ରାୟପୁର,୪।୪: ଛତିଶଗଡ଼ରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟରେ ୨୨ ଜଣ ଯବାନ ଶହୀଦ ହୋଇଛନ୍ତି। ତେବେ ଏହି ଯବାନଙ୍କ ପ୍ରତି ଆକ୍ରମଣରେ ୧୫ରୁ ଅଧିକ ନକ୍ସଲ…
ନୂଆଦିଲ୍ଲୀ,୪।୪: ଦେଶରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କରୋନା ବୃଦ୍ଧି ଏବଂ…
ମୁମ୍ବାଇ,୪।୪: ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଛି । ଏହା ପୂର୍ବ ଅପେକ୍ଷା ଅଧିକ ବିପଜ୍ଜନକ ବୋଲି କୁହାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୩…
ନୂଆଦିଲ୍ଲୀ,୪।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସାମରେ ନିର୍ବାଚନ ପ୍ରଚାର ଅଧାରୁ ରବିବାର ଦିଲ୍ଲୀ ଫେରିଛନ୍ତି। ଶାହାଙ୍କ ଆସାମରେ ୩ଟି ରାଲି ରହିଥିଲା। ଗୋଟିଏ ରାଲିକୁ…
ମୁମ୍ବାଇ.୪।୪: ବଲିଉଡ୍ ଅଭିନେତା ଗୋବିନ୍ଦାଙ୍କ କରୋନା ରିପୋର୍ଟ ରବିବାର ପଜିଟିଭ ଆସିଛି। ଏନେଇ ସେ ହୋମ୍ ଆଇସୋଲେଶନରେ ରହି ଚିକିତ୍ସିତ ହେଉଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ…
ନୂଆଦିଲ୍ଲୀ,୪।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି କୃଷକଙ୍କ ସମର୍ଥନରେ ମତ ଦେଇଛନ୍ତି। ସେ କହିଛନ୍ତି ଯେ, ଯିଏ କୃଷକଙ୍କ ସମର୍ଥକ ନୁହଁନ୍ତି, ସେ ଦେଶପ୍ରେମୀ ନୁହଁନ୍ତି।…
ଉଜ୍ଜୈନ,୪।୪: ମଧ୍ୟପ୍ରଦେଶର ଉଜ୍ଜୈନରେ ଏକ ହସ୍ପିଟାଲରେ ନିଆଁ ଲାଗିଯାଇଛି। ରବିବାର ସକାଳ ୧୧.୩୦ ସମୟରେ ପାଟିଦାର ଫ୍ରିଗଞ୍ଜର ପାଟିଦାର ହସ୍ପିଟାଲରେ ନିଆଁ ଲାଗିଯାଇଥିଲା। ଏହି ଘଟଣା ଆଖପାଖ…
କୋଲକତା,୪।୪: ଗତ ଏପ୍ରିଲ ୨ରେ ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ନନ୍ଦିଗ୍ରାମରେ ସାମାନ୍ୟ ହିଂସା ଦେଖିବାକୁ ମିଳିଥିଲା। ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମୁଖ୍ୟମନ୍ତ୍ରୀ ମମତା…
ଭୋପାଳ,୪।୪: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ରାଜ୍ୟର ବର୍ଡର ସିଲ୍ କରିବାକୁ ନିର୍ଦ୍ଦେଶ…
ବିଜାପୁର,୪।୪: ଛତିଶଗଡ଼ର ବିଜାପୁରରେ ଶନିବାର ମିଳିତ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଇତିମଧ୍ୟରେ ଶହୀଦ୍ ହୋଇଥିବା ୨୨ ଜଣ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେହିପରି…