ଜାତୀୟ

ଅଭିନେତା ଫିର୍ଦୋସଙ୍କୁ ଭାରତ ଛାଡିବାକୁ କେନ୍ଦ୍ରର ନିର୍ଦ୍ଦେଶ

କୋଲକାତା,୧୭ା୪: ପଶ୍ଚିମବଙ୍ଗ ରାଇଗଞ୍ଜ ଲୋକ ସଭା ଆସନର ଟିଏମ୍‌ସି ପ୍ରାର୍ଥୀ କହ୍ନେୟାଲାଲ ଅଗ୍ରଓ୍ବାଲଙ୍କ ସପକ୍ଷରେ ବାଂଲାଦେଶୀ ଅଭିନେତା ଫିର୍ଦୋସ ଅହମ୍ମଦ ନିର୍ବାଚନ ପ୍ରଚାର କରିବା ପରେ ବିବାଦ…

7 years ago

ଭେଲୋର ଆସନରେ ନିର୍ବାଚନ ବାତିଲ

ନୂଆଦିଲ୍ଲୀ,୧୭ା୪: ତାମିଲନାଡୁର ଭେଲୋର ଲୋକ ସଭା ଆସନରେ ନିର୍ବାଚନ ବାତିଲ କରିଦିଆଯାଇଥିବା ନିର୍ବାଚନ କମିଶନ୍‌ଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ମାସ ପ୍ରାରମ୍ଭରେ ଜଣେ ଡିଏମ୍‌କେ ପ୍ରାର୍ଥୀଙ୍କ…

7 years ago

ପ୍ରଶ୍ନର କାଠଗଡ଼ାରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୭ା୪(ପି.ଟି.): ସାଧାରଣ ନିର୍ବାଚନ ପାଇଁ ଉଭୟ ଶାସକ ଓ ବିରୋଧୀ ପ୍ରସଙ୍ଗ ଖୋଜୁଥିବାବେଳେ କଂଗ୍ରେସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମିଳିଯାଇଛି ଏକ ‘ବ୍ରହ୍ମାସ୍ତ୍ର’। ମୋଦି ଗୁଜରାଟର…

7 years ago

ପ୍ରାର୍ଥୀପତ୍ର ଦାଖଲ କଲେ ଗୃହମନ୍ତ୍ରୀ

ଲକ୍ଷ୍ନୌ,୧୬।୪: କେନ୍ଦ୍ର ଗୃହମନ୍ତ୍ରୀ ଏବଂ ଲକ୍ଷ୍ନୌ ଲୋକସଭା ଆସନର ଭାଜପାର ଆଶାୟୀ ପ୍ରାର୍ଥୀ ରାଜନାଥ ସିଂହ ମଙ୍ଗଳବାର ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ରାଜନାଥ ସିଂହ ପ୍ରଥମେ…

7 years ago

ମୁଖ୍ୟମନ୍ତ୍ରୀ ପଦ ପ୍ରତ୍ୟେକ ଦିନ ମୋ ପାଇଁ ଶେଷଦିନ, ଏମିତି କହି କାନ୍ଦିଲେ କୁମାରସ୍ବାମୀ

ମାଣ୍ଡ୍ୟା,୧୬।୪: ନିର୍ବାଚନ ପ୍ରଚାର ସମୟରେ ନେତାମାନେ ଭାବୁକ ହୋଇ ଭୋଟରଙ୍କ ସମର୍ଥନ ଲୋଡ଼ିବା କୌଣସି ବଡ଼ କଥା ନୁହେଁ। ବହୁଥର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦି ଭୋଟରଙ୍କୁ…

7 years ago

ହେଲିକେପ୍ଟରରେ ୟଦୁରୁପ୍ପା ଯାଉଥିବା ବେଳେ ଇସିଙ୍କ ଚଢ଼ାଉ

ଶିଭମ୍‌ଗଗା,୧୬।୪: ଲୋକ ସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ସବୁ ସ୍ଥାନରେ ଅଚାନକ ଚଢ଼ାଉ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହି କ୍ରମରେ ମଙ୍ଗଳବାର ନିର୍ବାଚନ…

7 years ago

ପୁଲଓ୍ବାମା ଶହିଦଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ଦେବେ ଲତା ମଞ୍ଜେସକର

ମୁମ୍ବାଇ, ୧୬।୪: ପୁଲଓ୍ବାମା ଆକ୍ରମଣରେ ଶହିଦ ହୋଇଥିବା ଯବାନଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି ସ୍ବର ସାମ୍ରାଜ୍ଞୀ ଲତା ମଞ୍ଜେସକର। ଶହିଦ ଯବାନଙ୍କ ପରିବାର ୧କୋଟି ଟଙ୍କା…

7 years ago

ଜଣେ ପତ୍ନୀଙ୍କ ସହ ଦିନରେ ଜଣେ ପତ୍ନୀଙ୍କ ସହ ରାତିରେ ରହୁଥିଲେ ସ୍ବାମୀ: ମାମଲା ରୁଜୁ

ଗାନ୍ଧିନଗର,୧୬।୪: ଗୁଜରାଟର ଜଣେ ବ୍ୟକ୍ତି ଦୁଇଟି ବିବାହ କରିଥିଲେ ସୁଦ୍ଧା ଏକଥା କାହାକୁ ଜଣା ନ ଥିଲା। କାରଣ ସେ ଦିନରେ ଜଣେ ସ୍ତ୍ରୀଙ୍କ ପାଖେ ରହୁଥିବା…

7 years ago

ଭାରତରେ ୧୦ ହଜାର ଲୋକଙ୍କ ପାଇଁ ମାତ୍ର ଜଣେ ଡାକ୍ତର: ରିପୋର୍ଟ

ଓ୍ବାଶିଂଟନ,୧୬।୪: ଭାରତରେ ଏବେ ୬ ଲକ୍ଷ ଡାକ୍ତର ଓ ୨୦ ଲକ୍ଷ ନର୍ସ କମ୍‌ ଥିବା ଏକ ରିପୋର୍ଟରେ ଦର୍ଶାଯାଇଛି। ଗବେଷକଙ୍କ କହିବା କଥା ହେଲା ଆଣ୍ଟିବାୟୋଟିକ୍ସ…

7 years ago

ରାଜ ବାବ୍ବରଙ୍କୁ ଦୌଡାଇ ଦୌଡାଇ ମାରିବାକୁ ଧମକ

ନୂଆଦିଲ୍ଲୀ,୧୬।୪; ଫତେପୁର ସିକ୍ରିରୁ ନିର୍ବାଚନ ଲଢୁଥିବା ବିଏସ୍‌ପି ନେତା ଗୁଡ୍ଡୁ ପଣ୍ଡିତଙ୍କର ଏକ ଭିଡ଼ିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ସେ କଂଗ୍ରେସ ନେତା ରାଜ ବାବ୍ବରଙ୍କୁ…

7 years ago