ଖେଳ

ବିରାଟ-ଅନୁଷ୍କା ଜଣାଇଲେ ଖୁସି ଖବର, ଏହି ଫଟୋକୁ କରାଗଲା ସବୁଠୁ ଅଧିକ ପସନ୍ଦ

ବଲିଉଡ୍‌ ଏବଂ କ୍ରିକେଟ ଦୁନିଆର ସବୁଠାରୁ ପ୍ରସିଦ୍ଧ ଦମ୍ପତି ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ପ୍ରଶଂସକ ସଂଖ୍ୟା ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଅଗଷ୍ଟ ମାସରେ…

5 years ago

ବ୍ରେକ୍‌ଡ୍ୟାନ୍ସିଂକୁ ଅଲିମ୍ପିକ ମାନ୍ୟତା: ୨୦୨୪ ଅଲିମ୍ପିକ୍ସରେ ପଦାର୍ପଣ କରିବ

ଜେନିଭା, ୯।୧୨(ଏପି): ଆନୁଷ୍ଠାନିକ ଭାବେ ବ୍ରେକ୍‌ଡ୍ୟାନ୍ସିଂ ଏବେ ଅଲିମ୍ପିକ କ୍ରୀଡ଼ାର ମାନ୍ୟତା ହାସଲ କରିଛି। ଏହି କ୍ରୀଡ଼ା ୨୦୨୪ ପ୍ୟାରିସ୍‌ ଅଲିମ୍ପିକ୍ସରେ ଡେବ୍ୟୁ କରିବ। ଯୁବପିଢ଼ିର କ୍ରୀଡ଼ା…

5 years ago

ଅବସରପ୍ରାପ୍ତ କ୍ରୀଡ଼ାବିତ୍‌ଙ୍କୁ ଚାକିରି ଦେବେ ସରକାର: ଏକହଜାର ଖେଲୋ ଇଣ୍ଡିଆ ସେଣ୍ଟର ଆରମ୍ଭ ହେବ

ନୂଆଦିଲ୍ଲୀ,୯।୧୨(ପି.ଟି.): ଅବସର ନେଇଥିବା କ୍ରୀଡ଼ାବିତ୍‌ଙ୍କୁ ଚାକିରି ଦେବା ପାଇଁ କେନ୍ଦ୍ର ସରକାର ବେଶ୍‌ ଉତ୍ସାହିତ ଅଛନ୍ତି। ଏଥିପାଇଁ ସରକାର ଦେଶରେ ୧୦୦୦ ଖେଲୋ ଇଣ୍ଡିଆ ସେଣ୍ଟର ଆରମ୍ଭ…

5 years ago

ଜାନୁୟାରୀ ୯ରୁ ଆରମ୍ଭ ଆଇ- ଲିଗ୍‌: ସୁଡେଭା ଦିଲ୍ଲୀ ଏଫ୍‌ସି- ମହମ୍ମଡାନ ଏସ୍‌ସି ଉଦ୍‌ଘାଟନୀ ମ୍ୟାଚ

ନୂଆଦିଲ୍ଲୀ,୯।୧୨(ପି.ଟି.): ଦେଶର ଅନ୍ୟତମ ମର୍ଯ୍ୟାଦାସମ୍ପନ୍ନ ଫୁଟବଲ ଟୁର୍ନାମେଣ୍ଟ ଆଇ- ଲିଗ୍‌ ଏଥର କୋଲକାତାରେ ଜାନୁୟାରୀ ୯ ତାରିଖରୁ ଆରମ୍ଭ ହେବ। ପଦାର୍ପଣ କରିବାକୁ ଥିବା ନୂଆ ଦଳ…

5 years ago

ଆଇସୋଲେଶନରୁ ମୁକ୍ତ ହେଲା ପାକିସ୍ତାନ ଦଳ

ଓ୍ବେଲିଂଟନ,୯।୧୨(ଏପି): ନ୍ୟୁଜିଲାଣ୍ଡ ଗସ୍ତ କରିଥିବା ପାକିସ୍ତାନ କ୍ରିକେଟ ଦଳକୁ ଆଇସୋଲେଶନରୁ ମୁକ୍ତ କରାଯାଇଛି। ଫଳରେ ପାକିସ୍ତାନ ଖେଳାଳିମାନେ ଏବେ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ଓ ଟେଷ୍ଟ ସିରିଜ…

