ଜାତୀୟ

ସିବିଆଇ ଅଧିକାରୀଙ୍କ ଘରେ ସିବିଆଇ ଚଢ଼ାଉ

ଗାଜିଆବାଦ୍‌,୧୪।୧: ଉତ୍ତରପ୍ରଦେଶ ଗାଜିଆବାଦ୍‌ସ୍ଥିତ ସିବିଆଇ ଏକାଡେମୀରେ କାର୍ଯ୍ୟ କରୁଥିବା କେତେକ ଅଧିକାରୀଙ୍କ ଘରେ ଗୁରୁବାର ସିବିଆଇ ଚଢ଼ାଉ କରାଯାଇଛି। ସେମାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଅଣାଯାଇଛି। ଏକାଡେମୀର…

6 years ago

ଉତ୍ତରପ୍ରଦେଶ ରାଜନୀତିରେ ମୋଦି ମ୍ୟାନ୍‌ଙ୍କ ଏଣ୍ଟ୍ରି

ଲକ୍ଷ୍ନୌ,୧୪।୧: ମୋଦି ମ୍ୟାନ୍‌ କୁହାଯାଉଥିବା ପୂର୍ବତନ ଆଇଏଏସ୍‌ ଅଫିସର ଅରବିନ୍ଦ କୁମାର ଶର୍ମା ଉତ୍ତରପ୍ରଦେଶ ରାଜନୀତିରେ ଏଣ୍ଟ୍ରି କରିଛନ୍ତି। ଗୁରୁବାର ସେ ଭାଜପାରେ ଯୋଗ ଦେଇଛନ୍ତି। ରାଜ୍ୟ…

6 years ago

ଆରମ୍ଭ ହେଲା ଏୟାର ଟ୍ୟାକ୍ସି ସେବା

ଚଣ୍ଡିଗଡ଼,୧୪।୧: କେନ୍ଦ୍ର ସରକାରଙ୍କ ‘ଉଡ଼ାଣ’ ଯୋଜନା ଅନ୍ତର୍ଗତ ଗୁରୁବାର ଦେଶର ପ୍ରଥମ ଏୟାର ଟ୍ୟାକ୍ସି ସେବା ଆରମ୍ଭ କରାଯାଇଛି। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ଚଣ୍ଡିଗଡ଼…

6 years ago

୨୦ ମାସର ଶିଶୁ ୫ ଜଣଙ୍କ ଜୀବନ ରକ୍ଷା କଲେ

ନୂଆଦିଲ୍ଲୀ,୧୪।୧: କୁହାଯାଏ ଖୁସି ବାଣ୍ଟିଲେ ବଢ଼ିଥାଏ। ଏଭଳି କାର୍ଯ୍ୟ ଜଣେ ୨୦ ମାସର ଶିଶୁ କରିଛନ୍ତି। ସେ ୫ ଜଣ ଲୋକଙ୍କ ଜୀବନ ରକ୍ଷା କରିଛନ୍ତି। ଅଙ୍ଗଦାନ…

6 years ago

ଗରମ ଲୁହାରେ ହାତୁଡ଼ି ପିଟିଲେ ରାହୁଲ ଗାନ୍ଧୀ

ମଦୁରାଇ,୧୪।୧: ମକର ସଂକ୍ରାନ୍ତିରେ ଦକ୍ଷିଣ ଭାରତରେ ରାଜନୈତିକ ମହଲରେ ଉଷ୍ଣତା ଭରିବାରେ ଲାଗିଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ଆର୍‌ଏସ୍‌ଏସ୍‌ ପ୍ରମୁଖ ମୋହନ ଭାଗଓ୍ବତ୍‌…

6 years ago

କ୍ୱାରାଣ୍ଟାଇନ୍‌ରେ ୧୦ ଜଣିଆ ଡବ୍ଲ୍ୟୁଏଚ୍‌ଓ ଅନୁସନ୍ଧାନକାରୀ ଟିମ୍‌

ଉହାନ,୧୪।୧: କରୋନାର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାର ଉହାନ ସହରରେ ଗୁରୁବାର ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ୧୦ ଜଣିଆ ଅନୁସନ୍ଧାନକାରୀ ଟିମ୍‌ ପହଞ୍ଚିଛନ୍ତି। ସେମାନେ କରୋନା ଉତ୍ପତ୍ତି…

6 years ago

ରାମସେତୁ ନିର୍ମାଣର ରହସ୍ୟ ଜଣାପଡ଼ିବ

ନୂଆଦିଲ୍ଲୀ,୧୪।୧: ରାମସେତୁର ନିର୍ମାଣର ରହସ୍ୟ ସମ୍ପର୍କରେ ଏବେ ଜଣାପଡ଼ିବ। ଏହା କେବେ ନିର୍ମିତ ହୋଇଥିଲା ଏବଂ ଏହା ସହିତ ଜଡ଼ିତ ରହିଥିବା ଅନ୍ୟ ତଥ୍ୟ ସମ୍ପର୍କରେ ଜାଣିବା…

6 years ago

ଦୁଇ ଭିନ୍ନ ଧର୍ମାବଲମ୍ବୀଙ୍କ ମଧ୍ୟରେ ହେଉଥିବା ବିବାହରେ ୩୦ ଦିନିଆ ନୋଟିସ୍‌ ବାଧ୍ୟତାମୂଳକ ନୁହେଁ

ଆହ୍ଲାବାଦ୍‌,୧୪।୧: ଦୁଇ ଭିନ୍ନ ଧର୍ମାବଲମ୍ବୀଙ୍କ ମଧ୍ୟରେ ସ୍ପେଶାଲ ମ୍ୟାରେଜ୍‌ ଆକ୍ଟ ଅନୁସାରେ ହେଉଥିବା ବିବାହରେ ୩୦ ଦିନିଆ ନୋଟିସ୍‌ ବାଧ୍ୟତାମୂଳକ ନୁହେଁ। ଏନେଇ ଆହ୍ଲାବାଦ ହାଇକୋର୍ଟ ପକ୍ଷରୁ…

6 years ago

୨ କୋଟିରେ ନିଲାମ ହେଲା ସରପଞ୍ଚ ପଦବୀ

ମୁମ୍ବାଇ,୧୪।୧: ମହାରାଷ୍ଟ୍ରର ୩୪ ଜିଲାର ୧୪ ହଜାର ୨୩୪ ଗ୍ରାମପଞ୍ଚାୟତରେ ନିର୍ବାଚନ ଶୁକ୍ରବାର ହେବାକୁ ଯାଉଛି। ତେବେ କେତେକ ପଞ୍ଚାୟତରେ ସରପଞ୍ଚ ପଦବୀ ନିଲାମ କରାଯାଉଥିବା ଖବର…

6 years ago

କୋର୍ଟ କାନ୍ଧରେ ବନ୍ଧୁକ ରଖି ଅନ୍ନଦାତାଙ୍କ ଉପରେ ଚଳାଇଲେ ମୋଦି: ଶିବସେନା

ମୁମ୍ବାଇ,୧୪।୧: କୃଷି ଆଇନ ନେଇ ସୁପ୍ରିମ୍‌କୋର୍ଟଙ୍କ ରାୟ ଉପରେ ଶିବସେନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଆରମ୍ଭ କରିଛିି। ମୋଦି ସୁପ୍ରିମ୍‌କୋର୍ଟ କାନ୍ଧରେ ବନ୍ଧୁକ ରଖି…

6 years ago