ଜାତୀୟ

ରେଷ୍ଟୁରାଣ୍ଟରେ ଖାଉଥିଲେ ଏମ୍‌ପି, କାର୍‌ ଲକ୍‌ କରିଦେଲା ପୋଲିସ: ଆଉ ତା’ପରେ

ଇନ୍ଦୋର,୫।୧୦: ମଧ୍ୟପ୍ରଦେଶର ଇନ୍ଦୋର ପୋଲିସ ଏକ କଡ଼ା ପଦକ୍ଷେପ ନେଇଛି। ନିୟମ ଭାଙ୍ଗିବାରୁ ଇନ୍ଦୋର ଏମ୍‌ପି ଶଙ୍କର ଲାଲଓ୍ବାନୀ ଚାଲାଣ କାଟିଦେଇଛି ପୋଲିସ। ସୋମବାର ଶଙ୍କର ଖଣ୍ଡଓ୍ବା…

5 years ago

ଭାଜପାକୁ ମିଳିଲା ବଡ଼ ବିଜୟ

ଗାନ୍ଧୀନଗର,୫।୧୦: ଗୁଜରାଟର ଗାନ୍ଧିନଗର ନଗର ନିଗମ ନିର୍ବାଚନରେ ସମସ୍ତ ୪୪ ଟି ଆସନ ପାଇଁ ଗଣନା ଶେଷ ହୋଇଛି। ଭାଜପା ୪୪ଟି ଆସନ ମଧ୍ୟରୁ ୪୦ଟି ଜିତିଛି।…

5 years ago

ପ୍ରିୟଙ୍କା ଗିରଫ, ଗେଷ୍ଟ ହାଉସ୍‌ ପାଲିଟିଛି ଅସ୍ଥାୟୀ ଜେଲ୍‌…

ଲକ୍ଷ୍ନୌ,୫।୧୦: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖିରି ହିଂସା ଘଟଣାରେ କଂଗ୍ରେସ ରାଷ୍ଟ୍ରୀୟ ମହା ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସୋମବାର ଭୋର୍‌ ୫ଟାରେ ପୋଲିସ ତାଙ୍କୁ ନିଜ ହେପାଜତକୁ…

5 years ago

ଚିରାଗଙ୍କୁ ହେଲିକପ୍ଟର-ପଶୁପତିଙ୍କୁ ସିଲାଇ ମେସିନ…

ନୂଆଦିଲ୍ଲୀ,୫।୧୦: ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)ରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ପରେ ପୁରୁଣା ନିର୍ବାଚନୀ ଚିହ୍ନ ଫ୍ରିଜ୍‌ କରାଯାଇ ନିର୍ବାଚନ ମିଶନଙ୍କ ପକ୍ଷରୁ ଚିରାଗ ପାସଓ୍ବାନଙ୍କ ଲୋକ…

5 years ago

୭୫,୦୦୦ ହିତାଧିକାରୀଙ୍କୁ ଘର ଚାବି ଦେଲେ ପ୍ରଧାନମନ୍ତ୍ରୀ…

ଲକ୍ଷ୍ନୌ,୫।୧୦: ଉତ୍ତରପ୍ରଦେଶରେ ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏପରି ସ୍ଥଳେ ମିଶନ-୨୦୨୨ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ୭୫ ଜିଲାର ୭୫,୦୦୦ହିତାଧିକାରୀଙ୍କୁ ସେମାନଙ୍କ ପାଇଁ…

5 years ago

ପାର୍ବଣ ଫିକା, ୬୧ ଗାଁରେ ଲକଡାଉନ୍‌…

ଅହମଦନଗର,୫।୧୦: ଆଗକୁ ପାର୍ବଣ। ଏହି ସମୟରେ ଭିଡ଼ର ଆଶଙ୍କା ରହିଛି। ଏପରିସ୍ଥଳେ ମହାରାଷ୍ଟ୍ରରେ ପୁଣେଠାରୁ ପ୍ରାୟ ୧୨୨ କିଲୋମିଟର ଦୂରରେ ଥିବା ଅହମଦନଗର ଜିଲାରେ କରୋନା ସଂକ୍ରମଣ…

5 years ago

ଡ୍ରଗ୍ସ୍‌ କାରବାର ୩ ବର୍ଷରେ ୪୫୫ ପ୍ରତିଶତ ବୃଦ୍ଧି, ବର୍ଷକୁ ୨ ଲକ୍ଷରୁ ଅଧିକ ମୃତ୍ୟୁ…

ନୂଆଦିଲ୍ଲୀ,୫।୧୦: ଡ୍ରଗ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଏନ୍‌ସିବି ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଗତ ବର୍ଷ ବଲିଉଡରେ ଡ୍ରଗ୍ସ୍‌ ମାମଲା ଆସିବା ପରେ ଏନ୍‌ସିବି…

5 years ago

ବିନା ଏଫ୍‌ଆଇଆର୍‌ରେ ୨୮ ଘଣ୍ଟା ଧରି କାହିଁକି ରଖାଯାଇଛି ଅଟକ ?

ନୂଆଦିଲ୍ଲୀ,୫।୧୦: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖିରି ହିଂସା ଘଟଣାରେ ରାଜ୍ୟ ସରକାରଙ୍କ ସହିତ କେନ୍ଦ୍ର ସରକାରଙ୍କୁ ବିରୋଧୀ ଘେରିବା ଆରମ୍ଭ କରିଛନ୍ତି। କଂଗ୍ରେସ ରାଷ୍ଟ୍ରୀୟ ମହା ସଚିବ ପ୍ରିୟଙ୍କା…

5 years ago

୬ ମାସ ପରେ ସର୍ବନିମ୍ନ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୫।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ୬ ମାସ ପରେ ଦୈନିକ ସଂକ୍ରମଣ ସର୍ବନିମ୍ନ ରହିଛି। ଲଗାତାର ୪ ଦିନ ଧରି ଦୈନିକ ସଂକ୍ରମଣ…

5 years ago

ମୃତ୍ୟୁ ପ୍ରମାଣପତ୍ରରେ କୋଭିଡ୍‌ ନ ଥିଲେ ଅଟକିବନି କ୍ଷତିପୂରଣ

ନୂଆଦିଲ୍ଲୀ, ୫।୧୦(ଆଇଏଏନ୍‌ଏସ୍‌): କେନ୍ଦ୍ର ଗାଇଡ୍‌ଲାଇନ ଅନୁଯାୟୀ କୋଭିଡ୍‌-୧୯ରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଯୋଗାଇଦେବାକୁ ସୁପ୍ରିମକୋର୍ଟ ସୋମବାର ରାଜ୍ୟ ସରକାରଙ୍କୁ…

5 years ago