5 years ago

ବ୍ୟାଟ୍ସମ୍ୟାନ ବୋଲିଂ କରିବା ଗୁରୁତ୍ୱପୂର୍ଣ୍ଣ: ରାଇନା

ନୂଆଦିଲ୍ଲୀ,୯।୧୨(ପି.ଟି.): ବ୍ୟାଟ୍ସମ୍ୟାନମାନେ କାମଚଳା ବୋଲିଂ କରିବା ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ପୂର୍ବତନ କ୍ରିକେଟର ସୁରେଶ ରାଇନା କହିଛନ୍ତି। ପୂର୍ବରୁ ଏଭଳି ଉଦାହରଣ ରହିଥିଲା। ତେବେ ବର୍ତ୍ତମାନ…

5 years ago

ରିଦ୍ଧିମାନଙ୍କ ଅର୍ଦ୍ଧଶତକ: ମ୍ୟାଚ ଡ୍ର

ସିଡ୍‌ନୀ, ୯।୧୨(ପି.ଟି.)- ଭାରତ ‘ଏ’ ଓ ଅଷ୍ଟ୍ରେଲିଆ ‘ଏ’ ମଧ୍ୟରେ ଅନୁଷ୍ଠିତ ୩ ଦିନିଆ ଓ୍ବାର୍ମଅପ୍‌ କ୍ରିକେଟ ମ୍ୟାଚ ଡ୍ର ରହିଛି। ଦ୍ୱିତୀୟ ଇନିଂସରେ ଭାରତୀୟ ଟପ୍‌…

5 years ago

ତ୍ୟାଗୀଙ୍କ ବାଉନ୍ସରରେ ପୁକୋଭସ୍କି ଆହତ: ଦ୍ୱିତୀୟ ଓ୍ବାର୍ମଅପ୍‌ ମ୍ୟାଚରୁ ଓହରିଲେ

ସିଡ୍‌ନୀ, ୯।୧୨(ପି.ଟି.)- ଭାରତ ବିପକ୍ଷରେ ଟେଷ୍ଟ ପଦାର୍ପଣ ପାଇଁ ହଟ୍‌ ଫେଭରାଇଟ୍‌ ଥିବା ଅଷ୍ଟ୍ରେଲିଆର ଓ୍ବିଲ୍‌ ପୁକୋଭସ୍କି କାର୍ତ୍ତିକ ତ୍ୟାଗୀଙ୍କ ବାଉନ୍ସରରେ ଆହତ ହୋଇଛନ୍ତି। ଭାରତ ‘ଏ’…

5 years ago

ଓ୍ବାର୍ମଅପ୍‌ରେ ଖେଳି ନ ପାରନ୍ତି କୋହଲି

ସିଡ୍‌ନୀ, ୯।୧୨(ପି.ଟି.)- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ୩ ଦିନିଆ ଦିବାରାତ୍ର ଓ୍ବାର୍ମଅପ୍‌ ଗେମ୍‌ ଖେଳିବା ସମ୍ଭାବନା କମ୍‌ ରହିଛି।…

5 years ago

ଆଣ୍ଠୁଗଣ୍ଠି ସମସ୍ୟା ଥିଲେ କରନ୍ତୁ ଏହି ଯୋଗାସନ

ଯୋଗ ଦ୍ୱାରା ଶରୀରର ବିଭିନ୍ନ ପ୍ରକାରର ସମସ୍ୟା ଦୂର ହୋଇଥାଏ। ଯୋଗର ବିଭିନ୍ନ ଅଲଗା ଅଲଗା ଆସନ ରହିଛି। ଯାହା ଦ୍ୱାରା ରୋଗ ଦୂର ହେବାର ସମ୍ଭାବନା…

5 years ago