ଖେଳ

ଜଣଙ୍କ ସହ ୪ ବର୍ଷ ଲିଭ୍‌-ଇନ୍‌ ରିଲେସନ୍‌ଶିପରେ ରହି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲେ ଏହି କ୍ରିକେଟର

ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ କ୍ରିକେଟରେ ଅନେକ ଉପଲବ୍ଧି ହାସଲ କରିଛନ୍ତି। ଯଦିଓ ସେ କ୍ରିକେଟକୁ ଅଲବିଦା କହିସାରିଛନ୍ତି କିନ୍ତୁ ତାଙ୍କ ବ୍ୟାଟିଂ କ୍ରେଜ୍‌…

6 years ago

ନର୍ଦ୍ଦର୍ନ ଓ୍ବାରିୟର୍ସକୁ ଦ୍ୱିତୀୟ ଆବୁଧାବି ଟାଇଟଲ

ଆବୁଧାବି, ୮ା୨ (ପି.ଟି.)-ନର୍ଦ୍ଦର୍ନ ଓ୍ବାରିୟର୍ସ ଦ୍ୱିତୀୟ ଥର ପାଇଁ ଆବୁଧାବି ଟି୧୦ ଟାଇଟଲ ହାସଲ କରିଛି। ଫାଇନାଲରେ ପ୍ରଭାବୀ ବୋଲିଂ ଦଳ ଦିଲ୍ଲୀ ବୁଲ୍ସକୁ ୮ ଉଇକେଟରେ…

6 years ago

ଜାମସେଦପୁରକୁ ହରାଇଲା ଇଷ୍ଟବେଙ୍ଗଲ

ମାର୍ଗାଓ, ୮ା୩ (ପି.ଟି.)-ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଏସ୍‌ସି ଇଷ୍ଟବେଙ୍ଗଲ ୨-୧ ଗୋଲ୍‌ରେ ଜାମସେଦପୁର ଏଫ୍‌ସିକୁ ହରାଇ ଦେଇଛି। ପାଖାପାଖି…

6 years ago

୯ ବର୍ଷ ପରେ ଖୋଲିବାକୁ ଯାଉଛି ଚେପକ ଷ୍ଟାଡିୟମର ୩ ଷ୍ଟାଣ୍ଡ୍ସ

ଚେନ୍ନାଇ, ୭ା୨- ଦୀର୍ଘ ୯ ବର୍ଷ ପରେ ଦର୍ଶକଙ୍କ ପାଇଁ ଖୋଲିବାକୁ ଯାଉଛି ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମର ୩ ଷ୍ଟାଣ୍ଡ୍ସ ଆଇ, ଜେ ଓ କେ। ଆସନ୍ତା…

6 years ago

୧୮ ବର୍ଷ ପରେ କ୍ରିକେଟ ରେକର୍ଡ ବୁକ୍‌ରେ ସ୍ଥାନ ପାଇଲେ ବ୍ୟାଟ୍ସମ୍ୟାନ

ଚାଟୋଗ୍ରାମ, ୭ା୨- ପଦାର୍ପଣକାରୀ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ କାଇଲ୍‌ ମାୟର୍ସ ଅପରାଜିତ ୨୧୦ ରନ୍‌ର ଇନିଂସ ଅବସରରେ ବହୁ ରେକର୍ଡର ଅଧିକାରୀ ହୋଇଛନ୍ତି। ୩୧୦ ବଲର ସମ୍ମୁଖୀନ ହୋଇଥିବା…

6 years ago

ଇତିହାସ ରଚିଲା ଓ୍ବେଷ୍ଟଇଣ୍ଡିଜ୍‌

ଢାକା,୭।୨: ୱେଷ୍ଟଇଣ୍ଡିଜ କ୍ରିକେଟ୍‌ ଦଳ ଇତିହାସ ସୃଷ୍ଟି କରିଛି। ପ୍ରଥମ ଟେଷ୍ଟ ମ୍ୟାଚରେ ଆୟୋଜକ ବାଂଲାଦେଶ ପକ୍ଷରୁ ଦିଆଯାଇଥିବା ୩୯୫ ରନ୍‌ର ଲକ୍ଷ୍ୟ ହାସଲ କରି ସେ…

6 years ago

୫୭୮ରେ ଇଂଲଣ୍ଡ ଅଲଆଉଟ୍‌ ; ଟିମ୍‌ ଇଣ୍ଡିଆ ପାଇଁ ଘାତକ ସାବ୍ୟସ୍ତ ହେଲେ ବେସ୍‌

ଚେନ୍ନାଇ, ୭ା୨- ଏଠାରେ ଚାଲିଥିବା ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚ୍‌ ସମ୍ପୂର୍ଣ୍ଣ ରୂପେ ଇଂଲଣ୍ଡ ନିୟନ୍ତ୍ରଣରେ ରହିଛି। ଭ୍ରମଣକାରୀ ଦଳ ପ୍ରଥମ ଇନିଂସରେ ୫୭୮ ରନ୍‌ରେ ଅଲଆଉଟ୍‌…

6 years ago

ମୁଣ୍ଡ ପିଟିଦେଲେ ଅଶ୍ୱିନ୍‌

ନୂଆଦିଲ୍ଲୀ,୭।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଚେନ୍ନାଇରେ ଖେଳାଯାଉଛି। ପ୍ରଥମ ପାଳିରେ ଇଂଲଣ୍ଡ ୫୭୮ ରନ୍‌ କରିଛି। ଭାରତୀୟ ଖେଳାଳିଙ୍କ ଖରାପ ଫିଲ୍ଡିଂର ଭରପୂର…

6 years ago

ଶତକ ଟେଷ୍ଟରେ ଦ୍ୱିଶତକ: ରୁଟ୍‌ ପ୍ରଥମ

ଚେନ୍ନାଇ,୭ା୨(ପି.ଟି.)-ନିଜ ଶହେତମ ଟେଷ୍ଟରେ ଦ୍ୱିଶତକ ହାସଲ କରିବାରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ବିଶ୍ୱର ପ୍ରଥମ କ୍ରିକେଟର ହେବାର ଗୌରବ ଅର୍ଜନ କରିଛନ୍ତି। ଶନିବାର ଭାରତ ବିପକ୍ଷ…

6 years ago

ନିୟମ କୋହଳ କଲା ଫିଫା

ଜୁରିଚ୍‌, ୭ା୨(ଏପି)-ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ଫିଫା ଏହାର ନିୟମରେ କୋହଳ କରିଛି। କରୋନା ମହାମାରୀ ସମୟରେ ଜାତୀୟ ଦଳ ତରଫରୁ ଖେଳିବା ଲାଗି କ୍ଲବଗୁଡ଼ିକ ଖେଳାଳିଙ୍କୁ…

6 years ago