କଟକ କ୍ୟାଣ୍ଟନମେଣ୍ଟ ରୋଡସ୍ଥିତ କ୍ୟାଥଲିକ ଚର୍ଚ୍ଚରେ କ୍ୟାଣ୍ଡେଲ ଜାଳି ପ୍ରାର୍ଥନା ଭୁବନେଶ୍ୱର ସତ୍ୟନଗର ଚର୍ଚ୍ଚରେ ଯୀଶୁଙ୍କ ଜନ୍ମଦିନରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବଡଦିନ…
ବଡ଼ଦିନ ଲାଗି କଟକ କ୍ୟାଣ୍ଟନମେଣ୍ଟ ରୋଡସ୍ଥିତ କ୍ୟାଥଲିକ ଚର୍ଚ୍ଚରେ ଚାଲିଛି ସାଜସଜ୍ଜା
ବାଲିଯାତ୍ରା ଉପର ପଡିଆରେ ଅନୁଷ୍ଠିତ ମହାନଦୀ ଉତ୍ସବରେ ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ ପକ୍ଷ୍ରୁ ଓଡିଶୀ ନୃତ୍ୟ ପରିବେଷଣ କଟକ ଚୌଧୁରୀବଜ଼ାରର ଦୋକାନରୁ ଖ୍ରୀଷ୍ଟମାସ ସାମଗ୍ରୀ କିଣୁଛନ୍ତି ବାଳକ…
ଭୁବନେଶ୍ୱର ସହର ସୌନ୍ଦର୍ଯ୍ୟକରଣ ଲାଗି ପ୍ରାଚୀରରେ ଚିତ୍ର ଆଙ୍କୁଛନ୍ତି ଚିତ୍ରଶିଳ୍ପୀ
ଭୁବନେଶ୍ୱର ଏୟାରପୋର୍ଟରେ ତାମିଲନାଡୁ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଯବାନ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀରକୁ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ଭୁବନେଶ୍ୱରସ୍ଥିତ ସ୍ବସ୍ତି…
ମାଣବସା ଗୁରୁବାରରେ ପୂଜାର୍ଚ୍ଚନା ଲାଗି କଟକ ରାଣୀହାଟ ରାସ୍ତାପାର୍ଶ୍ୱରେ ଫୁଲ ବିକ୍ରି କଟକ ଛତ୍ରବଜାର ପରିବା ମାର୍କେଟରେ ଟ୍ରକରୁ କଖାରୁ ଖଲାସି କରୁଛନ୍ତି ଶ୍ରମିକ …
କଟକ କଳା ବିକାଶ କେନ୍ଦ୍ର ଅଡିଟୋରିଅମରେ ଆୟୋଜିତ ସାଂସ୍କୃତିକ ସମାରୋହରେ ଓଡ଼ିଶୀ ନୃତ୍ୟ ପରିବେଷଣ
ଦିନ ସାରା ଝିପି ଝିପି ବର୍ଷାରେ ଭିଜିଲା ଭୁବନେଶ୍ୱରରେ ଭୁବନେଶ୍ୱରରେ କର୍ପୋରେଟ ପ୍ରିମିୟର ଲିଗର ଜର୍ସି ଉନ୍ମୋଚନ ଭୁବନେଶ୍ୱର କିଟ କ୍ୟାମ୍ପସ ସ୍ଥିତ ବିଜୁ…
ସାରା ରାଜ୍ୟରେ ଶୀତ ଲହରି ଜାରି ରହିଥିବା ବେଳେ ବର୍ଷା ଲାଗିରହିଛି। ଏ ହେଉଛି ରାଜଧାନୀ ଭୁବନେଶ୍ୱରର ବର୍ଷାକାଳୀନ ଦୃଶ୍ୟ।