ଜାତୀୟ

ଭାରତ-ରୁଷିଆ ପୁଣିଥରେ କରିବେ ବଡ଼ ଡିଲ୍‌! ଚିନ୍ତାରେ ପଡିବେ ଟ୍ରମ୍ପ, ପୁଟିନଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ …

ନୂଆଦିଲ୍ଲୀ,୧୮।୧୧: ଆସନ୍ତା ମାସ ଆରମ୍ଭରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନୂଆଦିଲ୍ଲୀ ଗସ୍ତ ସମୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ରୁଷିଆ ଅନେକ ଚୁକ୍ତିନାମା, ପଦକ୍ଷେପ ଏବଂ ପ୍ରକଳ୍ପକୁ ମଜବୁତ କରିବା ବିଷୟରେ ବିଚାର କରୁଛନ୍ତି।...

ବିଭୀଷଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ ମୂଳପୋଛ ହୋଇଯିବ କଂଗ୍ରେସ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮।୧୧(ସୁନିତ୍‌ ମିଶ୍ର): ଦିନ ଥିଲା ସବୁ ପୋଲିଂ ବୁଥ୍‌ରେ ଦଳର ଏଜେଣ୍ଟ ନ ଥିଲେ। ପରାଜୟରୁ ଶିକ୍ଷା ଗ୍ରହଣ କରି ଓ ତା’ର ସମୀକ୍ଷା କରି ବର୍ତ୍ତମାନ ଦଳ ବିଜୟୀ ହୋଇଛି। ନୂଆପଡ଼ା ଉପନିର୍ବାଚନରେ ଦଳର ସମସ୍ତେ ଏକାଠି...

ଆମେରିକାରୁ ଏଲ୍‌ପିଜି ଆମଦାନୀ କରିବ ଭାରତ

ନୂଆଦିଲ୍ଲୀ,୧୮ା୧୧: ଆମେରିକା ସହ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ପାଇଁ ଭାରତ ବୁଝାମଣା ଚଳାଇଥିବାବେଳେ ଭାରତୀୟ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ଆସନ୍ତାବର୍ଷରୁ ସେଠାରୁ ବାର୍ଷିକ ୨.୨ ନିୟୁତ ଟନ୍‌ (ଏମ୍‌ଟିପିଏ) ତରଳୀକୃତ ପେଟ୍ରୋଲିୟମ୍‌ ଗ୍ୟାସ୍‌ (ଏଲ୍‌ପିଜି) ଆମଦାନୀ କରିବାକୁ ଯାଉଛନ୍ତି। ଏଥିପାଇଁ...

ଡ୍ରୋନ୍ ବ୍ୟବହାର କରି ‘ହମାସ ଭଳି’ ଆକ୍ରମଣ ପାଇଁ ଯୋଜନା କରିଥିଲେ ଆତଙ୍କବାଦୀ

ନୂଆଦିଲ୍ଲୀ, ୧୭।୧୧: ନିକଟରେ ଲାଲକିଲ୍ଲା ନିକଟରେ ହୋଇଥିବା ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ ପୂର୍ବରୁ ଆତଙ୍କବାଦୀ ମଡ୍ୟୁଲ୍ ଡ୍ରୋନ୍‌କୁ ଅସ୍ତ୍ରରେ ପରିଣତ କରି ଏବଂ ରକେଟ୍ ତିଆରି କରି ବଡ଼ଧରଣର ଆକ୍ରମଣ କରିବାକୁ ଯୋଜନା କରୁଥିଲେ ବୋଲି ତଦନ୍ତକାରୀମାନେ ପ୍ରକାଶ...

ବିହାରର ନୂଆ ଏନଡିଏ ସରକାରରେ କିଏ ହେବେ ମୁଖ୍ୟମନ୍ତ୍ରୀ? ବଡ଼ ଖୁଲାସା କଲେ…

ପାଟନା,୧୭।୧୧: ରାଷ୍ଟ୍ରୀୟ ଲୋକମୋର୍ଚ୍ଚା ସଭାପତି ଏବଂ ରାଜ୍ୟସଭା ଏମ୍‌ପି ଉପେନ୍ଦ୍ର କୁଶୱାହା ଦାବି କରିଛନ୍ତି ଯେ ନୀତୀଶ କୁମାର ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ସେ ଏ ସମ୍ପର୍କରେ ଗଣମାଧ୍ୟମର ପ୍ରଶ୍ନକୁ “ଅର୍ଥହୀନ” ବୋଲି ଖାରଜ କରିଛନ୍ତି। ପାଟନାରେ ଗଣମାଧ୍ୟମ...

ଶେଖ ହାସିନାଙ୍କ ମୃତ୍ୟୁଦଣ୍ଡ ଉପରେ ଭାରତ ଦେଲା ଏମିତି ପ୍ରତିକ୍ରିୟା, ସାରା ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୧୭।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିବା ନେଇ ଭାରତର ପ୍ରଥମ ପ୍ରତିକ୍ରିୟା ଆସିଛି। ଭାରତ କହିଛି ଯେ ଏହି ରାୟ ଉପରେ କଡ଼ା ନଜର ରଖିଛି ଏବଂ ବାଂଲାଦେଶର ସ୍ବାର୍ଥ...

