NEET UG 2025 ଫଳାଫଳ ଘୋଷଣା: ଜାଣନ୍ତୁ କେମିତି କରିବେ ଚେକ୍
ନୂଆଦିଲ୍ଲୀ,୧୪।୬: NEET UG 2025 ଫଳାଫଳ ଘୋଷଣା କରାଯାଇଛି। ଏହି ମେଡିକାଲ ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ NEET neet.nta.nic.in ର ଅଫିସିଆଲ ୱେବସାଇଟରେ ସେମାନଙ୍କର ଫଳାଫଳ ଦେଖିପାରିବେ। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ଅର୍ଥାତ୍ NTA ମଧ୍ୟ ପାସ କରିଥିବା…
ପାକିସ୍ତାନରୁ ପଳାଇ ଆସିଥିଲେ ୮ ମାସର ଝିଅ, ୬୦ ବର୍ଷ ପରେ ଧରାପଡ଼ିବାରୁ…
ବରେଲି,୧୪।୬: ଉତ୍ତର ପ୍ରଦେଶର ବରେଲିରେ ବିଦେଶୀ ନାଗରିକଙ୍କୁ ଚିହ୍ନଟ କରିବା ପାଇଁ ଚାଲିଥିବା ‘ଅପରେଶନ ଖୋଜ’ ସମୟରେ ପୋଲିସ ଜଣେ ମହିଳାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। ପୋଲିସ ବରାଦରୀ ଥାନା ଅଞ୍ଚଳର ସୁଫି ଟୋଲା ଅଞ୍ଚଳରେ ଜଣେ ମହିଳାଙ୍କୁ ପାଇଛି,…
କଶ୍ମୀରକୁ ପାକିସ୍ତାନର ଅଂଶ ଭାବରେ ଦେଖାଇବା ଇସ୍ରାଏଲକୁ ପଡ଼ିଲା ମହଙ୍ଗା, ୯୦ ମିନିଟ ପରେ ଘଟିଲା…
ନୂଆଦିଲ୍ଲୀ/ଜେରୁଜେଲମ,୧୪।୬: ଇସ୍ରାଏଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରିଥିଲା। ଏଥିରେ ସେମାନେ ସମଗ୍ର ବିଶ୍ୱର ମାନଚିତ୍ର ଦେଖାଇବାକୁ ଚେଷ୍ଟା କରି କହିଥିଲା, ଇରାନ ବିଶ୍ୱ ପାଇଁ ବିପଦ। ଇସ୍ରାଏଲକୁ ଏବେ ଏହି ଚିତ୍ରରେ ଭାରତର ମାନଚିତ୍ର ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ…
ଲକ୍ଷେ ଟପିଲା ସୁନାଦର: ରେକର୍ଡ ବୃଦ୍ଧି ସହ ୧୦ ଗ୍ରାମ ସୁନା ଦର ଏବେ…
ନୂଆଦିଲ୍ଲୀ,୧୪।୬: ଇସ୍ରାଏଲ-ଇରାନ ଉତ୍ତେଜନା ମଧ୍ୟରେ ସୁନା ମୂଲ୍ୟରେ ବୃଦ୍ଧି ଘଟିଛି। ଲଗାତର ତୃତୀୟ ଦିନ ପାଇଁ ସୁନା ମୂଲ୍ୟ ବୃଦ୍ଧି ପାଇବା ସହ ୧୦ ଗ୍ରାମ ପ୍ରତି ଲକ୍ଷେ ଟପିଛି। ଜାତୀୟ ରାଜଧାନୀରେ ସୁନା ପ୍ରତି ୧୦ ଗ୍ରାମ ୧,୦୧,୫୪୦ ଟଙ୍କା…
ସ୍ତ୍ରୀଙ୍କ ଅସ୍ଥି ବିସର୍ଜନ ପାଇଁ ଲଣ୍ଡନରୁ ଆସିଥିଲେ ସ୍ବାମୀ: କିନ୍ତୁ ଦାଉ ସାଧିଲା ଦଇବ
ଅହମଦାବାଦ, ୧୨।୬:ଅହମଦାବାଦ୍ ବିମାନ ଦୁର୍ଘଟଣାରେ ଲଣ୍ଡନ ନିବାସୀ ଭାରତୀୟ ବଂଶୋଦ୍ଭବ ଅର୍ଜୁନ ମନୁଭାଇ ପଟୋଲିଆ(୩୬) ପ୍ରାଣ ହରାଇଛନ୍ତି। ସେ ତାଙ୍କ ସ୍ତ୍ରୀ ଭାରତୀବେନ୍ ଏବଂ ୪ ଓ ୮ ବର୍ଷର ୨ ଝିଅଙ୍କ ସହ ଲଣ୍ଡନରେ ବସବାସ କରୁଥିଲେ। କିଛି ସପ୍ତାହ…
ବିଶ୍ୱାସଙ୍କ ପରି ଦୁନିଆର ସବୁଠାରୁ ଲକି ମଣିଷ ଫ୍ରାନୋ ସେଲାକ: ପ୍ଲେନକ୍ରାଶ୍, ବସ୍ ଦୁର୍ଘଟଣା ପରି ୭ଥର ମୃତ୍ୟୁମୁଖରୁ ଫେରିଛନ୍ତି
ନୂଆଦିଲ୍ଲୀ,୧୩।୬: କ୍ରୋଏସିଆର ଜଣେ ସଙ୍ଗୀତ ଶିକ୍ଷକ ଫ୍ରାନୋ ସେଲାକଙ୍କ ଜୀବନ ଏକ ଫିଲ୍ମ କାହାଣୀଠାରୁ କମ ନୁହେଁ। ୧୯୨୯ ମସିହାରେ ଜନ୍ମ ହୋଇଥିବା ସେଲାକ ସାତ ଥର ମୃତ୍ୟୁକୁ ଜୟ କରିଛନ୍ତି ଅର୍ଥାତ୍ ମୃତ୍ୟୁମୁଖରୁ ଫେରି ଆସିଛନ୍ତି। ଶେଷରେ ଲଟେରୀରେ ପ୍ରାୟ…
