ଜାତୀୟ

ସାବଧାନ,ନଜର ରଖୁଛି ସିସିଟିଭି: ରାସ୍ତାରେ ଛେପ ପକାଇଲେ ଦେବାକୁ ହେବ ଜରିମାନା

ବଡ଼ଦୋରା,୧୫।୬: ଗୁଜରାଟର ଅହମ୍ମଦାବାଦ୍‌ ଓ ରାଜକୋଟ ପରେ ଏବେ ବଡ଼ଦୋରାରେ ରାସ୍ତାରେ ଛେପ ପକାଉଥିବା ଏବଂ ପରିସ୍ରା କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଜରିମାନା ଲାଗୁ ହୋଇଛି।…

7 years ago

ବଜେଟ ଅଧିବେଶନରେ ରହିବେନି କେହି ପୂର୍ବତନ ପ୍ରଧାନମନ୍ତ୍ରୀ: ମନମୋହନଙ୍କ ୨୮ ବର୍ଷର ରାଜ୍ୟ ସଭା କାର୍ଯ୍ୟକାଳ ଶେଷ

ନୂଆଦିଲ୍ଲୀ,୧୫।୬: ଜୁନ୍‌ ୧୭ରୁ ଆରମ୍ଭ ହେବାକୁ ଥିବା ସଂସଦର ବଜେଟ୍‌ ଅଧିବେଶନରେ ଚଳିତଥର କୌଣସି ପୂର୍ବତନ ପ୍ରଧାନମନ୍ତ୍ରୀ ରହିବେ ନାହିଁ। ଦେଶରେ ଦୁଇଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ଅଛନ୍ତି।…

7 years ago

ମୋଦି ଏବଂ ଯୋଗୀଙ୍କ ନେତୃତ୍ୱରେ ହେବ ରାମ ମନ୍ଦିର ନିର୍ମାଣ: ସଞ୍ଜୟ ରାଓ୍ବତ

ମୁମ୍ବାଇ,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହେବ। ଏନେଇ ଶିବସେନା ଏମ୍‌ପି ସଞ୍ଜୟ…

7 years ago

ସମୁଦ୍ର କୂଳରେ ବସି ଭିଡିଓ କରୁଥିଲା ପରିବାର: ଅଚାନକ୍‌ ଆସିଲା ଢ଼େଉ…

ଗାନ୍ଧୀନଗର,୧୫।୬: ସମୁଦ୍ର କୂଳରେ ଥିବା ଏକ ମନ୍ଦିର ନିକଟରେ ଗୋଟିଏ ପରିବାର ବସି ମଜାମସ୍ତି କରୁଥିଲେ। ସେହି ସମୟରେ ହଠାତ୍‌ ଏକ ଉଚ୍ଚ ଢ଼େଉ ଆସି ତାଙ୍କୁ…

7 years ago

ଅଧିକ ଟଙ୍କା ରୋଜଗାର ଆଶାରେ କୁଏତ୍‌ ଯାଇ ହଟହଟା: ଖାଇବାକୁ ମିଳୁନି ଦୁଇବେଳା; ଭିଡ଼ିଓ ଭାଇରାଲ

ଚଣ୍ଡିଗଡ଼,୧୫।୬: ଅଧିକ ଟଙ୍କା ରୋଜଗାର ଆଶାରେ କେତେକ ଭାରତୀୟ ଯୁବକ ବିଦେଶରେ ଚାକିରି କରିବାକୁ ଯାଉଛନ୍ତି। ତେବେ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଥିବା ଏକ ଭିଡ଼ିଓ…

7 years ago

ଜମି ବିକ୍ରି ବିରୋଧରେ ଭାଜପାର ଧାରଣା: ନେତାଙ୍କ ସହ ତଳେ ଶୋଇଲେ ୟଦିରୁପ୍ପା

ବେଙ୍ଗାଲୁର,୧୫।୬: କର୍ନାଟକରେ ଜେଏସ୍‌ଡବ୍ଲୁ ଭୂମିର ଡିଲକୁ ନେଇ ରାଜନୀତି ସରଗରମ ହୋଇଛି। କର୍ନାଟକର ଜିନ୍ଦଲ ଷ୍ଟିଲ ଗ୍ରୁପ୍‌କୁ ୩ହଜାର ୬ଶହ ୬୭ ଏକର ଜମି ରାଜ୍ୟସରକାର ବିକ୍ରି…

7 years ago

କେନ୍ଦ୍ର ସରକାରଙ୍କ ଛାତ୍ରବୃତ୍ତି ଯୋଜନା: ୮୮ ଲକ୍ଷ ମୁସଲମାନ ଛାତ୍ରୀଛାତ୍ର ଉପକୃତ; ହିନ୍ଦୁ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୫ ଲକ୍ଷ ୨୦ ହଜାର

ନୂଆଦିଲ୍ଲୀ,୧୫।୬: କେନ୍ଦ୍ର ସରକାରଙ୍କ ଛାତ୍ରବୃତ୍ତି ଯୋଜନା ଅନ୍ତର୍ଗତ ୨୦୧୮-୧୯ ବର୍ଷରେ ମୋଟ ଏକ କୋଟି ୮ ଲକ୍ଷ ଛାତ୍ରୀଛାତ୍ର ଉପକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ମୁସଲମାନ ଛାତ୍ରୀଛାତ୍ରଙ୍କ…

7 years ago

ମହିଳାଙ୍କୁ ରାସ୍ତାରେ ପିଟିଲେ କଂଗ୍ରେସ ନେତାଙ୍କ ଭାଇ: ଭିଡ଼ିଓ ଭାଇରାଲ

ଚଣ୍ଡିଗଡ଼,୧୫।୬: ନେତା ତ ନେତା ତାଙ୍କ ଭାଇଙ୍କ ପାଓ୍ବାର ମଧ୍ୟ ଅଧିକ। ବେଳ ପଡ଼ିଲେ ସେ ଆଇନକୁ ମଧ୍ୟ ହାତକୁ ନେଇ ପାରିବେ। ପଞ୍ଜାବ ମକ୍ତସର ଜିଲାରେ…

7 years ago

ନକଲି ପରିଚୟ ପତ୍ର ତିଆରିକରି ଏମ୍‌ବିଏ ହେଲେ ଆଇପିଏସ୍‌ ଅଫିସର: ଫେସବୁକ୍‌ ବାନ୍ଧବୀଙ୍କୁ ବଳାତ୍କାର ଅଭିଯୋଗ

ନୂଆଦିଲ୍ଲୀ,୧୫।୬: ନକଲି ପରିଚୟ ପତ୍ର ତିଆରି କରି ନିଜକୁ ଆଇପିଏସ୍‌ ଅଫିସର କହୁଥିବା ଜଣେ ଏମ୍‌ବିଏ ପାସ୍‌ କରିଥିବା ଯୁବକଙ୍କୁ ପୂର୍ବ ଦିଲ୍ଲୀର ମୟୂର ବିହାର ପୋଲିସ…

7 years ago

ଜୟ ଶ୍ରୀରାମ ସ୍ଲୋଗାନ ମୌଳିକ ଅଧିକାର ହେଉ

କୋଲକାତା,୧୫ା୬(ପି.ଟି.): ‘ଜୟ ଶ୍ରୀରାମ’ ସ୍ଲୋଗାନକୁ ମୌଳିକ ଅଧିକାର କରିବା ଲାଗି କାଲକାଟା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଛି। ପଶ୍ଚିମବଙ୍ଗରେ ଜୟ ଶ୍ରୀରାମ ସ୍ଲୋଗାନ…

7 years ago