ଫଟୋରେ ଖବର

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବିଜେଇଏମ୍‌ ସ୍କୁଲ ପରିସରରେ ଆୟୋଜିତ ଯୋଗ ଶିବିର

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବିଜେଇଏମ୍‌ ସ୍କୁଲ ପରିସରରେ ଆୟୋଜିତ ଯୋଗ ଶିବିର।

7 years ago

ମୌସୁମୀ ବର୍ଷାରେ ଭିଜିଲା ରାଜଧାନୀ

ମୌସୁମୀ ବର୍ଷାରେ ଭିଜିଲା ରାଜଧାନୀ

7 years ago

ଭୁବନେଶ୍ୱରସ୍ଥିତ ୧୨୦ ବାଟାଲିୟନଠାରେ ଶହୀଦ ଓଡ଼ିଆ ଯବାନ ଅଜିତ୍‌ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

ଭୁବନେଶ୍ୱରସ୍ଥିତ ୧୨୦ ବାଟାଲିୟନଠାରେ ଶହୀଦ ଓଡ଼ିଆ ଯବାନ ଅଜିତ୍‌ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

7 years ago

ଏସ୍‌ଆଇଟି ବୈଠକରେ ଯୋଗଦେବାକୁ ଯାଉଥିବା ପଦାଧିକାରୀ

ଜଷ୍ଟିସ୍‌ ଅରିଜିତ ପଶାୟତଙ୍କ ବାସଭବନରେ ଆୟୋଜିତ ଏସ୍‌ଆଇଟି ବୈଠକରେ ଯୋଗଦେବାକୁ ଯାଉଛନ୍ତି ପଦାଧିକାରୀମାନେ।

7 years ago

ସିଂହଦ୍ୱାରରେ ସ୍ଥାପନ ହେଲା ଜୟ, ବିଜୟ ମୂର୍ତ୍ତି

ଶ୍ରୀମନ୍ଦିର ସିଂହଦ୍ୱାରରେ ଦ୍ୱାରପାଳ ଜୟ ଓ ବିଜୟଙ୍କ ନବନିର୍ମିତ ମୂର୍ତ୍ତି ସ୍ଥାପନ କରାଯାଇଛି।

7 years ago

ସ୍ନାନବେଦିରେ ଚତୁର୍ଦ୍ଧାମୂର୍ତ୍ତି

ସ୍ନାନବେଦିକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି।

7 years ago

ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ସ୍ନାନବେଦୀକୁ ପହଣ୍ଡି ସମୟରେ ବ୍ୟବହୃତ ଟାହିଆକୁ କଟକ ଫିରିଙ୍ଗି ବଜାରଠାରେ ପ୍ରସ୍ତୁତ କରୁଥିବା ଯୁବତୀମାନେ

ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ସ୍ନାନବେଦୀକୁ ପହଣ୍ଡି ସମୟରେ ବ୍ୟବହୃତ ଟାହିଆକୁ କଟକ ଫିରିଙ୍ଗି ବଜାରଠାରେ ପ୍ରସ୍ତୁତ କରୁଥିବା ଯୁବତୀମାନେ

7 years ago

ଜୋବ୍ରା ମାରିଟାଇମ୍‌ ମ୍ୟୁଜିୟମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉତ୍କଳ ଜନନୀ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ।

ଜୋବ୍ରା ମାରିଟାଇମ୍‌ ମ୍ୟୁଜିୟମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉତ୍କଳ ଜନନୀ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ।

7 years ago

କଟକରେ ପାକ୍‌ ମୌସୁମୀ ବର୍ଷା

କଟକରେ ପାକ୍‌ ମୌସୁମୀ ବର୍ଷା

7 years ago

ନନ୍ଦିନୀ ଶତପଥୀଙ୍କ ୮୮ତମ ଜୟନ୍ତୀରେ ରାଜଭବନସ୍ଥିତ ପ୍ରତିମୂର୍ତ୍ତିରେ ଉତ୍କଳ ସମ୍ମିଳନୀ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୮ତମ ଜୟନ୍ତୀରେ ରାଜଭବନସ୍ଥିତ ପ୍ରତିମୂର୍ତ୍ତିରେ ଉତ୍କଳ ସମ୍ମିଳନୀ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ।

7 years ago