ଜାତୀୟ

PM Kisan Yojana କୁ ନେଇ ବଡ଼ ଖବର, କୃଷକଙ୍କୁ ମିଳିବ ଏତେ ଟଙ୍କାର ପେନଶନ

ନୂଆଦିଲ୍ଲୀ,୧୩।୯: ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଭାରତୀୟ କୃଷକମାନଙ୍କ ପାଇଁ ସବୁଠାରୁ ବଡ଼ ଯୋଜନା ମଧ୍ୟରୁ ଗୋଟିଏ। ଏହି ଯୋଜନା ମାଧ୍ୟମରେ, କେନ୍ଦ୍ର ସରକାର ପ୍ରତିବର୍ଷ ଯୋଗ୍ୟ ଚାଷୀମାନଙ୍କୁ 6 ମାସର ରାଶି ପ୍ରଦାନ କରନ୍ତି। ଏହି ରାଶି 3 ଟି...

ଏହିଦିନ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି! ବ୍ରହ୍ମପୁରରେ…

ଭୁବନେଶ୍ୱର, ୧୩।୯: ଆସନ୍ତା ୨୭ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି। ୨୭ ଓ ୨୮ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବା ନେଇ ସୂଚନା ମିଳିଛି। ଏହି ଗସ୍ତ ସମୟରେ ବ୍ରହ୍ମପୁରରେ ସରକାରୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବା କାର୍ଯ୍ୟକ୍ରମ ରହିଛି।...

କାହିଁକି ଭାରତ ଉପରେ ଲାଗିଲା ଟାରିଫ୍‌: ଖୋଲି କହିଦେଲେ ଟ୍ରମ୍ପ

ନୂଆଦିଲ୍ଲୀ,୧୩।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଟାରିଫ୍‌ ଲଗାଇବା ପରେ ୨ ଦେଶ ମଧ୍ୟରେ ତିକ୍ତତା ବଢିଛି। ଏବେ ଟ୍ରମ୍ପ କହିଛନ୍ତି, ରୁଷୀୟ ତେଲ କିଣିବା ପାଇଁ ଭାରତ ଉପରେ ଟାରିଫ୍‌ ଲଗାଇବା ଏକ ସହଜ ନିଷ୍ପତ୍ତି...

ମାଡି ଆସୁଛି ଏହି ଭାଇରସ! ସତର୍କ କରାଇ ସ୍ବାସ୍ଥ୍ୟମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ, ୧୩।୯: ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ପଙ୍କଜ ସିଂହ ଶୁକ୍ରବାର ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ H3N2 ଫ୍ଲୁ ବିଷୟରେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ସେ କହିଛନ୍ତି ଯେ ଏହା କେବଳ ଏକ ଭାଇରାଲ ସଂକ୍ରମଣ ଏବଂ ଏହା...

ଗଣେଶ ଭସାଣି ଶୋଭାଯାତ୍ରାରେ ମାଡ଼ିଗଲା ଟ୍ରକ୍‌: ୮ ମୃତ, ୨୦ ଗୁରୁତର

ହାସନ (କର୍ନାଟକ), ୧୩ା୯: କର୍ନାଟକ ହାସନ ଜିଲାର ଏକ ଗାଁରେ ଶୁକ୍ରବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଶୋଭାଯାତ୍ରା ମଧ୍ୟକୁ ଏକ ଟ୍ରକ୍‌ ମାଡ଼ିଯିବାରୁ ୮ ଜଣଙ୍କ ମୃତ୍ୟୁ ଘଟିବା ସହ ୨୦ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି।...

ଆଜି ମଣିପୁର ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୩ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମଣିପୁର ଗସ୍ତରେ ଯିବେ। ସେ ଚୂରାଚାନ୍ଦପୁର ଓ ଇମ୍ଫାଲରେ ଆଭ୍ୟନ୍ତରୀଣ ବିସ୍ଥାପିତଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ଇମ୍ଫାଲ ଉପତ୍ୟକା ସମେତ ରାଜ୍ୟର ବିଭିନ୍ନ ଭାଗରେ ବ୍ୟାପକ...

ପ୍ରଦୂଷଣମୁକ୍ତ ବାୟୁ ଦେଶବାସୀଙ୍କ ଅଧିକାର

ନୂଆଦିଲ୍ଲୀ,୧୩ା୯: ଦେଶର ବିଭିନ୍ନ ସହରରେ ଶୀତଦିନେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରୁଥିବାବେଳେ ଦୀପାବଳି ପରେ ସ୍ଥିତି ଗମ୍ଭୀର ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି କିଛିବର୍ଷ ହେଲା ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବାଣ ଫୁଟାଇବା...

