ସର୍ବାଧିକ ଥର ଶୂନ୍ୟରେ ଆଉଟ ହୋଇଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରେ ଅଛନ୍ତି ଏହି କ୍ରିକେଟର, ଜାଣନ୍ତୁ କେତେ ନମ୍ବରରେ ଅଛନ୍ତି ବିରାଟ
ନୂଆଦିଲ୍ଲୀ,୧୯।୧୦: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ବିରାଟ କୋହଲି ଶୂନ୍ୟରେ ଆଉଟ ହୋଇଥିଲେ। ଏହା ଦିନିକିଆ କ୍ରିକେଟରେ ୧୭ତମ ଥର ପାଇଁ ତାଙ୍କୁ ଶୂନ୍ୟରେ ଆଉଟ କରାଯାଇଥିଲା। ସେହି ସମୟରୁ କୋହଲି ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ ଆପଣ ଜାଣନ୍ତି କି…
୮ ରନରେ ଆଉଟ ହୋଇ ବି ‘ମହାରେକର୍ଡ’ କଲେ ହିଟମ୍ୟାନ୍, ଏମିତି କରିବାରେ ହେଲେ ୫ମ ଭାରତୀୟ
ନୂଆଦିଲ୍ଲୀ,୧୯।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ରବିବାର, ଅକ୍ଟୋବର ୧୯ ତାରିଖରେ ପର୍ଥରେ ଖେଳାଯାଉଛି। ମ୍ୟାଚ ଆରମ୍ଭ ହେବାର ମାତ୍ର ୧୦ ଓଭରରେ ଭାରତ ଦ୍ରୁତ ଗତିରେ ତିନୋଟି ୱିକେଟ ହରାଇଥିଲା। ରୋହିତ ଶର୍ମା ମାତ୍ର ୮ ରନ…
୨୨୪ ଦିନର ଅପେକ୍ଷା, ମଇଦାନକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିଲେ ରୋହିତ ଶର୍ମା
ପର୍ଥ,୧୯।୧୦: ଦୀର୍ଘ ୨୨୪ ଦିନର ଅପେକ୍ଷା ପରେ ପ୍ରଶଂସକମାନେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଜୋଡ଼ିକୁ ନୀଳ ଜର୍ସିରେ ପୁନର୍ବାର ଦେଖିବାକୁ ପାଇଛନ୍ତି। ଅଷ୍ଟ୍ରେଲିଆର ଅପ୍ଟସ କ୍ରିକେଟ ଷ୍ଟାଡିୟମରେ ଦର୍ଶକମାନେ ନିଜ ଦଳକୁ ସମର୍ଥନ କରିବା ଅପେକ୍ଷା ବିରାଟ-ରୋହିତଙ୍କୁ ଏକାଠି…
ପ୍ରଥମ ଦିନିକିଆ: ଟସ୍ ଜିତିଲା ଅଷ୍ଟ୍ରେଲିଆ, ଭାରତ ପକ୍ଷରୁ ନୀତିଶ ରେଡ୍ଡିଙ୍କ ଡେବ୍ୟୁ…
ପର୍ଥ,୧୯।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ODI(ଦିନିକିଆ) ପର୍ଥର Optus ଷ୍ଟାଡିୟମରେ ଖେଳାଯାଉଛି। ଆଜିର ମୁକାବିଲା ଦିନିକିଆ ଅଧିନାୟକ ଭାବେ ଗିଲ୍ଙ୍କ ପ୍ରଥମ ମ୍ୟାଚ୍। ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଅର୍ଥାତ ଭାରତ ଟିମ୍…
ରନର ଅପ୍ରେ ସନ୍ତୁଷ୍ଟ ହେଲା ଭାରତ
ଜୋହରବାହରୁ,୧୮ା୧୦: ଭାରତୀୟ ଜୁନିୟର ପୁରୁଷ ହକି ଦଳ ଏଠାରେ ଅନୁଷ୍ଠିତ ସୁଲତାନ ଅଫ୍ ଜୋହର କପ୍ ୨୧ ବର୍ଷରୁ କମ୍ ହକି ଟୁର୍ନାମେଣ୍ଟରେ ରନରଅପ୍ ହୋଇଛି। ଶନିବାର ଅନୁଷ୍ଠିତ ଫାଇନାଲରେ ଇଆନ ଗ୍ରେବେଲାରଙ୍କ। ଗ୍ରେବେଲାର ପ୍ରଥମ କ୍ୱାର୍ଟର ଖେଳ ଶେଷ ହେବାର…
ଲଗାଣ ବର୍ଷାରେ ଧୋଇଗଲା ମ୍ୟାଚ୍: ପଏଣ୍ଟ ବାଣ୍ଟିଲେ ନ୍ୟୁଜିଲାଣ୍ଡ-ପାକିସ୍ତାନ
କଲମ୍ବୋ,୧୮ା୧୦- ଆଇସିସି ମହିଳା ବିଶ୍ୱକପ୍ରେ ଶନିବାର ନ୍ୟୁଜିଲାଣ୍ଡ-ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ବର୍ଷାରେ ଧୋଇ ହୋଇଯାଇଛି। ଫଳରେ ଉଭୟ ଦଳକୁ ପଏଣ୍ଟ ଭାଗ କରିବାକୁ ପଡ଼ିଛି। ପଏଣ୍ଟ ଭାଗ ହେବାରୁ ନ୍ୟୁଜିଲାଣ୍ଡ ୫ ମ୍ୟାଚ୍ରୁ ୪ ପଏଣ୍ଟ ସହ ପଞ୍ଚମ ଓ…
ଫୁଟବଲ ପ୍ରତିଯୋଗିତା: କଦଳୀପାଲି ଚାମ୍ପିୟନ
ବରଗଡ଼,୧୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କ୍ରୀଡ଼ା ସଂସଦ ଆନୁକୁଲ୍ୟରେ ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚାଲିଥିବା ସୁପ୍ରିୟା ସ୍ମାରକୀ ଜିଲା ଆନ୍ତଃ କ୍ଲବ ନକ୍ ଆଉଟ ଫୁଟବଲ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଗର୍ଭନା ଦଳକୁ ହରାଇ କଦଳୀପାଲି…
ଗୋଟିଏ ଦିନରେ ଦୁଇଟି ଭିନ୍ନ ଭିନ୍ନ ଦେଶରେ ଖେଳିବ ଟିମ୍ ଇଣ୍ଡିଆ, ପ୍ରଶଂସକଙ୍କ ପାଇଁ ସୁପର ସଣ୍ଡେ
ନୂଆଦିଲ୍ଲୀ,୧୮।୧୦: ୱେଷ୍ଟଇଣ୍ଡିଜ ବିପକ୍ଷରେ ଦୁଇଟି ଟେଷ୍ଟ ସିରିଜ ପରେ, ଟିମ ଇଣ୍ଡିଆ ଏବେ ବ୍ଲୁ ଜର୍ସିରେ ଚମତ୍କାର ପ୍ରଦର୍ଶନ କରିବାକୁ ପ୍ରସ୍ତୁତ। ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ପର୍ଥରେ ଅଷ୍ଟ୍ରେଲିଆ ସହିତ ମୁକାବିଲା କରିବ।…
ଟ୍ରାଇ-ସିରିଜ ବାତିଲ ହେଲେ ପାକିସ୍ତାନ ସହିବ କୋଟି କୋଟି ଟଙ୍କାର କ୍ଷତି, କିନ୍ତୁ କାହିଁକି? ଜାଣନ୍ତୁ ଏହା ପଛର…
ନୂଆଦିଲ୍ଲୀ,୧୮।୧୦: ଟ୍ରାଇ-ସିରିଜରେ ଖେଳିବାକୁ ଆଫଗାନିସ୍ତାନ ମନା କରିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ଭିତରେ ଅଶାନ୍ତି ସୃଷ୍ଟି ହୋଇଛି। ଶ୍ରୀଲଙ୍କା ହେଉଛି ଆୟୋଜକ ପାକିସ୍ତାନ ଏବଂ ଆଫଗାନିସ୍ତାନ ସହିତ ଟ୍ରାଇ-ସିରିଜରେ ତୃତୀୟ ଦଳ। ଯଦି ଏହି ସିରିଜ ବାତିଲ ହୁଏ, ତେବେ…
ପାକିସ୍ତାନର Airstrikeରେ ଆଫଗାନିସ୍ତାନର ୩ କ୍ରିକେଟରଙ୍କ ମୃତ୍ୟୁ, ରାଗିଲେ ରଶିଦ
ଇସଲାମାବାଦ,୧୮।୧୦: ପାକିସ୍ତାନର ବିମାନ ଆକ୍ରମଣରେ ତିନି ଜଣ ଆଫଗାନିସ୍ତାନ କ୍ରିକେଟରଙ୍କ ସମେତ ଆଠ ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ସାତ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ପକଟିକା ପ୍ରଦେଶର ଉରଗୁନ ଅଞ୍ଚଳରେ ଘଟିଛି, ଯେଉଁଠାରେ କ୍ରିକେଟର କବୀର, ସିବଗତୁଲ୍ଲା…
ସବୁ ଗୁମର ଖୋଲିଦେଲେ ବିରାଟ କୋହଲିଙ୍କ ଭାଇ: ରାଗିଯାଇ କହିଲେ…
ନୂଆଦିଲ୍ଳୀ,୧୮।୧୦: ଭାରତର ଷ୍ଟାର ଖେଳାଳି ବିରାଟ କୋହଲି ଏକଦିବସୀୟ ସିରିଜ ପାଇଁ ଅଷ୍ଟ୍ରେଲିଆ ଦିନିକିଆ ଗସ୍ତରେ ଅଛନ୍ତି। ଭାରତୀୟ କ୍ରିକେଟ ଦଳ ଦିଲ୍ଲୀରୁ ଅଷ୍ଟ୍ରେଲିଆ ଯାତ୍ରା କରିଛି। IPL 2025 ଠାରୁ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଏବଂ ପିଲାମାନଙ୍କ ସହିତ…
ସ୍ତ୍ରୀଙ୍କୁ ମନ୍ତ୍ରୀ ହେବାର ଦେଖି ଏମିତି କଥା କହିଦେଲେ ରବିନ୍ଦ୍ର ଜାଡେଜା
ନୂଆଦିଲ୍ଲୀ,୧୮।୧୦: ଭାରତୀୟ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା ଆଉ କେବଳ ଜଣେ ବିଧାୟକ ନୁହଁନ୍ତି। ଜାଡେଜାଙ୍କୁ ଗୁଜୁରାଟ ସରକାରରେ ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି, ଯାହା ପାଇଁ ଭାରତୀୟ ଅଲରାଉଣ୍ଡର ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଜାଡେଜାଙ୍କୁ ପ୍ରାଥମିକ, ମାଧ୍ୟମିକ…
Archives


