ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ଜିତି ସିରିଜ କବଜା କରିସାରିଛି। ଏବେ ସେମାନେ ଆୟୋଜକ ଦଳକୁ କ୍ଲିନ ସୁଇପ୍ କରିବା...
୫ ଉଇକେଟ୍ ନେବାପରେ ବି ସେଲିବ୍ରେଶନ୍ କଲେ ନାହିଁ ବୁମ୍ରା: ଜାଣନ୍ତୁ କାହିଁକି
ଲର୍ଡସ,୧୨।୭: ଭାରତୀୟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଜସପ୍ରିତ ବୁମରା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ଚମତ୍କାର ବୋଲିଂ କରିଥିଲେ ଏବଂ ୫ ଜଣ ଇଂଲଣ୍ଡ ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ଏହା ସହିତ ସେ ପୂର୍ବତନ ଭାରତୀୟ...
ବୁମରାଙ୍କ ସୁନାମିରେ ଉଡ଼ିଗଲା ଇଂଲଣ୍ଡ, ଭାଙ୍ଗିଗଲା କପିଲ ଦେବଙ୍କ ରେକର୍ଡ
ଲର୍ଡସ,୧୨।୭: ଲର୍ଡସ ଟେଷ୍ଟରେ ଜସପ୍ରିତ ବୁମରା ଭାରତୀୟ ଦ୍ରୁତ ବୋଲରମାନଙ୍କ ପାଇଁ ଏପର୍ଯ୍ୟନ୍ତ ସ୍ବପ୍ନ ଭଳି କାମ କରିଥିଲେ। କାର୍ଯ୍ୟଭାର ପରିଚାଳନା ଯୋଗୁ ଦ୍ୱିତୀୟ ଟେଷ୍ଟରୁ ବାହାରେ ବସିଥିବା ବୁମରା ତୃତୀୟ ଟେଷ୍ଟର ଦ୍ୱିତୀୟ ସକାଳେ ବଲ ଧରିବା ମାତ୍ରେ...
ମୁଁ ମୋ ପରିବାରରୁ ଦୂରେଇ ଯିବାକୁ ଚାହୁଁଛି…ରାଧିକାଙ୍କ ହ୍ବାଟସଆପ ଚାଟ ଭାଇରାଲ୍
ଗୁରୁଗ୍ରାମ,୧୨।୭: ଗୁରୁଗ୍ରାମର ରାଧିକା ଯାଦବ ହତ୍ୟା ମାମଲା ଏବେ ସାରା ଦେଶରେ ଚର୍ଚ୍ଚାରେ ଅଛି। ଅଭିଯୁକ୍ତ ବାପା ଦୀପକ ଯାଦବ ବର୍ତ୍ତମାନ ଗୋଟିଏ ଦିନିଆ ପୋଲିସ ରିମାଣ୍ଡରେ ଅଛନ୍ତି। ତାଙ୍କୁ ପଚରାଉଚରା କରାଯାଉଛି। ସେ ତାଙ୍କର ଅପରାଧ ସ୍ବୀକାର କରିଛନ୍ତି।...
ଅନ୍ତର୍ଜାତୀୟ କ୍ରିକେଟରେ ବଡ଼ ଓଲଟପାଲଟ: ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କଲା ଏହି ଦେଶ
ନୂଆଦିଲ୍ଲୀ,୧୨।୭: ଇଟାଲୀୟ କ୍ରିକେଟ ଦଳ ଅନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ଭାରତ ଏବଂ ଶ୍ରୀଲଙ୍କା ଆୟୋଜନରେ ଆସନ୍ତା ବର୍ଷ ଖେଳାଯିବାକୁ ଥିବା ୨୦୨୬ ଟି୨୦ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରି ଇଟାଲୀ ସମଗ୍ର ବିଶ୍ୱକୁ...
Archives


