ଜାତୀୟ

ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ କରି ସ୍ବାମୀ ନେଲେ ଏମିତି ନିଷ୍ପତ୍ତି

ଜୟପୁର,୧।୭: ରାଜସ୍ଥାନର ପ୍ରତାପଗଡ ଜିଲାରେ ଏ ଅଭାବନୀୟ ଘଟଣା ଘଟିଛି। ଏଠାରେ ରହୁଥିବା ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଏବଂ ପୁଅ ବନ୍ଧକ ରଖିଥିଲେ। ସେ କୁଆଡେ…

3 years ago

ନୂଆ କୃଷି ଆଇନକୁ ସମ୍ପୂର୍ଣ୍ଣ ଖାରଜ କରିବା ସପକ୍ଷରେ ନୁହଁନ୍ତି ଶରଦ

ନୂଆଦିଲ୍ଲୀ,୧ ।୭: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ବେଶ କିଛିଦିନ ହେବ ବିଭିନ୍ନ ରାଜ୍ୟର କୃଷକମାନେ ଆନ୍ଦୋଳନ କରିଥିଲେ ମଧ୍ୟ ଏଯାଏଁ ତା’ର…

3 years ago

‘ଏଭଳି ସଙ୍କଟ ସମୟରେ ରାଜନୀତି ବନ୍ଦ କରନ୍ତୁ’

ନୂଆଦିଲ୍ଲୀ,୧।୭: ଦେଶରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଦ୍ରୁତ କୋଭିଡ ଟିକାକରଣ ଅଭିଯାନ ଚାଲିଛି। ଏଥି ସହିତ ଟିକାକରଣ ସମ୍ବନ୍ଧରେ ଅନେକ ନେତାଙ୍କ ଦାୟିତ୍ୱହୀନ ବିବୃତ୍ତି…

3 years ago

ଡାକ୍ତରଙ୍କ ବଳିଦାନକୁ କୃତଜ୍ଞତା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜାତୀୟ ଡାକ୍ତର ଦିବସ ଅବସରରେ ଡାକ୍ତରଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଡାକ୍ତରମାନଙ୍କୁ ଭଗବାନଙ୍କ ଅନ୍ୟ ଏକ ରୂପ…

3 years ago

ରାଜଧାନୀ ସମେତ ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ଅସହ୍ୟ ଗରମ

ନୂଆଦିଲ୍ଲୀ,୧ ।୭: ଗୋଟିଏ ପଟେ ଦକ୍ଷିଣ ଭାରତରେ ମୌସୁମୀ ପ୍ରବେଶ କରିଥିବା ବେଳେ ଅନ୍ୟପଟେ ଉତ୍ତର ଓ ଉତ୍ତର-ପଶ୍ଚିମ ରାଜ୍ୟରେ ବିଳମ୍ବିତ ମୌସୁମୀ ସାଧାରଣ ଜୀବନ ଉପରେ…

3 years ago

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ଅଜୟ କୋଠିୟାଲ

ଡେରାଡୁନ,୧।୭: ଆମ ଆଦମୀ ପାର୍ଟି(ଏଏପି)ର ବରିଷ୍ଠ ନେତା ତଥା ଅବସରପ୍ରାପ୍ତ କଲୋନେଲ ଅଜୟ କୋଠିୟାଲ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ବତଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ବୋଲି…

3 years ago

ମୁଲାୟମ୍‌ ସିଂ ଅସୁସ୍ଥ

ଲକ୍ଷ୍ନୌ,୧।୭: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି (ଏସ୍‌ପି)ର ପ୍ରତିଷ୍ଠାତା ମୁଲାୟମ୍‌ ସିଂ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଗୁରୁବାର ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି…

3 years ago

ଆସି ନ ପାରେ କରୋନାର ଥାର୍ଡ ୱେଭ: ଗୁଲେରିଆ

ନୂଆଦିଲ୍ଲୀ,୧ ।୭: କରୋନା ମହାମାରୀ ସାରା ବିଶ୍ୱରେ ତାଣ୍ଡବ ରଚିଥିବା ବେଳେ ଭାରତରେ ଏହା ବ୍ୟାପକ କ୍ଷତି ଘଟାଇ ସାରିଲାଣି । ଆଗକୁ ଏହା ଆହୁରି ବୃଦ୍ଧି…

3 years ago

ବିଦେଶରେ ବାସ କରିବା ନିଶା, ୩୬୦୦ ଯୁବକଙ୍କୁ ଠକିଲେଣି କନ୍ୟା…

ଚଣ୍ଡିଗଡ଼,୧।୭: ବିଦେଶରେ ବାସ କରିବା ନିଶାରେ ପଞ୍ଜାବର ୩୬୦୦ ଯୁବକ ଠକାମୀର ଶିକାର ହୋଇଛନ୍ତି। ସେମାନଙ୍କୁ ବିବାହ କରିବାର ଆଶା ଦେଇ କନ୍ୟାମାନେ ଟଙ୍କା ନେଇ ଫେରାର…

3 years ago

ଭାଜପାରେ ଥିବା ବେଳେ ରାହୁଲ ଗାନ୍ଧୀଙ୍କୁ କହୁଥିଲେ ‘ପପ୍ପୁ’; କଂଗ୍ରେସକୁ ଆସି ଛୁଇଁଥିଲେ ସୋନିଆଙ୍କ ପାଦ; ଏବେ…

ଗତ କିଛି ସମୟ ଧରି ଚର୍ଚ୍ଚାରେ ଅଛନ୍ତି ନବଜୋତ ସିଂହ ସିଦ୍ଧୁ। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂହଙ୍କ ସହ ତାଙ୍କର ମନୋମାଳିନ୍ୟ ଖବର ଅନେକଙ୍କୁ ଜଣା।…

3 years ago