ଖେଳ

୩ ବଡ଼ ରେକର୍ଡ ଭାଙ୍ଗିଲେ କିଙ୍ଗ୍‌ କୋହଲି, ଏମିତି କରିବାରେ ହେଲେ ପ୍ରଥମ ଭାରତୀୟ

ନୂଆଦିଲ୍ଲୀ,୪।୧୨: ବିରାଟ କୋହଲି ଶତକ ପରେ ଶତକ ମାରି ରେକର୍ଡ ଭାଙ୍ଗି ଆସୁଛନ୍ତି। ସେ ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ODI ସିରିଜର ଦୁଇଟି ମ୍ୟାଚରେ ଶତକ ମାରିଛନ୍ତି। ସେ ରାଞ୍ଚିରେ ୧୩୫ ରନ ଏବଂ ଏବେ ରାୟପୁରରେ ୧୦୨ ରନ…

‘ସୁପରମ୍ୟାନ’ ପରି ଉଡ଼ି ୫ ରନ୍‌ ବଞ୍ଚାଇଲେ ତିଲକ ବର୍ମା, ଦେଖିକି ଆଶ୍ଚର୍ଯ୍ୟ ହୋଇଗଲେ ଦକ୍ଷିଣ ଆଫ୍ରିକା ଖେଳାଳି, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ ଗତକାଲି, ଡିସେମ୍ବର ୩ , ୨୦୨୫ରେ ରାୟପୁରର ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିଲା। ଯଦିଓ ଟିମ ଇଣ୍ଡିଆର…

ରାୟପୁର ODIରେ ଘଟଣା ଏଭଳି ଘଟିଲା, ଯାହା କେବେ କେହି ଭାବିନଥିଲେ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୪।୧୨: ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ ବିପକ୍ଷରେ ଦ୍ୱିତୀୟ ଦିନିକିଆକୁ ଦକ୍ଷିଣ ଆଫ୍ରିକା ୪ ଉଇକେଯ୍‌ରେ ଜିତିଛି। ଏହି ମ୍ୟାଚରେ ଉଭୟ ଦଳ ମିଳିତ ଭାବରେ ୭୨୦ ରନ କରିଥିଲେ, ଯାହା ଭାରତ ଏବଂ ଦକ୍ଷିଣ ଆଫ୍ରିକା…

ମ୍ୟାଚ ସମୟରେ ପଡିଆ ଭିତରକୁ ପଶି ଆସିଲେ ପ୍ରଶଂସକ, ଆଉ ତା’ପରେ… ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୪।୧୨: ବିରାଟ କୋହଲିଙ୍କ ପ୍ରଶଂସକମାନେ ପ୍ରାୟତଃ ସୁରକ୍ଷାକୁ ଏଡ଼ାଇ କ୍ରିକେଟ ପଡ଼ିଆରେ ପ୍ରବେଶ କରିଛନ୍ତି। ରାଞ୍ଚିରେ ପ୍ରଥମ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସମୟରେ ଏହା ଘଟିଥିଲା। ରାୟପୁରରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ସମାନ ଘଟଣା ଘଟିଛି। ଭାରତୀୟ ଇନିଂସ ସମୟରେ ପାନୀୟ…

ଟିମ ଇଣ୍ଡିଆର ବଡ଼ ଭୁଲ! ବିଶାଳ ସ୍କୋର କରି ମଧ୍ୟ ହାରିଗଲେ ମ୍ୟାଚ, ଖେଳକୁ ବିଗାଡିଦେଲେ ଏହି ୫ ଖେଳାଳି

ନୂଆଦିଲ୍ଲୀ,୪।୧୨: ରାୟପୁରରେ ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ODI ସିରିଜର ଦ୍ୱିତୀୟ ମ୍ୟାଚରେ, ଟିମ ଇଣ୍ଡିଆ ୩୫୮ରନର ବିଶାଳ ସ୍କୋର କରିଥିଲା। ରୁତୁରାଜ ଗାଏକ୍ୱାଡ ଏବଂ ବିରାଟ କୋହଲିଙ୍କ ଶତକ ବିଜୟର ଆଶା ସୃଷ୍ଟି କରିଥିଲା। ଭାରତୀୟ ବୋଲିଂ ଏବଂ ଫିଲ୍ଡିଂ ଏତେ…

ବିଜୟ ପରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଦେଲେ ବିସ୍ଫୋରକ ବୟାନ: ଭାରତ ବିପକ୍ଷରେ ଖେଳିବା…

ନୂଆଦିଲ୍ଲୀ,୪।୧୨: ଭାରତ ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ଚାରି ଉଇକେଟ୍‌ରେ ବିଜୟ ହାସଲ କରି ଦକ୍ଷିଣ ଆଫ୍ରିକାର ଅଧିନାୟକ ଟେମ୍ବା ବାଭୁମା ଖୁସି ପ୍ରକାଶ କରିଛନ୍ତି। ସେ ମ୍ୟାଚଟିକୁ “ଅବିଶ୍ୱସନୀୟ” ବୋଲି ବର୍ଣ୍ଣନା କରିଛନ୍ତି ଏବଂ ଭାରତୀୟ ଦଳ ବିପକ୍ଷରେ ଖେଳିବା…

