ପାଟନା,୧୫ା୬: କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି (ଏଲ୍ଜେପି) ବିହାରରେ ଦୁଇଭାଗ ହୋଇଛି। ଦଳର ବରିଷ୍ଠ ନେତା ତଥା ସାଧାରଣ ସମ୍ପାଦକ ସତ୍ୟାନନ୍ଦ ଶର୍ମା ଓ…
ରାଞ୍ଚତ୍,୧୫ା୬: ଝାଡ଼ଖଣ୍ଡର ଷଢ଼େଇକଳା ଜିଲାରେ ମାଓବାଦୀଙ୍କ ଅତର୍କିତ ଆକ୍ରମଣରେ ୫ ପୋଲିସ ଶହୀଦ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ସବ୍ଇନ୍ସିପେକ୍ଟର ଓ ୩ କନ୍ଷ୍ଟେବଲ ଅଛନ୍ତି।…
ନୂଆଦିଲ୍ଲୀ,୧୫ା୬(ପି.ଟି.) କୋଲକାତାରେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ୪ ଦିନ ଧରି ଚାଲିଥିବା ଆନ୍ଦୋଳନ ବ୍ୟାପକ ହୋଇଛି। ଡାକ୍ତରମାନଙ୍କ ଆନ୍ଦୋଳନକୁ ବିଭିନ୍ନ ମହଲରୁ ସମର୍ଥନ ମିଳିଛି। ଭାରତୀୟ…
ନୂଆଦିଲ୍ଲୀ,୧୫ା୬(ଆଇଏଏନ୍ଏସ୍): କଂଗ୍ରେସରେ ନେତୃତ୍ୱ ସଙ୍କଟ ଜାରି ରହିଥିବାବେଳେ ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ଏ.କେ. ଆଣ୍ଟୋନୀ ଏବଂ ଦଳର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ…
ଅଯୋଧ୍ୟା,୧୫ା୬(ଆଇଏଏନ୍ଏସ୍): ଉତ୍ତରପ୍ରଦେଶର ଅଯୋଧ୍ୟା ସହରରେ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ଥିବା ଗୋଇନ୍ଦା ସୂଚନା ମିଳିବା ପରେ ଏହାକୁ ହାଇ ଆଲର୍ଟରେ ରଖାଯାଇଛି। ଆତଙ୍କବାଦୀମାନେ ନେପାଳ ଦେଇ ଉକ୍ତ…
କୋଲକାତା,୧୫ା୬(ପି.ଟି.): ପଶ୍ଚିମବଙ୍ଗର ଏକ ହସ୍ପିଟାଲରେ କନିଷ୍ଠ ଡାକ୍ତରମାନେ ଚଳାଇଥିବା ଆନ୍ଦୋଳନ ଉପରେ କୌଣସି ଅନ୍ତରୀଣ ନିର୍ଦ୍ଦେଶ ଦେବା ଲାଗି କାଲକାଟା ହାଇକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି। କାର୍ଯ୍ୟରେ…
ନୂଆଦିଲ୍ଲୀ,୧୪।୬: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଓଡ଼ିଶା ଭବନରେ ସାକ୍ଷାତ୍ କରିଛନ୍ତି। ଏହି ଅବସରରେ ଓଡ଼ିଶାରେ ଷ୍ଟିଲ ସେକ୍ଟର, ପେଟ୍ରୋକେମିକାଲ୍ସକୁ ନେଇ…
ରୋହତାସ୍,୧୪।୬: ବିହାର ରୋହତାସ୍ ବାଦିଲଡିହର ଜଣେ ଶହୀଦ ଯବାନଙ୍କ ଭଉଣୀର ବିବାହ ସମୟରେ ତାଙ୍କୁ ନିଆରା ଢ଼ଙ୍ଗରେ ବିଦା କରିଛନ୍ତି ଗରୁଡ କମାଣ୍ଡୋ। ଅଶୋକ ଚକ୍ରରେ ସମ୍ମାନିତ…
ନୂଆଦିଲ୍ଲୀ,୧୪।୬:କେନ୍ଦ୍ରମନ୍ତ୍ରୀ ଓ ପୂର୍ବତନ ଅଭିନେତ୍ରୀ ସ୍ମୃତି ଇରାନୀ ନିଜ ଇନ୍ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଶେୟାର ହୋଇଥିବା ଫଟୋରେ ସ୍ବାମୀ ଜୁବିନ ଇରାନୀ ଓ ୨…
କୋଲକାତା,୧୪।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ପୁଣି ଏକ ବିବାଦୀୟ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ। ମମତା କହିଛନ୍ତି ପଶ୍ଚିମବଙ୍ଗକୁ ଆଗକୁ ନେବାକୁ ହେଲେ ଏଠାରେ ରହୁଥିବା…