ଭୁବନେଶ୍ୱର, ୩୦।୯ (ତପନ ସ୍ବାଇଁ): ଖୋର୍ଦ୍ଧାଜିଲା ଟେବୁଲ ଟେନିସ ଆସୋସିଏଶନ ଆନୁକୂଲ୍ୟରେ ରାଜ୍ୟ ର଼୍ୟାଙ୍କିଙ୍ଗ୍ ଟେବୁଲ ଟେନିସ ଚାମ୍ପିୟନଶିପ୍ ଶୁକ୍ରବାର କିଟ୍ ବିଶ୍ୱବିଦ୍ୟାଳୟ ପରିସରରେଥିବା ବିଜୁ ପଟ୍ଟନାୟକ…
ଗୁଆହାଟି, ୩୦।୯ (ପି.ଟି.): ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ ପାଇଁ ବିଭିନ୍ନ ଦଳର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ଅଂଶଗ୍ରହଣକାରୀ ଦଳ ଗୁଡ଼ିକ ଭାରତରେ ପହଞ୍ଚତ୍ ଓ୍ବାର୍ମଅପ୍…
ହାଙ୍ଗଝୋ, ୩୦।୯ (ପି.ଟି.): ଚଳିତ ଏସିଆନ ଗେମ୍ସର ଶୁଟିଂ ରେଞ୍ଜରେ ଭାରତୀୟ ଶୁଟରମାନେ ଅତ୍ୟନ୍ତ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଫଳରେ ଏଥର ଶୁଟିଂରେ ଭାରତକୁ ଶ୍ରେଷ୍ଠ ସଫଳତା…
ନୂଆଦିଲ୍ଲୀ,୨୯ା୯: ମଲେସିଆରେ ଅକ୍ଟୋବର ୧୩ରୁ ୧୭ ପର୍ଯ୍ୟନ୍ତ ହେବାକୁ ଥିବା ମର୍ଡେକା କପ୍ ଫୁଟ୍ବଲ ଟୁର୍ନାମେଣ୍ଟ ପାଇଁ ଭାରତୀୟ ପୁରୁଷ ଦଳର ମୁଖ୍ୟ କୋଚ୍ ଇଗୋର ଷ୍ଟିମାକ୍…
ହାଙ୍ଗ୍ଝୋ, ୨୯ା୯: ଏସିଆନ ଗେମ୍ସ ଚେସ୍ ଇଭେଣ୍ଟରେ ଭାରତର ପୁରୁଷ ଏବଂ ମହିଳା ଦଳ ବିଜୟ ହୋଇ ଅଭିଯାନ ଆରମ୍ଭ କରିଛନ୍ତି। ଶୁକ୍ରବାର ଉଭୟ ଯଥାକ୍ରମେ ମଙ୍ଗୋଲିଆ…
ହାଇଦ୍ରାବାଦ,୨୯।୯: ବିଶ୍ୱକପ୍ ପୂର୍ବରୁ ପାକିସ୍ତାନ-ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାର ଓ୍ବାର୍ମଅପ୍ ମ୍ୟାଚ୍ ଖେଳାଯାଉଛି। ଏଥିରେ ପାକିସ୍ତାନ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଭାବୀ ବ୍ୟାଟିଂ ଯୋଗୁ ନ୍ୟୁଜିଲାଣ୍ଡକୁ…
ନୂଆଦିଲ୍ଲୀ,୨୯।୯: ଭାରତୀୟ ବିଶ୍ୱକପ୍ ସ୍କ୍ବାର୍ଡରେ ପରିବର୍ତ୍ତନ ସ୍ବରୂପ ଆହତ ଅକ୍ଷର ପଟେଲଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସାମିଲ କରାଯାଇଛି। ବିସିସିଆଇର ଏହି ନିଷ୍ପତ୍ତିକୁ ନେଇ ଏବେ ବିଶ୍ୱକପ୍…
ନୂଆଦିଲ୍ଲୀ,୨୯।୯: ଆଇସିସି ବିଶ୍ୱକପ୍ ଆରମ୍ଭ ହେବାର ଠିକ୍ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟ ଟିମ୍କୁ ଲାଗିଛି ବଡ ଝଟ୍କା। ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ ଅକ୍ଟୋବର ୫ରେ ନ୍ୟୁଜିଲାଣ୍ଡ ଏବଂ…
ହାଇଦ୍ରାବାଦ,୨୯।୯: ଦିନିକିଆ ବିଶ୍ୱକପ୍ ଲାଗି ଭାରତରେ ପହଞ୍ଚି ସାରିଛି ପାକିସ୍ତାନ କ୍ରିକେଟ ଟିମ୍। ଦଳ ପହଞ୍ଚିବାର ୧୨ ଘଣ୍ଟା ପରେ ନିଜର ପ୍ରଥମ ଅଭ୍ୟାସ ସେଶନ୍ରେ ଭାଗ…
ପୂର୍ବତନ ଭାରତୀୟ ପେସ୍ ବୋଲର ଜାଭାଗଲ ଶ୍ରୀନାଥଙ୍କ କୃତିତ୍ୱ ଦେଶକୁ ଗର୍ବିତ କରିଛି। ବୋଲିଂ ଅନୁଶାସନରେ ଯେଭଳି ନାଁ କମେଇଥିଲେ କ୍ରିକେଟ ଅଫିସିଆଲ ଭାବେ ମଧ୍ୟ ସେ…