ସ୍ବାମୀ,୨ ପିଲାଙ୍କୁ ଛାଡ଼ି ଫେରାର ହୋଇଥିଲେ ମହିଳା; ସରକାରୀ ଚାକିରି ମିଳିବା ପରେ ଘରୁ ବାହାର କରିଦେଲେ ପ୍ରେମିକ; ଏବେ…

ବେଙ୍ଗାଲୁରୁ,୧୨।୯: ସାତ ଦୀପକୁ ସାଖୀ ରଖି ବିବାହ କରିଥିଲେ। ହେଲେ ପ୍ରେମରେ ପଡ଼ିବା ପରେ ସବୁକିଛି ଭୁଲିଗଲେ। ସ୍ବାମୀ ଏବଂ ପିଲାଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ। ଭାବିଥିଲେ ସୁଖର ସଂସାର ପୁଣି କରିବେ। ହେଲେ କିଛି ଭିନ୍ନ...

ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ବେଶ୍ୟାଳୟ ଯାଉଥିବା ବ୍ୟକ୍ତି ‘ଗ୍ରାହକ’ ନୁହନ୍ତି, ସେକ୍ସ ଓ୍ବାର୍କର… 

ତିରୁବନନ୍ତପୁରମ୍‌,୧୨।୭: କେରଳ ହାଇକୋର୍ଟ ବେଶ୍ୟାବୃତ୍ତି ସହ ଜଡ଼ିତ ଏକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ବେଶ୍ୟାଳୟରେ ସେକ୍ସ ଓ୍ବାର୍କରଙ୍କ ସେବା ନେଉଥିବା ବ୍ୟକ୍ତିଙ୍କୁ ‘ଗ୍ରାହକ’ କୁହାଯାଇପାରିବ ନାହିଁ। ଏହା ସହିତ ସେକ୍ସ ଓ୍ବାର୍କରଙ୍କୁ ‘ଉତ୍ପାଦ’...

ଟେକଅପ ବେଳେ ଖସିପଡିଲା ବିମାନ ଚକ, ଥିଲେ ୭୫ ଯାତ୍ରୀ

ନୂଆଦିଲ୍ଲୀ,୧୨।୯: କାଣ୍ଡଲା ବିମାନବନ୍ଦରରୁ ଶୁକ୍ରବାର ଉଡ଼ାଣ ଭରିବା ସମୟରେ ସ୍ପାଇସଜେଟର ଏକ Q400 ବିମାନର ବାହ୍ୟ ଚକ ଖସି ପଡ଼ିବାରୁ ଏଥିରେ ଏକ ଅସୁବିଧା ସୃଷ୍ଟି ହୋଇଥିଲା। ବିମାନଟି ୭୫ ଜଣ ଯାତ୍ରୀଙ୍କୁ ନେଇ ମୁମ୍ବାଇ ଅଭିମୁଖେ ଯାତ୍ରା କରିବାର...

ଟାରିଫ୍‌ ଯୁଦ୍ଧ ଭିତରେ ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌! ବିଶ୍ୱରେ ଚହଳ

ଓ୍ବାଶିଂଟନ,୧୨।୯: ଭାରତ ଏବଂ ଆମେରିକା ମଧ୍ୟରେ ଶୁଳ୍କକୁ ନେଇ ଚାଲିଥିବା ଉତ୍ତେଜନା ମଧ୍ୟରେ, ଖୁବ ଶୀଘ୍ର ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ଆଲୋଚନା ହେବାକୁ ଯାଉଛି। ଆସନ୍ତା ସପ୍ତାହରେ, ଏକ ଉଚ୍ଚସ୍ତରୀୟ ଆମେରିକୀୟ ପ୍ରତିନିଧିମଣ୍ଡଳ ଭାରତ ଆସିବେ, ଯେଉଁଥିରେ ଆମେରିକୀୟ ପ୍ରତିରକ୍ଷା...

ଗିରିରାଜଙ୍କ ନାଁ ଶୁଣି କାହିଁକି ଏମିତି କହିଲେ ଅଖିଳେଶ, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ରାଜଧାନୀ ଲକ୍ଷ୍ନୌରେ ଏସପି ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri