ଭୋପାଳ,୧୪।୭: ଚାକିରି କରିବା ପରେ ଜଣେ ସରକାରୀ ଅଧିକାରୀଙ୍କ ତୃତୀୟ ସନ୍ତାନ ହେବାରୁ ହାଇକୋର୍ଟ ତାଙ୍କ ଅଯୋଗ୍ୟ ଘୋଷିତ କରିଛନ୍ତି। ମଧ୍ୟପ୍ରଦେଶର ଗ୍ବାଲିୟର ହାଇକୋର୍ଟଙ୍କ ପକ୍ଷରୁ ରାଜ୍ୟରେ…
କରୋନାର ତୃତୀୟ ଲହରକୁ ରୋକିବା ପାଇଁ ଟିକାକରଣ ଜରୁରୀ ହୋଇପଡ଼ିଥିବାବେଳେ କୋଭାକ୍ସିନକୁ ନେଇ ବଡ଼ ଖବର ଆସିଛି। କୋଭାକ୍ସିନ ନିର୍ମାତା କମ୍ପାନୀ ଭାରତ ବାୟୋଟେକ୍ ପକ୍ଷରୁ କୁହାଯାଇଛି…
ନୂଆଦିଲ୍ଲୀ, ୧୪ା୭: କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ସ୍ତ୍ରୀ ତଥା ଜାତିସଂଘର ପୂର୍ବତନ ସହକାରୀ ମହାସଚିବ ଲକ୍ଷ୍ମୀ ପୁରୀଙ୍କ ବିରୋଧରେ କରିଥିବା ଅପମାନଜନକ ଟୁଇଟ୍ ହଟାଇବା ପାଇଁ…
ନୂଆଦିଲ୍ଲୀ,୧୪ା୭: କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣର ୬ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ କମିଟିଗୁଡ଼ିକୁ ପୁନର୍ଗଠନ କରିଛନ୍ତି। ମଙ୍ଗଳବାର ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି (ସିସିଇଏ)କୁ…
ନୂଆଦିଲ୍ଲୀ,୧୪।୭: ଦେଶରେ କରୋନା ମହାମାରୀ ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦ୍ୱିତୀୟ ଲହର ପ୍ରକୋପ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ…
ଶ୍ରୀନଗର,୧୪।୭: ଜମ୍ମୁ-କଶ୍ମୀରରେ ଅତଙ୍କବାଦ ବିରୋଧୀ ଅପରେଶନ୍ରେ ମିଳିତ ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଦକ୍ଷିଣ କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଏନ୍କାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ…
ନୂଆଦିଲ୍ଲୀ, ୧୪ା୭: ବାଂଲାଦେଶର ୧୫ ଆତଙ୍କବାଦୀ ଭାରତକୁ ଅନୁପ୍ରବେଶ କରିଛନ୍ତି। ପଶ୍ଚିମବଙ୍ଗ ସୀମା ଦେଇ ଆସିବା ପରେ ସେମାନଙ୍କ ମଧ୍ୟରୁ ୧୦ ଜଣ ଓଡ଼ିଶା, ବିହାର ଓ…
ନୂଆଦିଲ୍ଲୀ, ୧୩ା୭: ଦିଲ୍ଲୀର ଦ୍ୱାରକା କୋର୍ଟ ପରିସରରେ ସୋମବାର ରାତିରେ ଗୁଳିକାଣ୍ଡ ଘଟିଛି। ଶୁଣାଣି ପାଇଁ ଆସିଥିବା ଅଭିଯୁକ୍ତଙ୍କୁ କିଛି ଓକିଲ ଓ ଅନ୍ୟମାନଙ୍କ ଉପସ୍ଥିତିରେ ହତ୍ୟା…
କୋଲକାତା,୧୩।୭: ପଶ୍ଚିମବଙ୍ଗର ବରିଷ୍ଠ ନେତା ମୁକୁଲ ରୟ ଭାଜପା ଛାଡ଼ି ତୃଣମୂଳକ କଂଗ୍ରେସରେ ଯୋଗଦେବା ପରଠୁ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା କଳି…
ଚେନ୍ନାଇ,୧୩।୭: ତାମିଲ ଫିଲ୍ମ ସୁପରଷ୍ଟାର ବିଜୟ ୨୦୧୨ରେ ରୟାଲ ରୋଏସ କାର୍ ବିଦେଶରୁ ଆଣିଥିଲେ। ଏହା ବାବଦକୁ ସେ ଏପର୍ଯ୍ୟନ୍ତ ଟ୍ୟାକ୍ସ ଦେଇନାହାନ୍ତି। ଏହି ମାମଲାର ଶୁଣାଣି…