ଜାତୀୟ

ଓଲଟିଲା ମାଛ ଟ୍ରକ୍‌: ଲୋକେ ନେଲେ ବୋହି

ନୂଆଦିଲ୍ଲୀ,୨୨।୧: ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ ଓ୍ବେରେ ବୁଧବାର ଏକ୍‌ ମାଛ ଟ୍ରକ୍‌ ଏବଂ ଟ୍ରଲର ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ମାଛ ବୋଝେଇ ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି…

6 years ago

୨୬ ଜାନୁୟାରୀରୁ ସ୍କୁଲରେ ପ୍ରତିଦିନ ପାଠ କରାଯିବ ସମ୍ବିଧାନ ପ୍ରସ୍ତାବନା

ମୁମ୍ବାଇ,୨୨।୧: ମହାରାଷ୍ଟ୍ରରେ ଜାନୁୟାରୀ ୨୬ଠାରୁ ସମସ୍ତ ସ୍କୁଲରେ ପ୍ରତିଦିନ ସମ୍ବିଧାନ ପ୍ରସ୍ତାବନା ପାଠ କରାଯିବ। ପ୍ରତିଦିନ ପ୍ରାର୍ଥନା କ୍ଲାସ୍‌ ପରେ ଏହି ପାଠ କରାଯିବ ବୋଲି ବିଭାଗୀୟ…

6 years ago

ଜାତୀୟ ସାହସିକତା ପୁରସ୍କାର: ୨୨ଜଣ ବାଳିକାବାଳକଙ୍କୁ ସମ୍ମାନୀତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୨।୧: ଚଳିତ ବର୍ଷ ୨୨ ଜଣ ବାଳିକାବାଳକଙ୍କୁ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ…

6 years ago

ସିଏଏ: ସାମ୍ବିଧାନିକ ପୀଠରେ ହେବ ବିଚାର; ୪ ସପ୍ତାହ ମଧ୍ୟରେ କେନ୍ଦ୍ରର ମତାମତ ଲୋଡ଼ିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୨।୧: ସିଏଏ ନେଇ ସୁପ୍ରିମ୍‌କୋର୍ଟ ବୁଧବାର ୪ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାରଙ୍କ ମତାମତ ଲୋଡ଼ିଛନ୍ତି। ଏହାର ବିରୋଧରେ ଦାଖଲ କରାଯାଇଥିବା ଆବେଦନ ସପକ୍ଷରେ ଆଇନଜୀବୀ କପିଲ…

6 years ago

ଜିନ୍ନା ଥିଲେ ଧର୍ମନିରପେକ୍ଷ ନେତା; କଂଗ୍ରେସ ଯୋଗୁ ହୋଇଥିଲା ଦେଶ ବିଭାଜନ

କୋଲକାତା,୨୨।୧: ଭାରତ ବିଭାଜନ ନେଇ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ତଥା ପଶ୍ଚିମବଙ୍ଗ ଭାଜପା ଉପାଧ୍ୟକ୍ଷ ଚନ୍ଦ୍ର କୁମାର ବୋଷ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି…

6 years ago

୮୨ ବିଦେଶୀ ଛାତ୍ରୀଛାତ୍ରଙ୍କ ଜାତୀୟତା ପ୍ରମାଣ ରେକର୍ଡ ଜେଏନ୍‌ୟୁ ପ୍ରଶାସନ ପାଖରେ ନାହିଁ

ନୂଆଦିଲ୍ଲୀ,୨୨।୧: ଜେଏନ୍‌ୟୁରେ ପଢୁଥିବା ୮୨ ବିଦେଶୀ ଛାତ୍ରୀଛାତ୍ରଙ୍କ ଜାତୀୟତା ପ୍ରମାଣ ରେକର୍ଡ ବିଶ୍ୱବିଦ୍ୟାଳୟ ପ୍ରଶାସନ ପାଖରେ ନାହିଁ। ଏନେଇ ସୂଚନା ଅଧିକାର ଆଇନ ଅନ୍ତର୍ଗତ କରାଯାଇଥିବା ଏକ…

6 years ago

ସାଧାରଣତନ୍ତ୍ର ଦିବସରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର: ବିଏସ୍‌ଏଫ୍‌ ପକ୍ଷରୁ ‘ଅପରେଶନ୍‌ ଥଣ୍ଡା ପବନ’ ଆରମ୍ଭ

ନୂଆଦିଲ୍ଲୀ,୨୨।୧: ସାଧାରଣତନ୍ତ୍ର ଦିବସରେ ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ରଚିଛି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ…

6 years ago

ନେପାଳରେ ୮ କେରଳ ପର୍ଯ୍ୟଟକ ମୃତ

ଥିରୁଭାନନ୍ଥପୁରମ,୨୨।୧(ପି.ଟି.): ଭାରତର ୧୫ ଜଣିଆ ଟିମ୍‌ ନେପାଳର ପୋଖରା ଗସ୍ତରେ ଯାଇଥିବାବେଳେ ସେଠାରେ ଶ୍ୱାସରୁଦ୍ଧ ହୋଇ ୮ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ସମସ୍ତେ କେରଳର ବୋଲି…

6 years ago

୧୪୩ ପିଟିଶନର ଶୁଣାଣି ଆଜି

ନୂଆଦିଲ୍ଲୀ,୨୨ା୧(ପି.ଟି.): ସିଏଏର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା ୧୪୩ଟି ପିଟିଶନର ଶୁଣାଣି ବୁଧବାର ସୁପ୍ରିମକୋର୍ଟରେ ହେବ। ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ତଥା…

6 years ago

ଇ-ଟିକେଟ ରାକେଟ୍‌ର ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୨୨।୧: ଅନ୍ତର୍ଜାତୀୟ ଇ-ଟିକେଟ୍‌ ରାକେଟ୍‌ର ପର୍ଦ୍ଦାଫାଶ୍‌ ହୋଇଛି। ଏହାର ଚେର ପାକିସ୍ତାନ, ବାଂଲାଦେଶ, ଦୁବାଇ ପ୍ରମୁଖ ଦେଶକୁ ଲମ୍ବିଛି। ଆର୍‌ପିଏଫ୍‌ ପକ୍ଷରୁ ଝାଡ଼ଖଣ୍ଡର ଗୁଲାମ ମୁସ୍ତାଫା ନାମକ…

6 years ago