୨୭ସେକେଣ୍ଡରେ ପ୍ଲେନ ଖସିବା ପୂର୍ବରୁ ୩ଟି ଶେଷ ଶଦ୍ଦ କହିଥିଲେ ପାଇଲଟ୍, ତା’ ପରେ…
ନୂଆଦିଲ୍ଲୀ,୧୩।୬: ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ। ଡିଜିସିଏ ବିମାନବନ୍ଦରର ସିସିଟିଭି ଫୁଟେଜ ନିଜ ଅଧୀନକୁ ନେଇ ତଦନ୍ତ ଆରମ୍ଭ କରିଛି। ଏହି…
କାହିଁକି କ୍ରାଶ୍ ହେଲା ବିମାନ? ଜଣାପଡିଲା ୫ ବଡ଼ କାରଣ…
ନୂଆଦିଲ୍ଲୀ, ୧୩।୬: ବିମାନ ଦୁର୍ଘଟଣା ଏକ ଦୁଃଖଦ ଘଟଣା, ଏବଂ ଆନ୍ତର୍ଜାତୀୟ ବିମାନ ଚାଳନା ସୁରକ୍ଷା ତଥ୍ୟ ଅନୁସାରେ, ପ୍ରାୟ ୩୫% ବିମାନ ଦୁର୍ଘଟଣା ଉଡ଼ାଣ (Takeoff) କିମ୍ବା ଅବତରଣ (Landing) ସମୟରେ ଘଟେ। ଏହି ଦୁଇଟି ପର୍ଯ୍ୟାୟ ବିମାନ ଚାଳନାରେ…
ବାକ୍ଲ ବକ୍ସରେ ସାଂଘାତିକ ଖୁଲାସା! ପ୍ଲେନକ୍ରାଶ୍କୁ ନେଇ…
ନୂଆଦିଲ୍ଲୀ,୧୩।୬: ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକ ବାକ୍ସ ମିଳିଛି, ଯାହା ଦ୍ୱାରା ଜଣାପଡିବ ଯେ କାହିଁକି ଏୟାର ଇଣ୍ଡିଆ ବିମାନ ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା? ଏହି ବ୍ଲାକ ବାକ୍ସ ହଷ୍ଟେଲର ଛାତରୁ ମିଳିଛି ଯେଉଁଠାରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ…
ଭୟଙ୍କର ସଂଯୋଗ: ସକାଳେ ପେପର୍ରେ ବାହାରିଥିଲା ବିଜ୍ଞାପନ, ଦ୍ୱିପହରରେ ହେଲା ପ୍ଲେନକ୍ରାଶ୍!
ଅହମଦାବାଦ, ୧୩।୬: ଗୁଜୁରାଟର ଅହମଦାବାଦରେ ଏକ ଭୟାବହ ବିମାନ ଦୁର୍ଘଟଣାରେ ଅତି କମରେ ୨୬୫ ଜଣଙ୍କର ମୃତ୍ୟୁ ହୋଇଛି। ଏୟାର ଇଣ୍ଡିଆର ବୋଇଙ୍ଗ ୭୮୭-୮ ଡ୍ରିମଲାଇନର (ଫ୍ଲାଇଟ ନମ୍ବର AI-171), ଯାହା ଅହମଦାବାଦରୁ ଲଣ୍ଡନ ଯାତ୍ରା କରୁଥିଲା, ସରଦାର ବଲ୍ଲଭଭାଇ ପଟେଲ…
କ’ଣ ସତରେ ପ୍ଲେନର ୧୧A ସିଟ୍ ସବୁଠାରୁ ସୁରକ୍ଷିତ? ଜଣାପଡିଲା ଅସଲ ସତ
ନୂଆଦିଲ୍ଲୀ,୧୩।୬: ୧୨ ଜୁନ ୨୦୨୫ରେ ଅହମ୍ମଦାବାଦରେ ହୋଇଥିବା ବିମାନ ଦୁର୍ଘଟଣା ଦେଶକୁ ଥରାଇ ଦେଇଛି। ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ AI ୧୭୧ ଉଡ଼ାଣ ଭରିବାର ମାତ୍ର କିଛି ସେକେଣ୍ଡ ପରେ ମେଘାଣୀ ନଗର ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।…
ବାପାଙ୍କୁ କ’ଣ କଥା ଦେଇଥିଲେ ଏୟାର ଇଣ୍ଡିଆ ବିମାନର ପାଇଲଟ, ଯାହା ରହିଗଲା ଅଧା
ନୂଆଦିଲ୍ଲୀ,୧୩।୬: ଗୁରୁବାର (ଜୁନ ୧୨, ୨୦୨୫) ଅହମଦାବାଦରୁ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଆରମ୍ଭ ହେବାର କିଛି ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ମୋଟ ୨୪୨ ଜଣ ଥିଲେ, ଯେଉଁଥିରେ ଦୁଇଜଣ ପାଇଲଟ ଏବଂ କ୍ରୁ…
Archives


