ଫଟୋରେ ଖବର

କଟକ ଖପୁରିଆ ଛକଠାରୁ ନୂଆପଡ଼ା ଛକ ରାସ୍ତାପାର୍ଶ୍ୱରେ ଥିବା ଜବରଦଖଲକୁ ସିଏମ୍‌ସି ପକ୍ଷରୁ ଉଚ୍ଛେଦ କରାଯାଉଛି

କଟକ ଖପୁରିଆ ଛକଠାରୁ ନୂଆପଡ଼ା ଛକ ରାସ୍ତାପାର୍ଶ୍ୱରେ ଥିବା ଜବରଦଖଲକୁ ସିଏମ୍‌ସି ପକ୍ଷରୁ ଉଚ୍ଛେଦ କରାଯାଉଛି।

5 years ago

ଗୁରୁଦିବସ ଉପଲକ୍ଷେ ୟୁନିଟ-୩ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପିଲାମାନେ ଗୁରୁଙ୍କୁ ପୂଜା କରୁଛନ୍ତି

ଗୁରୁଦିବସ ଉପଲକ୍ଷେ ୟୁନିଟ-୩ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପିଲାମାନେ ଗୁରୁଙ୍କୁ ପୂଜା କରୁଛନ୍ତି।

5 years ago

ପିଆଜର ଅହେତୁକ ଦରବୃଦ୍ଧି ବିରୋଧରେ ସିପିଆଇ ପକ୍ଷରୁ ରାଜମହଲ ଛକରେ ବିକ୍ଷୋଭ

ପିଆଜର ଅହେତୁକ ଦରବୃଦ୍ଧି ବିରୋଧରେ ସିପିଆଇ ପକ୍ଷରୁ ରାଜମହଲ ଛକରେ ବିକ୍ଷୋଭ।

5 years ago

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ନିମନ୍ତେ ରଖାଯାଇଥିବା ସର୍ବଦଳୀୟ ଶୋକସଭା

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ନିମନ୍ତେ ରଖାଯାଇଥିବା ସର୍ବଦଳୀୟ ଶୋକସଭାରେ ରାଜ୍ୟପାଳ ଗଣେଶୀ ଲାଲ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି।

5 years ago

ଗଣେଶ ବିସର୍ଜନ

ଗଣେଶ ବିସର୍ଜନ।

5 years ago

ଗଙ୍ଗମନ୍ଦିର ପୂଜା କମିଟି ପକ୍ଷରୁ ଚାନ୍ଦି ମେଢ଼ ନିର୍ମାଣ

ଗଙ୍ଗମନ୍ଦିର ପୂଜା କମିଟି ପକ୍ଷରୁ ଚାନ୍ଦି ମେଢ଼ ନିର୍ମାଣ।

5 years ago

ଲଙ୍ଗୁଳି ମଠ କୋଠାକୁ ଭଙ୍ଗାଯାଉଛି

ପୁରୀ ଲଙ୍ଗୁଳି ମଠ କୋଠାକୁ ଜେସିବି ଦ୍ୱାରା ଭଙ୍ଗାଯାଉଛି।

5 years ago

ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି କଟକ ଚଣ୍ଡିଛକଠାରେ ଛାତ୍ରମାନେ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁଙ୍କ କୁଶପୁତ୍ତଳିକା ଦାହ କରୁଛନ୍ତି

ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି କଟକ ଚଣ୍ଡିଛକଠାରେ ଛାତ୍ରମାନେ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁଙ୍କ କୁଶପୁତ୍ତଳିକା ଦାହ କରୁଛନ୍ତି।

5 years ago

ଜନ୍ମାଷ୍ଟମୀ ଉପଲକ୍ଷେ ରାଧାକୃଷ୍ଣଙ୍କ ଦର୍ଶନ ନିମନ୍ତେ ନୟାପଲ୍ଲୀ ଇସ୍କନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି

ଜନ୍ମାଷ୍ଟମୀ ଉପଲକ୍ଷେ ରାଧାକୃଷ୍ଣଙ୍କ ଦର୍ଶନ ନିମନ୍ତେ ନୟାପଲ୍ଲୀ ଇସ୍କନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି।

5 years ago

ଅସରାଏ ବର୍ଷାରେ ଇସ୍କନ ମନ୍ଦିର ସମ୍ମୁଖରେ ଆଣ୍ଠୁଏ ପାଣି

ଅସରାଏ ବର୍ଷାରେ ଇସ୍କନ ମନ୍ଦିର ସମ୍ମୁଖରେ ଆଣ୍ଠୁଏ ପାଣି।

5 years ago