ଜାତୀୟ

ରାଲିବେଳେ ଦଳ କିମ୍ବା ପ୍ରାର୍ଥୀ ଶାଢ଼ି, ଶାର୍ଟ ବାଣ୍ଟିପାରିବେ ନାହିଁ: ଇସି

ନୂଆଦିଲ୍ଲୀ,୧୩।୧୦: ନିର୍ବାଚନ ସମୟରେ ସବୁ ରାଜନୈତିକ ଦଳଙ୍କୁ ସମାନ ସୁଯୋଗ ପ୍ରଦାନ କରାଯିବା ଉପରେ ନିର୍ବାଚନ କମିଶନ (ଇସି) ଗୁରୁତ୍ୱାରୋପ କରିଛନ୍ତି। ନିର୍ବାଚନ ସମ୍ପର୍କିତ ବିଜ୍ଞାପନ ବେଳେ…

4 years ago

ରଦ୍ଦ ଧାରା ୬୬ଏରେ ମୋକଦ୍ଦମା ରୁଜୁ କରାଯାଇ ପାରିବନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩।୧୦: ସୂଚନା ପ୍ରଯୁକ୍ତି (ଆଇଟି) ଆଇନ, ୨୦୦୦ର ଧାରା ୬୬ଏକୁ ୨୦୧୫ରୁ ରଦ୍ଦ କରାଯାଇଛି। ତେଣୁ ଏହି ଧାରାରେ କାହା ବିରୋଧରେ ମୋକଦ୍ଦମା ଚଲାଯାଇପାରିବ ନାହିଁ ବୋଲି…

4 years ago

ଉପନିର୍ବାଚନରେ ଶିବପାଲଙ୍କୁ ପ୍ରାର୍ଥୀ କରିପାରେ ଭାଜପା

ଲକ୍ଷ୍ନୌ,୧୩।୧୦: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ମୈନପୁରୀ ଏମ୍‌ପି ମୁଲାୟମ ସିଂ ଯାଦବଙ୍କ ପରଲୋକ ପରେ ଉକ୍ତ ଆସନକୁ ବଜାୟ ରଖିବା ଏବେ ଦଳ ଅଧ୍ୟକ୍ଷ ଅଖିଳେଶ…

4 years ago

ଉଦୟପୁର ଘୋଷଣାନାମା କାର୍ଯ୍ୟକାରୀ କରିବି: ଖାର୍ଗେ

ନୂଆଦିଲ୍ଲୀ/ଭୋପାଳ,୧୩।୧୦: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ଦଳରେ ଉଦୟପୁର ବୈଠକର ଘୋଷଣାନାମା କାର୍ଯ୍ୟକାରୀ କରାଇବା ତାଙ୍କର ପ୍ରାଥମିକ ଦାୟିତ୍ୱ ହେବ ବୋଲି ବରିଷ୍ଠ ନେତା ତଥା…

4 years ago

ଆଜି ଆସିପାରେ ‘ହିଜାବ’ ରାୟ

ନୂଆଦିଲ୍ଲୀ,୧୩।୧୦: ବହୁପ୍ରତୀକ୍ଷିତ କର୍ନାଟକ ହିଜାବ ବିବାଦ ମାମଲାରେ ସୁପ୍ରିମକୋର୍ଟର ଦୁଇଜଣିଆ ଖଣ୍ଡପୀଠ ଗୁରୁବାର ରାୟ ଶୁଣାଇପାରନ୍ତି ବୋଲି ଜଣାପଡ଼ିଛି। ଶିକ୍ଷାନୁଷ୍ଠାନରେ ମୁସଲମାନ ଛାତ୍ରୀଙ୍କ ହିଜାବପିନ୍ଧା ଉପରେ କର୍ନାଟକ…

4 years ago

୧,୩୦୦ ଭାରତୀୟ ଛାତ୍ରୀଛାତ୍ରଙ୍କୁ ଚାଇନା ଭିଜା

ନୂଆଦିଲ୍ଲୀ,୧୩।୧୦: ଦୁଇବର୍ଷରୁ ଊର୍ଦ୍ଧ୍ୱ କୋଭିଡ୍‌ କଟକଣା ପରେ ଭାରତୀୟ ଛାତ୍ରୀଛାତ୍ର ଚାଇନାରେ ପୁଣିଥରେ ପାଠ ପଢ଼ିବାର ସୁଯୋଗ ପାଇଛନ୍ତି। ୧,୩୦୦ରୁ ଊର୍ଦ୍ଧ୍ୱ ଭାରତୀୟ ଛାତ୍ରୀଛାତ୍ରଙ୍କୁ ଚାଇନା ଫେରିବା…

4 years ago

ବଳି ଦେଇ ଖାଇଥିଲେ ନରମାଂସ

କୋଚି, ୧୩ା୧୦: କେରଳର କୋଚିରେ ଦୁଇ ମହିଳାଙ୍କୁ ବଳି ଦେବା ଘଟଣାରେ ଚାଞ୍ଚଲ୍ୟକର କଥା ସାମ୍‌ନାକୁ ଆସିଛି। ଅଭିଯୁକ୍ତମାନେ ଧନୀ ହେବା ଅନ୍ଧବିଶ୍ୱାସରେ ରୋଜେଲିନ୍‌(୫୦) ଏବଂ ପଦ୍ମମ(୫୨)…

4 years ago

ଡବ୍ଲ୍ୟୁଏଚଓ ରିପୋର୍ଟ ଯାଞ୍ଚ୍‌ ପାଇଁ କମିଟି ଗଠନ କଲେ ସରକାର

ନୂଆଦିଲ୍ଲୀ,୧୨।୧୦: ଭାରତରେ ପ୍ରସ୍ତୁତ ହୋଇଥିବା କଫ ଓ କୋଲ୍ଡ ସିରପ ଯୋଗୁ ଗାମ୍ବିଆରେ ୬୬ ପିଲାଙ୍କ ମୃତ୍ୟୁ ପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଏହାର ସମ୍ପୂର୍ଣ୍ଣ ରିପୋର୍ଟ…

4 years ago

ଯବାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ପୂର୍ବରୁ କେଦାରନାଥ ଏବଂ ବଦ୍ରିନାଥ ଗସ୍ତ କରିବେ। ସର୍ବପ୍ରଥମେ, ଅକ୍ଟୋବର ୨୨ରେ, ପ୍ରଧାନମନ୍ତ୍ରୀ କେଦାରନାଥ ଧାମରେ ପ୍ରାର୍ଥନା କରିବେ ଏବଂ…

4 years ago

୨ ମହିଳାଙ୍କୁ ବଳି ଦେବା ଘଟଣା: ମଣିଷ ମାଂସକୁ ୫୬ ଖଣ୍ଡ କରି ରାନ୍ଧି ଖାଇଥିଲେ ଅଭିଯୁକ୍ତ

କୋଚି,୧୨।୧୦: କେରଳର ପଠାନାମାଥିଟ୍ଟାରେ ଧନ ସମୃଦ୍ଧି ବୃଦ୍ଧି ପାଇଁ ଦୁଇ ମହିଳାଙ୍କୁ ବଳି ଦେବାର ଏକ ସମ୍ବେଦନଶୀଳ ମାମଲା ଘଟିଛି। ଏହି ମାମଲାରେ ଅଭିଯୁକ୍ତମାନେ ମହିଳାଙ୍କୁ ହତ୍ୟା…

4 years ago