ନାଗୀନ ଡ୍ୟାନ୍ସ କଲେ ବିରାଟ କୋହଲି, ଭିଡିଓ ଭାଇରାଲ୍

ରାୟପୁର,୩।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ବ୍ୟାଟର ବିରାଟ କୋହଲି କେବଳ ଲଗାତାର ଦ୍ୱିତୀୟ ଶତକ ହାସଲ କରିନାହାଁନ୍ତି, ବରଂ ତାଙ୍କର ପୁରୁଣା ଆକ୍ରମକ ଶୈଳୀର ପ୍ରତ୍ୟାବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଛି। ତାଙ୍କର କ୍ରିକେଟର ଏହି ଫର୍ମକୁ ଫେରିବା…

ଦ୍ୱିତୀୟ ଦିନିକିଆରେ ଭାରତକୁ ୪ ୱିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା, ସିରିଜ୍ ୧-୧ରେ ବରାବର

ରାୟପୁର,୩।୧୨: ରାୟପୁରରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଭାରତକୁ ୪ ୱିକେଟରେ ପରାସ୍ତ କରି ଦକ୍ଷିଣ ଆଫ୍ରିକା ସିରିଜ୍‌କୁ ୧-୧ରେ ବରାବର କରିଛି। ଭାରତ ଦେଇଥିବା ୩୫୯ ରନର ବିଶାଳ ଲକ୍ଷ୍ୟକୁ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଟିମ୍ ଘୋଷଣା; ପ୍ରଥମ ମ୍ୟାଚ୍ ଓଡ଼ିଶାରେ

ମୁମ୍ବାଇ,୩।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଗାମୀ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ବିସିସିଆଇ ପକ୍ଷରୁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ଅଧିନାୟକ ଏବଂ ଶୁବମନ୍ ଗିଲ୍ଙ୍କୁ ଉପ-ଅଧିନାୟକ ଭାବରେ…

ବିରାଟ କୋହଲିଙ୍କ ଶତକରେ ପ୍ରେମ ବର୍ଷା କଲେ ଅନୁଷ୍କା ଶର୍ମା, ଏଭଳି ପ୍ରତିକ୍ରିୟା ଦେଇ ଜିତିଲେ ସମସ୍ତଙ୍କ ହୃଦୟ

ନୂଆଦିଲ୍ଲୀ,୩।୧୨: ବିରାଟ କୋହଲି ତାଙ୍କର ୫୩ତମ ODI ଶତକ ହାସଲ କରିଛନ୍ତି। ରାୟପୁରରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ODIରେ ସେ ଏହି ସଫଳତା ହାସଲ କରିଛନ୍ତି। ଏହା ବିରାଟଙ୍କ ୮୪ତମ ଅନ୍ତର୍ଜାତୀୟ ଶତକ ମଧ୍ୟ। ସେ ଦ୍ୱିତୀୟ ODIରେ…

ଅନ୍ତର୍ଜାତୀୟ କ୍ରିକେଟରେ ୮୪ତମ ଶତକ ହାସଲ କଲେ କୋହଲି: ଦକ୍ଷିଣ ଆଫ୍ରିକାର ନିଦ ହଜିଲା…

ନୂଆଦିଲ୍ଲୀ,୩।୧୨: ବିରାଟ କୋହଲି ତାଙ୍କର ୫୩ତମ ODI ଶତକ ହାସଲ କରିଛନ୍ତି। ରାୟପୁରରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ODIରେ ସେ ଏହି ସଫଳତା ହାସଲ କରିଛନ୍ତି। ଏହା ବିରାଟଙ୍କ ୮୪ତମ ଅନ୍ତର୍ଜାତୀୟ ଶତକ ମଧ୍ୟ। ସେ ଦ୍ୱିତୀୟ ODIରେ…

‘୨୦୨୭ ODI ବିଶ୍ୱକପରେ ବିରାଟ -ରୋହିତ ନ ଖେଳିଲେ ମୁଁ ଖୁସି ହେବି’, ଆଫଗାନିସ୍ତାନ ଖେଳାଳିଙ୍କ ବୟାନ କଲା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩।୧୨: ୨୦୨୭ ODI ବିଶ୍ୱକପରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଖେଳିବେ କି ନାହିଁ ସେ ବିଷୟରେ ବହୁତ ବିତର୍କ ଚାଲିଛି। ଅନେକ ରିପୋର୍ଟରୁ ଜଣାପଡିଛି ଯେ BCCI ଦୁଇ ଅଭିଜ୍ଞ ଖେଳାଳିଙ୍କୁ ୨୦୨୭ ବିଶ୍ୱକପ ଦଳରେ ସାମିଲ ହେବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri