ଏମିତି ଛକା ମାରିଲେ କୋହଲି, ଆଶ୍ଚର୍ଯ୍ୟ ହୋଇଗଲେ ପ୍ରଶଂସକ: ପ୍ରଥମଥର ଘଟିଲା…ଦେଖନ୍ତୁ VIDEO
ରାୟପୁର,୩।୧୨: ରାଞ୍ଚି ଦିନିକିଆରେ ଏକ ଚମତ୍କାର ଶତକ ସହିତ ବିରାଟ କୋହଲି ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। କିନ୍ତୁ ରାୟପୁରରେ ସେ ଏପରି କିଛି କରିଛନ୍ତି, ଯାହାକୁ ତାଙ୍କ ପ୍ରଶଂସକମାନେ ସହଜେ ବିଶ୍ୱାସ କରିପାରୁ ନାହାନ୍ତି। ବିରାଟ କୋହଲି ରାୟପୁର ଦିନିକିଆରେ…
ଭାରତକୁ ବଡ଼ ଝଟକା: ରୋହିତଙ୍କ ପରେ ପାଭିଲିୟନ ଫେରିଲେ ଯଶସ୍ବୀ
ନୂଆଦିଲ୍ଲୀ,୩।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ ରାୟପୁରରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକାର ଅଧିନାୟକ ଟେମ୍ବା ବାଭୁମା ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରାଞ୍ଚିରେ ଇନିଂସ ଓପନ…
‘ଆମେ ଭୟଭୀତ ନୁହଁ’, ରୋହିତ-ବିରାଟଙ୍କୁ ନେଇ ଏମିତି କହିଦେଲେ ଦକ୍ଷିଣ ଆଫ୍ରିକା ଅଧିନାୟକ
ନୂଆଦିଲ୍ଲୀ,୩।୧୨: ଦକ୍ଷିଣ ଆଫ୍ରିକାର ଅଧିନାୟକ ଟେମ୍ବା ବାଭୁମା ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭଳି କିମ୍ବଦନ୍ତୀ ଖେଳାଳି ଥିବା ଭାରତୀୟ ଦଳ ବିପକ୍ଷରେ ଖେଳିବାକୁ କିଛି ନୂଆ ଭାବି ନଥିଲେ। ସେ କହିଛନ୍ତି ଯେ ପ୍ରୋଫାଇଲ ଏହି ଦୁଇ ଖେଳାଳିଙ୍କ…
ଗମ୍ଭୀରଙ୍କୁ ଅଣଦେଖା କରି ଆଗକୁ ବଢିଲେ କିଙ୍ଗ କୋହଲି, ରୋହିତ କଲେ ଏମିତି କାମ ଯାହା ହେଉଛି ଖୁବ ଚର୍ଚ୍ଚା
ନୂଆଦିଲ୍ଲୀ,୩।୧୨: ବୁଧବାର ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ। ରାୟପୁରରେ ଦ୍ୱିତୀୟ ଏକଦିବସୀୟ ପୂର୍ବରୁ, ମଙ୍ଗଳବାର ଡିସେମ୍ବର ୨ ତାରିଖରେ ଅନୁଷ୍ଠିତ ନେଟ ସେସନ ବହୁତ ଆଲୋଚନା ସୃଷ୍ଟି କରୁଛି। ଭାରତୀୟ…
IND vs SA ଦ୍ୱିତୀୟ ODI ପୂର୍ବରୁ କ୍ରିକେଟ ଜଗତରୁ ଆସିଲା ଦୁଃଖଦ ଖବର : ଅଚାନକ ପୂର୍ବତନ କ୍ରିକେଟରଙ୍କ …
ନୂଆଦିଲ୍ଲୀ,୩।୧୨: ବୁଧବାର ରାୟପୁରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ମଙ୍ଗଳବାର କ୍ରିକେଟ ଜଗତରୁ ଏକ ଦୁଃଖଦ ଖବର ଆସିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ରବିନ ସ୍ମିଥଙ୍କ ୬୨ ବର୍ଷ…
Smriti Mandhana Wedding: ଡିସେମ୍ବର ୭ରେ ହେବ ସ୍ମୃତି-ପଲାଶଙ୍କ ବିବାହ? ସତ ବଖାଣିଲେ କ୍ରିକେଟରଙ୍କ ଭାଇ
ନୂଆଦିଲ୍ଲୀ,୩।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ନଆ ବିବାହ ତାରିଖକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସ୍ମୃତି ମନ୍ଧାନାଙ୍କ ପିତାଙ୍କ ହୃଦଘାତ ଯୋଗୁ ନଭେମ୍ବର ୨୩, ୨୦୨୫ରେ ସେମାନଙ୍କର…
ଦ୍ୱୈତନଗରୀରେ ସୁରକ୍ଷା ବଢ଼ିଲା: ଷ୍ଟାଡିୟମ ଭିତରକୁ ପାଣି ବୋତଲ, କଏନ, କଲମ ମନା
ଭୁବନେଶ୍ୱର,୩ା୧୨(ତ୍ରିନାଥ ମହାନ୍ତି):ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍ରେ ଭାରତ ଏବଂ ସାଉଥ୍ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହେବ। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମଙ୍ଗଳବାର କମିଶନରେଟ…
ବିବାଦ ପରେ ‘ୟୁ-ଟର୍ଣ୍ଣ’ ନେଲେ ବିରାଟ କୋହଲି, ଖେଳିବେ ବିଜୟ ହଜାରେ ଟ୍ରଫି
ନୂଆଦିଲ୍ଲୀ,୨।୧୨: ଭାରତୀୟ କ୍ରିକେଟର ବିରାଟ କୋହଲି ଆସନ୍ତା ଡିସେମ୍ବର ୨୪ରୁ ଆରମ୍ଭ ହେବାକୁ ଥିବା ବିଜୟ ହଜାରେ ଟ୍ରଫି ପାଇଁ ନିଜର ଉପଲବ୍ଧତା ସୁନିଶ୍ଚିତ କରିଛନ୍ତି। ପ୍ରଥମେ ଘରୋଇ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ମନା କରିବା ପରେ ବିସିସିଆଇ ସିଲେକ୍ଟରମାନେ ତାଙ୍କୁ…
ତେନ୍ଦୁଲକର ନା କୋହଲି: କିଏ ଶ୍ରେଷ୍ଠ ଖେଳାଳି? ଅସଲ କଥା ଜାଣିଲେ ବିଶ୍ୱାସ କରିବେନି!
ନୂଆଦିଲ୍ଲୀ,୨।୧୨: ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲି । ଟିମ୍ ଇଣ୍ଡିଆର ଦୁଇ ହସ୍ତି । ଜଣେ କ୍ରିକେଟର ଭଗବାନ ଭାବେ ପରିଚିତ ଆଉ ଜଣେ କ୍ରିକେଟର କିଙ୍ଗ । ଉଭୟ କେତେ ଯେ ରେକର୍ଡ ଭାଙ୍ଗି ଚୁର୍ମାର କରିଛନ୍ତି ତାହାର…
ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ରାୟପୁର,୨ା୧୨: ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଦ୍ୱିତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍କୁ ୧୭ ରନ୍ ବ୍ୟବଧାନରେ ଜିତିଥିବା ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଏହି ମ୍ୟାଚ୍ ଜିତି ସିରିଜ୍ରେ ଆଗୁଆ ରହିବା…
କୋହଲି-ରୋହିତ-ଗାମ୍ଭୀରଙ୍କ ମଧ୍ୟରେ ଫାଟ, ସିଲେକ୍ଟରଙ୍କ ସହ କୋହଲିଙ୍କ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ନୂଆଦିଲ୍ଲୀ,୨।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଦଳ ଦ୍ୱିତୀୟ ଦିନିକିଆ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଦଳ ଭିତରେ କିଛି ଠିକ୍ ନଥିବା ଜଣାପଡ଼ିଛି। ମୁଖ୍ୟ କୋଚ୍ ଗୌତମ ଗାମ୍ଭୀର ଏବଂ ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ…
ପୁଣି ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ କଲେ ଏମିତି କାରନାମା
ନୂଆଦିଲ୍ଲୀ,୨।୧୨: ଭାରତର କ୍ରିକେଟ୍ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀ ସୟଦ ମୁସ୍ତାକ ଅଲି ଟ୍ରଫିରେ ଶତକ ହାସଲ କରିଛନ୍ତି। SMAT 2025ର କ୍ରମାଗତ ତିନୋଟି ମ୍ୟାଚରେ ବିଫଳ ହେବା ପରେ, ବୈଭବ ମହାରାଷ୍ଟ୍ର ବିପକ୍ଷରେ ଚତୁର୍ଥ ମ୍ୟାଚରେ ଏକ ଚମତ୍କାର ଶତକ ହାସଲ…
Archives


