ଖେଳ

ବିଟ୍‌ ଫେଉଜ ଜିତିଲେ ପ୍ରଥମ କିଜ୍‌ବୁହେଲ ଡାଉନ୍‌ହିଲ ସ୍କି ରେସ୍‌ ଟାଇଟଲ

କିଜବୁହେଲ,୨୩।୧(ଏପି): ସୁଇଜରଲାଣ୍ଡ ସ୍କି ରେସର ବିଟ୍‌ ଫେଉଜ ପ୍ରଥମଥର ପାଇଁ ଅଷ୍ଟ୍ରିଆର କିଜ୍‌ବୁହେଲରେ ଅନୁଷ୍ଠିତ ସ୍କି ରେସ୍‌ ଡାଉନ୍‌ହିଲ ବିଜୟ ହାସଲ କରିଛନ୍ତି। ଏଥିସହିତ ସେ କ୍ୟାରିୟରର…

5 years ago

ଇଣ୍ଡିଆନ ସୁପର ଲିଗ୍‌: ମୁମ୍ବାଇ ସିଟି ବିଜୟୀ

ଭାସ୍କୋ,୨୩।୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ବାଇ ସିଟି ଏଫ୍‌ସି ୧-୦ ଗୋଲରେ ଇଷ୍ଟ ବେଙ୍ଗଲ୍‌ ଏଫ୍‌ସିକୁ ପରାସ୍ତ କରିଛି। ସ୍ଥାନୀୟ ତିଳକ…

5 years ago

ଦିନିକିଆ ସିରିଜ ଜିତିଲା ବାଂଲାଦେଶ: ଓ୍ବେଷ୍ଟଇଣ୍ଡିଜ୍‌ ୭ ଉଇକେଟରେ ପରାସ୍ତ

ଢାକା,୨୩।୧(ଏପି): ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ବାଂଲାଦେଶ ବିଜୟ ହାସଲ କରିଛି। ଅଫ୍‌ସ୍ପିନର ମେହିଦି ହାସନ ମିରାଜ ୨୫ ରନ ବ୍ୟୟ କରି ୪ ଉଇକେଟ ଅକ୍ତିଆର…

5 years ago

ଗିଲଙ୍କ ସଫଳତା ପଛରେ ରହିଛି ଅଜଣା କଥା

ନୂଆଦିଲ୍ଲୀ,୨୨।୧: ଗାବା ଟେଷ୍ଟର ପଞ୍ଚମ ଦିନ ମିଚେଲ ଷ୍ଟାର୍କ ଓ ପାଟ କୁମିନ୍ସ ପ୍ରାୟତଃ ୧୫୦ କି.ମି. ଗତିରେ ଘାତକ ବୋଲିଂ କରୁଥିଲେ। ଭାରତୀୟ ଯୁବ ଓପନର…

5 years ago

ସେମିରେ ସାତ୍ୱିକ-ଅଶ୍ୱିନୀ

ବ୍ୟାଙ୍କକ୍‌,୨୨।୧: ଏଠାରେ ଚାଲିଥିବା ଥାଇଲାଣ୍ଡ ଓପନ ସୁପର ୧୦୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମିକ୍ସଡ୍‌ ଡବଲ୍ସ ବର୍ଗର ସେମିଫାଇନାଲରେ ପ୍ରବେଶ କରିଛି ଭାରତର ସାତ୍ୱିସାଇରାଜ ରାଙ୍କିରେଡ୍ଡୀ ଓ ଅଶ୍ୱିନୀ…

5 years ago

ଫେବୃୟାରୀ ୧୮ରେ ହୋଇପାରେ ଆଇପିଏଲ ଅକ୍‌ଶନ

ନୂଆଦିଲ୍ଲୀ,୨୨।୧: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୨୦୨୧ ସଂସ୍କରଣ ପୂର୍ବରୁ ହେବାକୁ ଥିବା ଖେଳାଳିଙ୍କ ନିଲାମ ପ୍ରକ୍ରିୟା (ଅକ୍‌ଶନ) ଆସନ୍ତା ଫେବୃୟାରୀ ୧୮ ତାରିଖରେ ହୋଇପାରେ। ଏ ନେଇ…

5 years ago

ଡେବ୍ୟୁ ମ୍ୟାଚ୍‌ରେ ରନ୍‌ ବର୍ଷା: ୯ ଛକା, ୮ ଚଉକାର ବିସ୍ଫୋରକ ପାଳି ଖେଳି ଚର୍ଚ୍ଚାରେ ଏହି କ୍ରିକେଟର; କଲେ ଏକାଧିକ ରେକର୍ଡ

ଆବୁଧାବି,୨୨।୧: ଆଫଗାନିସ୍ତାନ ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ଆବୁଧାବୀରେ ଦିନିକିଆ ସିରିଜ୍‌ ଆରମ୍ଭ ହୋଇଛି। ସିରିଜର ପ୍ରଥମ ମ୍ୟାଚ୍‌ରେ ଚମକିଛନ୍ତି ଆଫଗାନିସ୍ତାନର ୧୯ ବର୍ଷୀୟ ବ୍ୟାଟ୍ସମ୍ୟାନ ରହମାନୁଲ୍ଲାହ ଗୁରବାଜ।…

5 years ago

ଡେବ୍ୟୁ ମ୍ୟାଚ୍‌ରେ ସିଦ୍ଧୁଙ୍କ ୩୩ ବର୍ଷର ରେକର୍ଡ ଭାଙ୍ଗିଲେ ଏହି ଯୁବ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୨୨।୧: ଆବୁଧାବିରେ ଆୟରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ କମାଲ କରିଦେଖାଇଛନ୍ତି ଯୁବ ଓପନର ରହମାନୁଲ୍ଲାହ ଗୁରବାଜ୍‌। ଆଫଗାନିସ୍ତାନର ଏହି ୧୯ ବର୍ଷୀୟ କ୍ରିକେଟର ଗୁରୁବାର କ୍ୟାରିୟରର ପ୍ରଥମ ମ୍ୟାଚ୍‌…

5 years ago

କୋହଲି ବନାମ ରୋହିତ: ଟି୨୦ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରେ ଉଭୟଙ୍କ ମଧ୍ୟରେ ଚାଲିଛି ଏହି ପ୍ରତିଯୋଗିତା; ଆଗରେ…

ନୂଆଦିଲ୍ଲୀ,୨୨।୧: ଭାରତୀୟ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ଅଧିନାୟକ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ କୌଣସି ନା କୌଣସି କାରଣରୁ ମୁକାବିଲା ଦେଖିବାକୁ ମିଳେ।…

5 years ago

ସିଡନୀ ଟେଷ୍ଟ ପରେ ଏହି ଖେଳାଳିଙ୍କୁ ମେସେଜ୍‌ କରି ଏଭଳି କହିଥିଲେ ଦ୍ରାବିଡ୍‌

ହାଇଦ୍ରାବାଦ,୨୨।୧: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ହାତେଇବା ପରେ ଭାରତୀୟ ଟିମ୍‌ର ଭୂରି ଭୂରି ପ୍ରଶଂସା କରାଯାଉଛି। ଏହି ଜିତ୍‌କୁ ନେଇ ଭାରତର ପୂର୍ବ ଅଧିନାୟକ ରାହୁଲ ଦ୍ରାବିଡ…

5 years ago