ଜାତୀୟ

୯ ବର୍ଷର ବାଳିକା ହେଲେ ‘ ଚିଫ୍‌ ମିନିଷ୍ଟରର୍ସ ଗ୍ରୀନ ମଣିପୁର ମିଶନ’ର ଆମ୍ବାସାଡର

କାକଚିଙ୍ଗ,୧୦।୮: ମଣିପୁର କାକଚିଙ୍ଗ ଜିଲାର ହିୟାଙ୍ଗଲମ୍‌ ମାଖା ଲେଇକାଇର ୯ ବର୍ଷୀୟା ବାଳିକା ଭାଲେଣ୍ଟିନା ଏଲାଙ୍ଗବମଙ୍କୁ ‘ ଚିଫ୍‌ ମିନିଷ୍ଟରର୍ସ ଗ୍ରୀନ ମଣିପୁର ମିଶନ’ର ଆମ୍ବାସାଡର କରାଯାଇଛି।…

7 years ago

ଅନୁଚ୍ଛେଦ ୩୭୦ ଉଚ୍ଛେଦ: ସୁପ୍ରିମ୍‌କୋର୍ଟରେ ଆବେଦନ କଲା ନ୍ୟାସନାଲ୍‌ କନଫରେନ୍ସ୍‌

ନୂଆଦିଲ୍ଲୀ,୧୦।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ନେଇ ଫାରୁକ୍‌ ଅବଦୁଲାଙ୍କ ନ୍ୟାସନାଲ୍‌ କନଫରେନ୍ସ୍‌ ସୁପ୍ରିମ୍‌କୋର୍ଟରେ ଆବେଦନ କରିଛି। ଦଳପକ୍ଷରୁ ଅକବର ଲୋନ୍‌ ଏନେଇ ଏକ ଆବେଦନ କରିଛନ୍ତି। ଏଠାକାର…

7 years ago

ରାକ୍ଷୀ ପୂର୍ଣ୍ଣିମାରେ ମହିଳାମାନେ ମାଗଣା ବସ୍‌ ଯାତ୍ରା କରିବେ

ଲକ୍ଷ୍ନୌ,୧୦।୮: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳାମାନଙ୍କୁ ବିଶେଷ ଉପହାର ଦେଇଛନ୍ତି। ଉକ୍ତଦିନ ମହିଳାମାନେ ମାଗଣାରେ ବସ୍‌ ଯାତ୍ରା କରିପାରିବେ…

7 years ago

ଇଦ୍‌ ପାଇଁ ପ୍ରସ୍ତୁତ ଜମ୍ମୁ-କଶ୍ମୀର: ରାଜ୍ୟପାଳ

ଶ୍ରୀନଗର,୧୦।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ନିଆଯିବା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ୧୪୪ ଧାରା ଜାରି କରାଯିବା ସହ ଶହ ଶହ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ…

7 years ago

ଅନ୍ତିମ ସଂସ୍କାର ପାଇଁ ଚାଷୀ ଗୋବରରୁ ପ୍ରସ୍ତୁତ କଲେ କାଠ

କାନପୁର,୧୦।୮: ଅନ୍ତିମ ସଂସ୍କାରରେ ହିନ୍ଦୁ ପରମ୍ପରା ଅନୁସାରେ ମୃତଦେହକୁ ଦାହ କରାଯାଇଥାଏ। ତେବେ ଏଥିପାଇଁ କାଠର ଆବଶ୍ୟକତା ପଡ଼ିଥାଏ। ଏହାଦ୍ୱାରା ଗଛ କଟା ହୋଇଥାଏ। ଫଳରେ ପରିବେଶ…

7 years ago

ସମାଜବାଦୀ ପାର୍ଟିକୁ ଝଟ୍‌କା: ଭାଜପାରେ ଯୋଗଦେଲେ ସଞ୍ଜୟ ସେଠ, ସୁରେନ୍ଦ୍ର ନାଗର

ନୂଆଦିଲ୍ଲୀ,୧୦।୮: ସମାଜବାଦୀ ପାର୍ଟିର ପୂର୍ବତନ ଏମ୍‌ପି ସଞ୍ଜୟ ସେଠ ଓ ସୁରେନ୍ଦ୍ର ନାଗର ଶନିବାର ଭାଜପାରେ ଯୋଗ ଦେଇଛନ୍ତି। ଏହାପୂର୍ବରୁ ଏମାନେ ରାଜ୍ୟ ସଭାରୁ ଇସ୍ତଫା ଦେବା…

7 years ago

ସ୍ବରେଜ୍‌ ଗ୍ୟାସ୍‌ରେ ଜଳୁଛି ରୋଷେଇ ଘରେ ଚୁଲି

ନୂଆଦିଲ୍ଲୀ, ୧୦।୮: ଅସୁବିଧା ହିଁ ନୂଆ ଆବିଷ୍କାର ପାଇଁ ପ୍ରେରଣା ଦେଇଥାଏ। ଏହା ଦିଲ୍ଲୀର ଗାଜିଆବାଦ୍‌ରେ ବାସ କରୁଥିବା ୭ ଜଣ ଉଦ୍ୟମୀଙ୍କ ଲାଗି ସତ୍ୟରେ ପରିଣତ…

7 years ago

କଂଗ୍ରେସର ଅଧ୍ୟକ୍ଷ ଚୟନ ପ୍ରକ୍ରିୟାରେ ଭାଗ ନେଲେ ନାହିଁ ସୋନିଆ, ରାହୁଲ

ନୂଆଦିଲ୍ଲୀ,୧୦।୮: କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଶନିବାର ଅଧ୍ୟକ୍ଷ ପଦକୁ ନେଇ କିଛି ସମାଧାନ ଆସିବ ବୋଲି ଅନୁମାନ କରାଯାଉଥିଲା। ହେଲେ ବୈଠକରେ ଯୋଗ ଦେବା ପରେ…

7 years ago

ସ୍ଥିର ଅଛି ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ,୧୦।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଅରୁଣ ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ଶୁକବାର ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ…

7 years ago

ଉତ୍ତର ପ୍ରଦେଶରେ ଏବେ ଔଷଧ ଦେବ ରୋବୋ

ଲକ୍ଷ୍ନୌ,୧୦।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏବେ ଉତ୍ତର ପ୍ରଦେଶରେ ହାଇଟେକ୍‌ କ୍ଲିନିକ୍‌ର ଯୋଜନା କରୁଥିବା ସୂଚନା ମିଳିଛି। ଗୋରଖପୁରର ଚିଫ୍‌ ମେଡିକାଲ ଅଫିସର ଡ. ଶ୍ରୀକାନ୍ତ…

7 years ago