‘ଡିଜିଟାଲ୍ ଗିରଫ’ ଠକେଇ: ୬ ମାସ ଘରେ ବନ୍ଦ କରି ଲୁଟିନେଲେ ୩୨ କୋଟି

ବେଙ୍ଗାଲୁରୁ,୧୭।୧୧: ବେଙ୍ଗାଲୁରୁରେ ଜଣେ ୫୭ ବର୍ଷୀୟା ସଫ୍ଟୱେର୍ ଇଞ୍ଜିନିୟର ‘ଡିଜିଟାଲ୍ ଗିରଫ’ ନାମକ ଏକ ଜଟିଳ ଠକେଇର ଶିକାର ହୋଇଛନ୍ତି। ଠକମାନେ ନିଜକୁ ସିବିଆଇ ଅଧିକାରୀ ଭାବେ ପରିଚୟ ଦେଇ ତାଙ୍କୁ ୬ ମାସ ପର୍ଯ୍ୟନ୍ତ କ୍ରମାଗତ ଭାବରେ ଭିଡିଓ...

ପୁଅ ଅବଦୁଲ୍ଲା ଆଜମଙ୍କ ସହ ପୁଣି ଜେଲ ଯିବେ ଆଜମ ଖାନ , ଏହି ମାମଲାରେ କୋର୍ଟ ଶୁଣାଇଲେ ୭ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ,୧୭।୧୧: ପୂର୍ବତନ ଏସପି ବିଧାୟକ ଅବଦୁଲ୍ଲା ଆଜମଙ୍କ ସହ ଜଡିତ ଦୁଇଟି ପାନ କାର୍ଡ ମାମଲାରେ ସୋମବାର (୧୭ ନଭେମ୍ବର) କୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି। ଏମପି-ଏମଏଲଏ ମାଜିଷ୍ଟ୍ରେଟ କୋର୍ଟ ଉଭୟ ଆଜମ ଖାନ ଏବଂ ଅବଦୁଲ୍ଲା ଆଜମଙ୍କୁ ଦୋଷୀ...

ନୀତୀଶ କୁମାରଙ୍କ ନୂତନ ସରକାରରେ ଏନଡିଏରୁ କିଏ ହେବେ ମନ୍ତ୍ରୀ? ଏହିି ନାଁ ଉପରେ…

ପାଟନା,୧୭।୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନରେ NDA ଏକ ବଡ଼ ବିଜୟ ହାସଲ କରିଛି। ଏବେ ଏକ ନୂତନ ସରକାର ଗଠନ ହେବାକୁ ଯାଉଛି। ସୋମବାର (୧୭ ନଭେମ୍ବର, ୨୦୨୫) ଦିନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ କ୍ୟାବିନେଟ ବୈଠକ...

କିଏ ହେବ ବିହାର ମୁଖ୍ୟମନ୍ତ୍ରୀ ? ବିଧାୟକ ଦଳ ବୈଠକରେ ତେଜସ୍ବୀଙ୍କୁ ମିଳିଲା ବଡ ଦାୟିତ୍ୱ

ପାଟନା,୧୭।୧୧: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ନେତା ତେଜସ୍ୱୀ ଯାଦବ ସୋମବାର ଦିନ ବିହାର ବିଧାନସଭାରେ ବିରୋଧୀ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ବିଧାନସଭାରେ ବିରୋଧୀ ଦଳ ନେତା ଭାବରେ ସ୍ୱୀକୃତି ପାଇବା ପାଇଁ ଗୃହର ମୋଟ ସଂଖ୍ୟା...

ଅଷ୍ଟମ ବେତନ କମିଶନ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା କର୍ମଚାରୀ, ଶ୍ରମିକ ମହାସଂଘ

ନୂଆଦିଲ୍ଲୀ,୧୭।୧୧: ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନର କାର୍ଯ୍ୟାବଳୀର ସର୍ତ୍ତାବଳୀ(ToR)ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଆଣିବାକୁ ଦାବି କରି କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ମହାସଂଘ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛି। ଏହି ମହାସଂଘ ପ୍ରାୟ ୬୯...

ପାକିସ୍ତାନକୁ ପୁଣି କଡ଼ା ଚେତାବନୀ ଦେଲେ ସ୍ଥଳସେନା ମୁଖ୍ୟ, କହିଲେ…

ନୂଆଦିଲ୍ଲୀ,୧୭।୧୧: ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ସୋମବାର ପଡ଼ୋଶୀ ପାକିସ୍ତାନକୁ ପୁଣି କଡ଼ା ଚେତାବନୀ ଦେଇଛନ୍ତି। ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ସ୍ଥଳସେନା ମୁଖ୍ୟ ଜେନେରାଲ ଦ୍ବିବେଦୀ ଯୋଗଦେଇ ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇଚନ୍ତି। ସେ କହିଛନ୍ତି, ୮୮ ଘଣ୍ଟାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri