ଜାତୀୟ

ଗୋଟିଏ ରାତିରେ ଇଞ୍ଜିନିୟର ଜାଳିଦେଲେ ୨୦ ଲକ୍ଷ, ଜାଣନ୍ତୁ ଏହାପରେ ମିଳିଲା କ’ଣ

ପାଟନା,୨୩।୮: ବିହାରର ପାଟନାରେ ଥିବା ଅର୍ଥନୈତିକ ଅପରାଧ ୟୁନିଟ (EOU) ଶୁକ୍ରବାର (୨୨ ଅଗଷ୍ଟ) ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଗମକୁଆଁ ଥାନା ଅଞ୍ଚଳରେ ଅବସ୍ଥିତ ଗ୍ରାମୀଣ ନିର୍ମାଣ ବିଭାଗରେ ନିଯୁକ୍ତ ଅଧୀକ୍ଷକ ଯନ୍ତ୍ରୀ (ଅଧିକ୍ଷକ ଯନ୍ତ୍ରୀ) ବିନୋଦ କୁମାର…

କର୍ତ୍ତବ୍ୟ କରିବାକୁ ଯାଇ ଜୀବନକୁ ବାଜି ଲଗାଇଦେଲେ ନର୍ସ, ଡେଇଁପଡ଼ିଲେ ଉଛୁଳା ନଈ, ଭିଡିଓ ଭାଇରାଲ

ଶିମଲା,୨୩।୮: ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ମଣ୍ଡି ଜିଲାରେ ଲଗାଣ ବର୍ଷା ଯୋଗୁ ସମସ୍ତ ନଦୀ ଏବଂ ଝରଣା ଭୟଙ୍କର ଭାବେ ପ୍ରବାହିତ ହେଉଛି। ଅନେକ ସ୍ଥାନରେ ଭୂସ୍ଖଳନ, ପୋଲ ଧୋଇଯିବା ଏବଂ ରାସ୍ତା ଭାଙ୍ଗିଯିବାର…

ଉଡ଼ାଣ ଆରମ୍ଭ ପୂର୍ବରୁ ଘଟିଲା ଏମିତି, ଯାତ୍ରୀଙ୍କ ମଧ୍ୟରେ ଖେଳିଗଲା ଆତଙ୍କ

ନୂଆଦିଲ୍ଲୀ,୨୩ା୮: ବିମାନ ଉଡ଼ାଣ ପୂର୍ବରୁ ହଠାତ୍‌ ଦିଲ୍ଲୀରୁ ଅମୃତସର ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ପାଇଲଟ୍‌ ଅଟକାଇ ଦେଇଥିଲେ। ଏୟାର ଇଣ୍ଡିଆ ବୋଇଂ ୭୮୭ ବିମାନକୁ ଉଡ଼ାଣର କିଛି ସେକେଣ୍ଡ ପୂର୍ବରୁ କାହିଁକି ଅଟକାଇବାକୁ ପଡ଼ିଲା ତାହା ଏୟାରଲାଇନ୍ସ ଏପର୍ଯ୍ୟନ୍ତ ନିଶ୍ଚିତ…

ବାଦଲ ଫଟା ବର୍ଷାରେ ପୁଣି ଅସ୍ତବ୍ୟସ୍ତ ଜୀବନ, ଦବିଗଲା ଗାଡ଼ି, ୨ ନିଖୋଜ, ସ୍କୁଲ ବନ୍ଦ

ଉତ୍ତରକାଶୀ,୨୩।୮: ଉତ୍ତରାଖଣ୍ଡର ଚାମୋଲି ଜିଲାରେ ବାଦଲ ଫାଟିବା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଥରାଲି ତହସିଲର ତୁନିର ଗାଡେରାରେ ବାଦଲ ଫଟା ବର୍ଷା ହୋଇଥିବା ସୂଚନା ମିଳିଛି। ବିଳମ୍ବିତ ରାତିରେ ବାଦଲ ଫାଟିବା ଯୋଗୁ ଥରାଲି ବଜାର, କୋଟଦୀପ, ତହସିଲ ଥରାଲି…

ଟ୍ରମ୍ପଙ୍କୁ ବଡ଼ ଝଟକା ଦେଲା ଭାରତ, ଏହି ଦେଶ ସହ କଲା ବଡ଼ ଡିଲ୍‌!

ନୂଆଦିଲ୍ଲୀ,୨୩।୮: ଭାରତ ଏବେ ଲଢ଼ୁଆ ଜେଟ ଇଞ୍ଜିନ ତିଆରି ଦିଗରେ ଆତ୍ମନିର୍ଭରଶୀଳ ହେବାକୁ ଯାଉଛି। ଫ୍ରାନ୍ସ ସହିତ ମିଳିତ ଭାବରେ, ଭାରତ ଏହାର ସ୍ବଦେଶୀ ପଞ୍ଚମ ପିଢ଼ିର ଷ୍ଟେଲ୍ଥ ଲଢ଼ୁଆ ଜେଟ ପାଇଁ ଏକ ନୂତନ ଶକ୍ତିଶାଳୀ ଜେଟ ଇଞ୍ଜିନ ବିକଶିତ…

