ଜାତୀୟ

ଦିଲ୍ଲୀ ଗାନ୍ଧିନଗର ମାର୍କେଟରେ ନିଆଁ

ନୂଆଦିଲ୍ଲୀ,୧୩।୮: ମଙ୍ଗଳବାର ସକାଳେ ଦିଲ୍ଲୀର ଗାନ୍ଧିନଗର ମାର୍କେଟରେ ଭିଷଣ ନିଆଁ ଲାଗିଛି। ଏହାକୁ ଲିଭାଇବା ପାଇଁ ୨୧ଟି ଦମକଳ ନିୟୋଜିତ ଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ ଏଥିରେ…

6 years ago

୨୭ ହଜାର ଯବାନ ହେବେ ଛଟେଇ

ନୂଆଦିଲ୍ଲୀ,୧୩।୮: ଭାରତୀୟ ସେନାର ୨୭ ହଜାର ଯବାନଙ୍କୁ ଛଟେଇ କରାଯିବ। ଏହାଦ୍ୱାରା ୧୬ ଶହ କୋଟି ଟଙ୍କା ସଞ୍ଚୟ ହେବ ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି।…

6 years ago

ବନ୍ୟା ପରେ ଏବେ ଭୂକମ୍ପରେ ଥରିଲା ମହାରାଷ୍ଟ୍ର

ମୁମ୍ବାଇ,୧୩।୮: ବନ୍ୟାର ବିଭିଷିକା ପରେ ଏବେ ମହାରାଷ୍ଟ୍ରରେ ଭୂକମ୍ପ ଦେଖାଦେଇଛି। ମଙ୍ଗଳବାର ମହାରାଷ୍ଟ୍ରର ପାଲଘର ଜିଲାରେ ୩.୨ ତୀବ୍ରତାର ଏକ ଭୂକମ୍ପ ଅନୁଭୁତ ହୋଇଛି। ଏଥିରେ ବିଶେଷ…

6 years ago

୭ ଭାରତୀୟ ଧୀବରଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା

ରାମେଶ୍ୱରମ୍‌,୧୩।୮: ଶ୍ରୀଲଙ୍କା ନୌସେନା ପକ୍ଷରୁ ୭ ଜଣ ଭାରତୀୟ ଧୀବରଙ୍କୁ ଗିରଫ କରାଯାଇଛି। ସେମାନେ ଭାରତୀୟ ସାମୁଦ୍ରିକ ସୀମା ବାହାରେ ମାଛ ଧରୁଥିବା ଅଭିଯୋଗ ଶ୍ରୀଲଙ୍କା କରିଛି।…

6 years ago

ରାହୁଲ ଆଉଟ୍‌, ବ୍ୟାଟିଂ କରିବାକୁ ଆସିଲେ ସୋନିଆ ପଛରେ ପ୍ରସ୍ତୁତ ଅଛନ୍ତି ପ୍ରିୟଙ୍କା: ଭାଜପା

ନୂଆଦିଲ୍ଲୀ,୧୩।୮: କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଏବେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପୁଣିଥରେ କଂଗ୍ରେସର ଗୁରୁଦାୟିତ୍ୱ ତୁଲାଇଛନ୍ତି। ସୋନିଆଙ୍କୁ ଏବେ…

6 years ago

ଯାନ୍ତ୍ରିକ ତ୍ରୁଟି: ରନ୍‌ଓ୍ବେରୁ ଫେରିଲା ନୀତୀନ ଗଡ଼କରୀଙ୍କ ବିମାନ

ନାଗପୁର, ୧୩।୮: ମହାରାଷ୍ଟ୍ରର ନାଗପୁରରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନକୁ ରନ୍‌ଓ୍ବେ ଫେରାଇ ନିଆଯାଇଛି। ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି ଥିବାରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା…

6 years ago

ବିଶ୍ୱର ପ୍ରସିଦ୍ଧ ବାମହାତୀ

ଆଜି ଅନ୍ତର୍ଜାତୀୟ ବାମହାତୀ ଦିବସ । ଏହି ଅବସରରେ ବାମହାତୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରାଯାଏ। ୧୯୭୬ରେ ଆମେରିକାର ଡିନ୍‌ ଆର୍‌.…

6 years ago

୨୦ରେ ଚନ୍ଦ୍ରକକ୍ଷରେ ପହଞ୍ଚତ୍ବ ଚନ୍ଦ୍ରୟାନ-୨

ଅହମଦାବାଦ: ଭାରତର ଦ୍ୱିତୀୟ ମୁନ୍‌ ମିଶନ୍‌ ‘ଚନ୍ଦ୍ରୟାନ-୨’ ଅଗଷ୍ଟ ୨୦ରେ ଚନ୍ଦ୍ର କକ୍ଷରେ ପହଞ୍ଚତ୍ବା ଆଶା କରାଯାଉଛି। ଏହା ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବୋଲି…

6 years ago

ବେକାବୁ ହେଲାଣି ବନ୍ୟା: ଭୂସ୍ଖଳନରେ ୯ ମୃତ

ନୂଆଦିଲ୍ଲୀ, ୧୩ା୮(ପି.ଟି.): କେରଳ, କର୍ନାଟକ, ମହାରାଷ୍ଟ୍ର, ଗୁଜରାଟରେ ବର୍ଷାଜନିତ ବନ୍ୟା ପରିସ୍ଥିତି ଏବେ ବି ଗମ୍ଭୀର ରହିଥିବାବେଳେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି। ଏଥିସହ…

6 years ago

ସର୍ବୋଚ୍ଚ ରାମ ମୂର୍ତ୍ତି ନିର୍ମାଣରେ ଅନିଶ୍ଚିତତା

ଅଯୋଧ୍ୟା,୧୩ା୮(ଆଇଏଏନ୍‌ଏସ୍‌): ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲାର ଦୈନନ୍ଦିନ ଶୁଣାଣି ସୁପ୍ରିମକୋର୍ଟରେ ଚାଲିଥିବାବେଳେ ସେପଟେ ଶ୍ରୀରାମଙ୍କର ସର୍ବୋଚ୍ଚ ମୂର୍ତ୍ତି ସ୍ଥାପନକୁ ନେଇ ଅନିଶ୍ଚିତତା ସୃଷ୍ଟି…

6 years ago