ଲକ୍ଷ୍ନୌ,୩୦।୮: ଉତ୍ତରପ୍ରଦେଶ ସରକାରରେ ଥିବା ପଞ୍ଚାୟତ ରାଜମନ୍ତ୍ରୀ ଭୂପେନ୍ଦ୍ର ଚୌଧୁରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ଭୂପେନ୍ଦ୍ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିଜର ଇସ୍ତଫା ପତ୍ର…
ନୂଆଦିଲ୍ଲୀ,୩୦ା୮: ପୂର୍ବ ଲଦାଖର ଡେମ୍ଚୋକ୍ ଅଞ୍ଚଳରେ ଗାଈଗୋରୁଙ୍କୁ ଚରାଇବାକୁ ନେଉଥିବା ସୀମାନ୍ତ ଅଞ୍ଚଳର କେତେଜଣ ଗ୍ରାମବାସୀଙ୍କୁ ଗତ ସପ୍ତାହରେ ଚାଇନା ସୈନ୍ୟ ଅଟକାଇଥିଲେ। ଭାରତୀୟ ସେନା ଅଧିକାରୀମାନେ…
ଶ୍ରୀନଗର,୩୦।୮: ଜମ୍ମୁ-କଶ୍ମୀର କଂଗ୍ରେସକୁ ଏକ ବଡ଼ ଝଟ୍କା ଲାଗିଛି। ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପରେ ଜମ୍ମୁ-କଶ୍ମୀରରେ କଂଗ୍ରେସର ଏକାଧିକ ନେତା ଏକାସାଙ୍ଗରେ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର…
ନୂଆଦିଲ୍ଲୀ,୩୦।୮: ଦିଲ୍ଲୀର ନୂତନ ଏକ୍ସାଇଜ୍ ନୀତି ସହ ଜଡ଼ିତ ଦୁର୍ନୀତି ଅଭିଯୋଗରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି(ସିବିଆଇ) ସିସୋଡିଆଙ୍କ ଘର…
ଚଣ୍ଡିଗଡ,୩୦।୮: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ପଞ୍ଜାବ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏହି ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ଗ୍ୟାଙ୍ଗଷ୍ଟର…
ନୂଆଦିଲ୍ଲୀ,୩୦।୮: ମହାତ୍ମା ଗାନ୍ଧୀଙ୍କ ପରେ ନରେନ୍ଦ୍ର ମୋଦି ହେଉଛନ୍ତି ଏକମାତ୍ର ନେତା ଯିଏ ଲୋକଙ୍କ ଭାବନାକୁ ବୁଝନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଜଣାଶୁଣା…
ନୂଆଦିଲ୍ଲୀ,୩୦।୮: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫,୪୩୯ ନୂଆ…
ନୂଆଦିଲ୍ଲୀ,୩୦।୮: ଭାରତର ଆଦାନୀ ଗ୍ରୁପ୍ର ଚେୟାରମ୍ୟାନ ଗୌତମ ଆଦାନୀ ଦୁନିଆର ତୃତୀୟ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ଫ୍ରାନ୍ସର ବ୍ୟବସାୟୀ ବର୍ନାର୍ଡ ଆର୍ନାଲ୍ଟଙ୍କୁ ସେ ପଛରେ ପକାଇ ଦେଇଛନ୍ତି…
ମୁମ୍ବାଇ,୩୦।୮: ୨୦୨୦ରେ ବିବାଦୀୟ ଟୁଇଟ ପାଇଁ ଅଭିନେତା କମଲ ରସିଦ ଖାନଙ୍କୁ ମଙ୍ଗଳବାର ମୁମ୍ବାଇର ମାଲାଡ ପୋଲିସ ଗିରଫ କରିଛି। ତାଙ୍କୁ ମୁମ୍ବାଇ ବିମାନବନ୍ଦରରେ ଗିରଫ କରାଯାଇଥିଲା।…
ମୁରାଦାବାଦ,୩୦ ।୮: ଉତ୍ତର ପ୍ରଦେଶର ମୁରାଦାବାଦରେ ଛଜଲୈଟ ଥାନା ଅନ୍ତର୍ଗତ ଦୁହ୍ଲେପୁରର ଏକ ଘରେ ସାମୁହିକ ଭାବେ ନମାଜ ପାଠକୁ ନେଇ ୨୬ ଜଣଙ୍କ ଉପରେ ମାମଲା…