କେଉଁ କୁକୁର ହିଂସ୍ର, କେଉଁଟା ନୁହେଁ, ଜାଣନ୍ତୁ ସେମାନଙ୍କୁ କିପରି କରିବେ ଚିହ୍ନଟ

ନୂଆଦିଲ୍ଲୀ,୨୩ା୮: ସୁପ୍ରିମକୋର୍ଟ ବୁଲା କୁକୁର, ବିଶେଷକରି ପାଗଳ କିମ୍ବା ହିଂସ୍ର କୁକୁରଙ୍କ ମୁକାବିଲା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏହି କୁକୁରମାନଙ୍କୁ ବନ୍ଧ୍ୟାକରଣ, କୃମିନାଶକ ଏବଂ ଟିକାକରଣ ପରେ ସେହି ଅଞ୍ଚଳରେ ଫେରାଇ ଦେବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ…

ଚାଇନା-ପାକିସ୍ତାନର ବଢିଲା ଟେନସନ, ଭାରତ ସୀମାରୁ ଆସିଲା ବଡ଼ ଖବର…

ନୂଆଦିଲ୍ଲୀ,୨୩।୮: ଆଫଗାନିସ୍ତାନରୁ ବଢ଼ୁଥିବା ସୁରକ୍ଷା ଚିନ୍ତା, ଆଭ୍ୟନ୍ତରୀଣ ଅସ୍ଥିରତା ଏବଂ ଆର୍ଥିକ ସ୍ବାର୍ଥକୁ ଚାଇନା ଏବଂ ପାକିସ୍ତାନ ଭୟ କରୁଛନ୍ତି। ପାକିସ୍ତାନ-ଚାଇନା ଉପରେ ଆକ୍ରମଣ କରୁଥିବା 3ଟି ପ୍ରମୁଖ ଉଗ୍ରବାଦୀ ସଂଗଠନ ଆଫଗାନିସ୍ତାନ ମାଟିରୁ କାର୍ଯ୍ୟ କରୁଥିବା ଅଭିଯୋଗ ଆସିଛି। ଏହି…

ଭୟଙ୍କର ସଡ଼କ ଦୁର୍ଘଟଣା: ଅଟୋକୁ ଧକ୍କା ଦେଲା ଟ୍ରକ, ୮ ମୃତ

ପାଟନା,୨୩।୮: ଶନିବାର ସକାଳେ ପାଟନା ଜିଲାର ଦାନିଆୱାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୬ ଜଣ ଆହତ ହୋଇଛନ୍ତି। ସମସ୍ତ ଲୋକ ଏକ ଅଟୋରେ ଗଙ୍ଗାରେ ସ୍ନାନ କରିବାକୁ ନାଳନ୍ଦାରୁ ଫତୁହା ଯାଉଥିବା ସମୟରେ…

୪୦% ମୁଖ୍ୟମନ୍ତ୍ରୀଙ୍କ ନାଁରେ ଆପରାଧିକ ମାମଲା: ଜାଣନ୍ତୁ କିଏ ଅଛନ୍ତି ଆଗରେ

ନୂଆଦିଲ୍ଲୀ,୨୩ା୮:ଦେଶର ୪୦ ପ୍ରତିଶତ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପରାଧିକ ମାମଲା ରହିଥିବାବେଳେ ୩୩% ମୁଖ୍ୟମନ୍ତ୍ରୀ ସେମାନଙ୍କ ନାଁରେ ହତ୍ୟା ଉଦ୍ୟମ ଭଳି ଗମ୍ଭୀର ମାମଲା ରହିଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ନିର୍ବାଚନୀ ସଂସ୍କାର କ୍ଷେତ୍ରରେ କାର୍ଯ୍ୟରତ ଏନ୍‌ଜିଓ ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌)…

ଭାରତକୁ ପୁଣି ଫେରିବ TikTok! ସରକାର ଦେଲେ ଏହି ଜବାବ

ନୂଆଦିଲ୍ଲୀ,୨୩।୮: ଶୁକ୍ରବାର ଭାରତ ସରକାରଙ୍କ ସୂତ୍ରରୁ କୁହାଯାଇଛି ଯେ TikTok ଉପରୁ ପ୍ରତିବନ୍ଧକ ଉଠାଇବା ପାଇଁ କୌଣସି ଅନୁମତି ଦିଆଯାଇ ନାହିଁ। ଏହି ବିବୃତ୍ତି ଏପରି ସମୟରେ ଆସିଛି ଯେତେବେଳେ କିଛି ବ୍ୟବହାରକାରୀ ଦାବି କରିଥିଲେ ଯେ ସେମାନେ TikTok ୱେବସାଇଟ…

ଭାରତ ସହିତ ଟାରିଫ୍‌ ଯୁଦ୍ଧ ମଧ୍ୟରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି

ଓ୍ବାଶିଂଟନ୍‌,୨୩।୮: ଭାରତ ସହିତ ଟାରିଫ୍‌ ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ତାଙ୍କର ଜଣେ ବିଶ୍ୱସ୍ତ ସର୍ଗିଓ ଗୋରଙ୍କୁ ଭାରତରେ ପରବର୍ତ୍ତୀ ଆମେରିକୀୟ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରିଛନ୍ତି। ଏହା ସହିତ, ଗୋରଙ୍କୁ…

ଟ୍ରମ୍ପଙ୍କ ଟାରିଫ ମାଡ଼! ଚଳିତ ମାସରେ ଚାଇନା-ଜାପାନ ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୨୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସପ୍ତାହରେ ଜାପାନ ଏବଂ ଚାଇନା ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ୨୯-୩୦ ଅଗଷ୍ଟ ୨୦୨୫ରେ ଜାପାନ ଗସ୍ତ କରିବେ ଏବଂ ତା’ପରେ ୩୧ ଅଗଷ୍ଟ ରୁ ୧ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଚାଇନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri