ଜାତୀୟ

ସ୍କୁଲ୍‌ ଖୋଲିବା ପରେ ପିଲାଙ୍କ ମଧ୍ୟରେ ବଢ଼ିଲା କରୋନା ସଂକ୍ରମଣ…

ନୂଆଦିଲ୍ଲୀ,୧୨।୮: ସ୍କୁଲ୍‌ ଖୋଲିବା ପରେ ଛୋଟ ପିଲାଙ୍କ ମଧ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କର୍ନାଟକ, ପଞ୍ଜାବ, ହରିୟାଣା,ହିମାଚଳପ୍ରଦେଶରେ ସ୍କୁଲ ପିଲା କରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି।…

5 years ago

୭ ଦିନରେ ୩୦୦ ଛୋଟ ପିଲା କରୋନାରେ ଆକ୍ରାନ୍ତ, ଚିନ୍ତାରେ ସରକାର…

ବେଙ୍ଗାଲୁରୁ,୧୨।୮: ଆମେରିକା ସମେତ ପୃଥିବୀର ବହୁ ଦେଶରେ କରୋନା ସଂକ୍ରମଣ ପୁଣିଥରେ ବିପଦ ସୃଷ୍ଟି କରିଛି। ବିଶେଷଜ୍ଞମାନେ ଏହାକୁ ତୃତୀୟ ଲହର ଭାବରେ ବିଚାର କରୁଛନ୍ତି। ଏପରିସ୍ଥଳେ…

5 years ago

ସୋନିଆଙ୍କ ଡିନର କୂଟନୀତି, ବିରୋଧୀ ନେତାଙ୍କୁ କରିବେ ନିମନ୍ତ୍ରଣ…

ନୂଆଦିଲ୍ଲୀ,୧୨।୮: ସଂସଦର ମୌସୁମୀ ଅଧିବେଶନ ହଟ୍ଟଗୋଳ ମଧ୍ୟରେ ଶେଷ ହେବା ପରେ ସୋନିଆ ଗାନ୍ଧୀ ବିରୋଧୀଙ୍କୁ ଏକଜୁଟ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ସୋନିଆ ବିରୋଧୀ…

5 years ago

ପ୍ରିୟା ରମାନୀଙ୍କୁ ହାଇକୋର୍ଟ ନୋଟିସ

ନୂଆଦିଲ୍ଲୀ, ୧୨।୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍‌.ଜେ. ଆକବରଙ୍କ ଏକ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ବୁଧବାର ଖବରଦାତା ପ୍ରିୟା ରମାନୀଙ୍କୁ ନୋଟିସ ଜାରି କରିଛନ୍ତି। ଆକବରଙ୍କ ବିରୋଧରେ…

5 years ago

୪୦ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୨।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪…

5 years ago

ଇସ୍ରୋର ଜିସାଟ୍‌-୧ ସାଟେଲାଇଟ୍‌ ମିଶନ ଅସଫଳ,କକ୍ଷ ପଥରେ ହୋଇ ପାରିଲାନି ଅବସ୍ଥାପିତ…

ଶ୍ରୀହରିକୋଟା,୧୨।୮: ସ୍ବାଧୀନତା ଦିବସର ତିନି ଦିନ ପୂର୍ବରୁ ଭାରତ ଅତ୍ୟାଧୁନିକ ଉପଗ୍ରହ ଜିସାଟ୍‌-୧ର ଉତକ୍ଷେପଣ କରିବା ନେଇ ଉତ୍ସାହ ଦେଖାଦେଇଥିଲା। ଏହି ଉପଗ୍ରହ ଦେଶର ସୁରକ୍ଷା ଦୃଷ୍ଟିରୁ…

5 years ago

୫୦ ନାଗରିକଙ୍କୁ ଫେରାଇ ଆଣିଲା ଭାରତ

ନୂଆଦିଲ୍ଲୀ,୧୨।୮: ତାଲିବାନ ଏବଂ ସୈନ୍ୟବାହିନୀ ମଧ୍ୟରେ ସଂଘର୍ଷ ଯୋଗୁ ଆଫଗାନିସ୍ତାନ ସ୍ଥିତି ଦିନକୁ ଦିନ ଅଧିକରୁ ଅଧିକ ଖରାପ ଆଡ଼କୁ ଗତି କରୁଛି। ଭାରତ ସେଠାର ମଜାର-ଇ-ସରିଫ୍‌ରୁ…

5 years ago

ମନ୍ତ୍ରୀଙ୍କ ପାଇଁ ଅଢ଼ୁଆରେ ନୂଆ ମୁଖ୍ୟମନ୍ତ୍ରୀ ବୋମାଇ

ବାଙ୍ଗାଲୁରୁ,୧୨।୮ : କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭାରଜ ବୋମାଇଙ୍କ ନେତୃତ୍ୱରେ ଖୁସି ନାହାନ୍ତି ମନ୍ତ୍ରୀ। ମନ୍ତ୍ରିମଣ୍ଡଳର ଜଣେ ମନ୍ତ୍ରୀ ଇଚ୍ଛା ମୁତାବକ ବିଭାଗ ନ ମିଳିବାରୁ ଇସ୍ତଫା ଲାଗି…

5 years ago

ଟିକା ନେବା ପରେ ୪୦ ହଜାର ସଂକ୍ରମିତ

ନୂଆଦିଲ୍ଲୀ,୧୧।୮: କେରଳରେ କୋଭିଡ୍‌ ଟିକାର ୨ଟି ଡୋଜ୍‌ ନେଇଥିବା ୪୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପୁଣିଥରେ କରୋନାରେ ସଂକ୍ରମିତ ହୋଇଛନ୍ତି। ସମସ୍ତ ମାମଲାର ନମୁନା ଜିନୋମ୍‌ ସିକ୍ୱେନ୍ସିଂ…

5 years ago

ମୁସଲିମ ବିରୋଧୀ ସ୍ଲୋଗାନ ଦେଇ ଗିରଫ ହେଲେ ଭାଜପା ନେତା

ନୂଆଦିଲ୍ଲୀ,୧୧।୮ : ଦିଲ୍ଲୀର ଜନ୍ତର ମନ୍ତରଠାରେ ମୁସଲିମ ବିରୋଧୀ ସ୍ଲୋଗାନ ଦେଇ ଭାଜପା ନେତା ଅଶ୍ୱିନୀ ଉପାଧ୍ୟାୟ ଗିରଫ ହୋଇଥିଲେ। ତାଙ୍କ ଜାମିନକୁ କୋର୍ଟ ବୁଧବାର ମଞ୍ଜୁର…

5 years ago