ଜାତୀୟ

ଫୁଟ୍‌ପାଥ୍‌ରେ ଗାଡ଼ି ଚଲାଇବା ପଡ଼ିଲା ମହଙ୍ଗା: ସ୍କୁଟର ଆରୋହୀଙ୍କୁ ଅଟକାଇ ପାନେ ଦେଲେ ବୃଦ୍ଧା

କେରଳ,୧୩।୨: ଟ୍ରାଫିକ୍ ଜାମ୍‌ରୁ ବଞ୍ଚିବା ପାଇଁ ଫୁଟ୍‌ପାଥ୍‌ରେ ସ୍କୁଟର ଚଲାଇବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। କେରଳର କୋଝିକୋଡ ଅଞ୍ଚଳରେ ଜଣେ ବୃଦ୍ଧା ନିଜର ସାହସିକତା ପ୍ରଦର୍ଶନ କରି ଜଣେ ସ୍କୁଟର ଆରୋହୀଙ୍କୁ ଫୁଟ୍‌ପାଥ୍ ବ୍ୟବହାର କରିବାରୁ ଅଟକାଇବା ସହ ତାଙ୍କୁ…

ଗର୍ଲଫ୍ରେଣ୍ଡଙ୍କୁ ହତ୍ୟା ପରେ ସୁଟକେଶରେ ପୁରାଇ ଫିଙ୍ଗିଦେଲେ ବୟଫ୍ରେଣ୍ଡ, ହାତରେ ଟାଟୁ…

ଚଣ୍ଡିଗଡ଼: ପଞ୍ଜାବର ବଥିଣ୍ଡା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଯୁବତୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି । ଏହା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ବଥିଣ୍ଡା ପୋଲିସ ରାସ୍ତା କଡ଼ରେ ଏକ ସୁଟକେଶ…

ଗାଁରେ ଦନ୍ତା ଆତଙ୍କ, ଗୋଟିଏ ପରିବାରର ୪ ଜଣଙ୍କ ସମେତ ୬ଜଣଙ୍କୁ ଦଳିଦେଲା

ରାଞ୍ଚି,୧୩।୨: ଝାଡ଼ଖଣ୍ଡ ହଜାରିବାଗ ଜିଲା ଗଣ୍ଡୱାର ଗାଁରେ ଦନ୍ତା ଆତଙ୍କ । ଗୁରୁବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ୬ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ଚାରି ଜଣ ସଦସ୍ୟ ଅଛନ୍ତି । ଘଟଣାଟି…

ବାଂଲାଦେଶରେ ‘ରହମାନ ଯୁଗ’: ଭାରତ ପାଇଁ ଗୁଡ୍‌ନ୍ୟୁଜ୍‌, ପାକିସ୍ତାନ…

ଢାକା,୧୩।୨:ବାଂଲାଦେଶରେ ତ୍ରୟୋଦଶ ସଂସଦୀୟ ନିର୍ବାଚନ ପାଇଁ ଭୋଟ ଦେବା ପରେ ଫଳାଫଳ ସ୍ପଷ୍ଟ ହୋଇଛି। ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ ଏବଂ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି (BNP)ର ମୁଖ୍ୟ ତାରିକ ରହମାନ ଏକ ବଡ଼ ବିଜୟ ହାସଲ କରିଛନ୍ତି।…

ତ୍ରୀକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ: ପ୍ରେମିକର ନାବାଳିକା ବାନ୍ଧବୀଙ୍କ ମୁହଁରେ ଗୁଳି କଲେ ଯୁବତୀ

ମୁମ୍ବାଇ,୧୩।୨: ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଦିନ ଦ୍ୱିପ୍ରହରରେ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଛି। ମୁମ୍ବାଇର ଶିବାଜୀ ନଗର ଅଞ୍ଚଳରେ ଘଟିଥିବା ଏହି ସମ୍ବେଦନଶୀଳ ଘଟଣା ପଛରେ ଏକ “ତ୍ରୀକୋଣୀୟ ପ୍ରେମ” ଲିଙ୍କ ରହିଥିବା ପୋଲିସ ସନ୍ଦେହ କରୁଛି।…

ଏବେ ‘ସେବା ତୀର୍ଥ’ରୁ ଚାଲିବ ଦେଶର ସରକାର, ଜାଣନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବିଶେଷ କଥା

ନୂଆଦିଲ୍ଲୀ,୧୩।୨: ଶୁକ୍ରବାର, ଫେବୃଆରୀ ୧୩ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଠିକଣା ପରିବର୍ତ୍ତନ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାରା ଶିକୋହ ରୋଡରେ ନିର୍ମିତ ଏବଂ ୨.୨୬ ଲକ୍ଷ ବର୍ଗଫୁଟ କ୍ଷେତ୍ରରେ ବିସ୍ତୃତ ଏକ କମ୍ପ୍ଲେକ୍ସ, ସେବା ତୀର୍ଥକୁ ସ୍ଥାନାନ୍ତରିତ ହେବେ। ପ୍ରଧାନମନ୍ତ୍ରୀ…

ତାରିକ ରହମାନଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି, କହିଲେ ଭାରତ ବାଂଲାଦେଶର ସମର୍ଥନରେ ଠିଆ ହେବ

ଢାକା,୧୩।୨: ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନଙ୍କ ନେତୃତ୍ୱରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ବାଂଲାଦେଶ ସାଧାରଣ ନିର୍ବାଚନରେ ​​ଏକ ବଡ଼ ବିଜୟ ହାସଲ କରିଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ମୁଖ୍ୟ ତାରିକ ରହମାନଙ୍କୁ ଅଭିନନ୍ଦନ…

ଚାଞ୍ଚଲ୍ୟ: ୪ଟି କାର୍‌ରେ ଏକାଦଶ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର; ଭିଡିଓ କରି…

ଭୋପାଳ,୧୩।୨: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଜଣେ ଏକାଦଶ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ୪ଟି ଅଲଗା ଅଲଗା ଗାଡ଼ିରେ ଗଣବଳାତ୍କାର କରାଯାଇଛି। କେବଳ ଏତିକି ନୁହେଁ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ବ୍ଲାକମେଲ୍‌ କରାଯାଇଥିବା…

ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩।୨: ଦିଲ୍ଲୀରୁ ହରିୟାଣା, ରାଜସ୍ଥାନ ଏବଂ ଗୁଜରାଟ ଯାଏ ପରିବ୍ୟାପ୍ତ ଆରାବଳୀ ପର୍ବତ ଶ୍ରେଣୀରେ କୌଣସି କାର୍ଯ୍ୟ କରିବାକୁ କାହାରିକୁ ଅନୁମତି ଦିଆଯିବ ନାହିଁ ବୋଲି ସୁପ୍ରିମକୋର୍ଟ ଗୁରୁବାର ସ୍ପଷ୍ଟ କରିଛନ୍ତି। ହରିୟାଣା ସରକାର ଏହି ପର୍ବତ ଶ୍ରେଣୀରେ ଏକ ଜଙ୍ଗଲ…

‘ମୁଁ ମୋଦିଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁ ନ ଥିଲି’, ଟ୍ରମ୍ପଙ୍କ ଭାଇରାଲ ଭିଡ଼ିଓକୁ ନେଇ MEA ଦେଲା ପ୍ରତିକ୍ରିୟା

ନୂଆଦିଲ୍ଲ,୧୨।୨: ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଜନୈତିକ କ୍ୟାରିୟର ସମ୍ପର୍କରେ ଆମେରିକା ରାଷ୍ଟ୍ରପତିଙ୍କ ମନ୍ତବ୍ୟ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ପ୍ରତିକ୍ରିୟା ପ୍ରକାଶ କରିଛି। MEA ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ସେମାନେ ଏହି ପୁରୁଣା ଭାଇରାଲ ଭିଡିଓ ଉପରେ ଉପଯୁକ୍ତ…

ଆପଣଙ୍କୁ ହଇରାଣ କରିପାରିବେ ନାହିଁ ରିକଭରି ଏଜେଣ୍ଟ, କଠୋର ନିୟମ ଲାଗୁ କଲା RBI, ଘରେ ପହଞ୍ଚିଲେ କ’ଣ କରିବେ? ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୨: RBI ପରିଚାଳିତ ଆର୍ଥିକ ପ୍ରତିଷ୍ଠାନ (ବ୍ୟାଙ୍କ, ଗ୍ରାମୀଣ ବ୍ୟାଙ୍କ, NBFC, ଗୃହ ଆର୍ଥିକ କମ୍ପାନୀ, ସମବାୟ ବ୍ୟାଙ୍କ, ଇତ୍ୟାଦି) ଦ୍ୱାରା ନିଯୁକ୍ତ ରିକଭରି ଏଜେଣ୍ଟମାନେ ଆଉ ଋଣ ପରିଶୋଧ କରିବାକୁ ଅକ୍ଷମ କିମ୍ବା ବିଳମ୍ବ କରୁଥିବା ଗ୍ରାହକମାନଙ୍କ ସହିତ କୌଣସି…

Air India Accident: ଦୁର୍ଘଟଣାକୁ ନେଇ ବଡ ଦାବି, ଜାଣିଶୁଣି ବନ୍ଦ କରାଯାଇଥିଲା ଫୁଏଲ କଣ୍ଟ୍ରୋଲ ସୁଇଚ!

ଅହମଦାବାଦ,୧୨।୨: ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ତଦନ୍ତ କରୁଥିବା ତଦନ୍ତକାରୀମାନେ ଏହି ଦୁର୍ଘଟଣା କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ନୁହେଁ, ବରଂ ଏକ ‘ଇଚ୍ଛାକୃତ କାର୍ଯ୍ୟ’ ଦ୍ୱାରା ହୋଇଥିଲା ବୋଲି ସିଦ୍ଧାନ୍ତ ନେଇଛନ୍ତି। ଇଟାଲୀୟ ଦୈନିକ ଖବରକାଗଜ କୋରିଏର ଡେଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri