ଜାତୀୟ

ଜାମିନ ପାଇଁ ନିଆରା ସର୍ତ୍ତ: ଦାନ ଦିଅ, ଗଛ ଲଗାଅ

ଭୋପାଳ, ୩୧।୮: ଅପରାଧିଙ୍କୁ ଜାମିନ ଦେବା ପାଇଁ ମଧ୍ୟପ୍ରଦେଶ ହାଇକୋର୍ଟର ଗ୍ବାଲିୟର ଖଣ୍ଡପୀଠର ୨ ଜଣ ବିଚାରପତି ଶୀଲ ନାଗୁ ଏବଂ ଆନନ୍ଦ ପାଠକ ଗତ କିଛି…

5 years ago

ଚାଇନାର ଦାଦାଗିରି: ପୂର୍ବ ଲଦାଖରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ

ଲଦାଖ, ୩୧।୮: ସୀମାରେ ଚାଇନା ପୁଣି ଦାଦାଗିରି ଆରମ୍ଭ କରିଛି। ପୂର୍ବ ଲଦାଖର ପଙ୍ଗୋଙ୍ଗ୍‌ ହ୍ରଦ ଅଞ୍ଚଳରେ ଥିବା ଚୁଶୁଲଠାରେ ଚାଇନା ସୈନ୍ୟ ଭାରତ ସୀମାକୁ ଶନିବାର…

5 years ago

ଆଶ୍ରମ ମାମଲା: ଆଶାରାମଙ୍କ ଉପରେ ପୁସ୍ତକ ରଚନା କଲେ ଆଇପିଏସ୍‌!

ନୂଆଦିଲ୍ଲୀ,୩୧।୮: ନିଜର କାମ କରିବାର ଭିନ୍ନ ଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ରାଜସ୍ଥାନ କ୍ୟାଡରର ଆଇପିଏସ୍‌ ଅଜୟପାଲ ଲାମ୍ବା ଏବେ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ। ସେ…

5 years ago

ଟଙ୍କା ଛପା ୪ ଦିନ ବନ୍ଦ: ୪୦ କର୍ମଚାରୀ କରୋନା ପଜିଟିଭ୍‌

ନାସିକ, ୩୧।୮: ମହାରାଷ୍ଟ୍ରର ନାସିକ୍‌ଠାରେ ଥିବା କରେନ୍ସି ନୋଟ୍‌ ପ୍ରେସ୍‌ ଏବଂ ଇଣ୍ଡିଆ ସିକ୍ୟୁରିଟି ପ୍ରେସ୍‌କୁ ସୋମବାରଠାରୁ ୪ ଦିନ ପାଇଁ ବନ୍ଦ କରାଯାଇଛି। ଏଠାରେ ଟଙ୍କା…

5 years ago

ଦେଶର ପ୍ରଥମ ମହିଳା ହୃଦ୍‌ରୋଗ ବିଶେଷଜ୍ଞଙ୍କ ପରଲୋକ

ନୂଆଦିଲ୍ଲୀ,୩୧।୮:ଦେଶର ବିଖ୍ୟାତ ହୃଦ୍‌ରୋଗ ବିଶେଷଜ୍ଞ ଡା. ଏସ୍‌ ପଦ୍ମାବତୀଙ୍କ ପରଲୋକ ଘଟିଛି। କରୋନାରେ ତାଙ୍କ ମୃତ୍ୟୁ ଘଟିଥିବା ନ୍ୟାଶନାଲ୍‌ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌(ଏନଏଚ୍‌ଆଇ) ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ…

5 years ago

ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା: ମୃତଦେହକୁ ଜଳାଇଲେ ଘରେ !

ଆଗ୍ରା, ୩୧।୮: ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରି ଘରେ ଜଳାଇ ଦିଆଯାଇଛି। ସୋମବାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧାଜଳା ମୃତଦେହଗୁଡ଼ିକ ଉଦ୍ଧାର…

5 years ago

ରିଆ ଜଣେ ବିଷକନ୍ୟା: ସ୍ବାମୀ

ନୂଆଦିଲ୍ଲୀ, ୩୧।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ନେଇ ସିବିଆଇ ତଦନ୍ତ ଜାରି ରହିଛି। ଏପରିସ୍ଥଳେ ଭାଜପା ନେତା ସୁବ୍ରମଣ୍ୟମ୍‌ ସ୍ବାମୀ ସୁଶାନ୍ତଙ୍କ…

5 years ago

ରେକର୍ଡ ଭାଙ୍ଗୁଛି କରୋନା: ଦିନକୁ ୮୦ ହଜାର ହେବାକୁ ଯାଉଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା

ଶ୍ରୀନଗର, ୩୧।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ଜାରି ରହିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ…

5 years ago

ଅମିତ ଶାହାଙ୍କୁ ଏମ୍ସ୍‌ରୁ ମିଳିଲା ଛୁଟି

ନୂଆଦିଲ୍ଲୀ, ୩୧।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୁସ୍ଥ ହୋଇ ୧୨ ଦିନ ପରେ ଏମ୍ସ୍‌ରୁ ଘରକୁ ଫେରିଛନ୍ତି। ଶାହାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ଏବଂ ତାଙ୍କୁ…

5 years ago

ଯୁବକଙ୍କୁ ପିଟି ମାରିଦେଲେ

ନୂଆଦିଲ୍ଲୀ,୩୧ା୮: ପଶ୍ଚିମ ଦିଲ୍ଲୀର ନାରାଇନାରେ ମୋବାଇଲ୍‌ ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ ଗଛରେ ବାନ୍ଧି ପିଟି ପିଟି ମାରିଦିଆଯାଇଛି। ହତ୍ୟା ଅଭିଯୋଗରେ ପୋଲିସ ଘଟଣାସ୍ଥଳରୁ ୪ ଜଣଙ୍କୁ…

5 years ago