ଭୋପାଳ,୧୭।୧୧: ନିର୍ବାଚନ ପ୍ରଚାର ପରେ ଆରମ୍ଭ ହୋଇଯାଇଛି ମତଦାନ ପ୍ରକ୍ରିୟା। ଶୁକ୍ରବାର ମଧ୍ୟପ୍ରଦେଶ ଓ ଛତିଶଗଡରେ ମତଦାନ ହୋଇଛି। ନିର୍ବାଚନ ପ୍ରଚାର ଶାନ୍ତିପୂର୍ଣ୍ଣ ହୋଇଥିବାବେଳେ ଭୋଟିଂ ଦିନ…
ନୂଆଦିଲ୍ଲୀ,୧୭।୧୧: କେବଳ ଦେଶରେ ନୁହେଁ ବିଦେଶରେ ବି ଭାରତୀୟ ଚା’ର ଚାହିଦା କମ ନୁହେଁ। ଧନୀ ହେଉ କି ମଧ୍ୟବିତ୍ତ ହେଉ ଅବା ଗରିବ ସମସ୍ତେ ଚା’ର…
ନୂଆଦିଲ୍ଲୀ,୧୭।୧୧: ଦିଲ୍ଲୀ ବିମାନ ବନ୍ଦରରେ ୩୭ ବର୍ଷ ବୟସ୍କ ଏୟାର ଇଣ୍ଡିଆର ପାଇଲଟ ହୃଦଘାତରେ ପୀଡିତ ହୋଇଥିଲେ। ପାଇଲଟଙ୍କ ମୃତ୍ୟୁ ପରେ ବିମାନ ଚଳାଚଳ ନିୟାମକ ସଂସ୍ଥା…
ରତଲାମ,୧୭।୧୧: ନିର୍ବାଚନରେ ଜିତିବା ଏବଂ ଲୋକଙ୍କ ଆଶୀର୍ବାଦ ପାଇବା ପାଇଁ ପ୍ରାର୍ଥୀମାନେ ବାବା ଏବଂ ଫକିରଙ୍କ ସାହାଯ୍ୟ ମଧ୍ୟ ନେଇଥାନ୍ତି। ମଧ୍ୟପ୍ରଦେଶର ରତଲାମରେ ଭାରତୀୟ ଜାତୀୟ କଂଗ୍ରେସ…
ହାଇଦ୍ରାବାଦ,୧୭।୧୧: ନଭେମ୍ବର ୩୦ରେ ତେଲଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଶୁକ୍ରବାର ତା’ର ଘୋଷଣାପତ୍ର ପ୍ରକାଶ କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଉପସ୍ଥିତିରେ…
ଡେରାଡୁନ୍,୧୭।୧୧: ଉତ୍ତରାଖଣ୍ଡର ନୌନିତାଲରେ ଶୁକ୍ରବାର ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ନୌନିତାଲର ଅଖଳକାଣ୍ଡା ବ୍ଲକର ଛିଡାଖାନା-ରିଠାସାହିବ ମୋଟର ରାସ୍ତାରେ ଏକ ଟ୍ୟାକ୍ସି ଗାଡି ଏକ ଗଭୀର…
ନୂଆଦିଲ୍ଲୀ,୧୭।୧୧: ଡିପ୍ଫେକ୍ ଭିଡିଓ ଉପରେ ଏବେ ଖୁବ ଚର୍ଚ୍ଚା ଚାଲିଥିବା ବେଳେ ଏହା ଉପରେ ବଡ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତୀୟ ସମାଜ ପାଇଁ…
ନୂଆଦିଲ୍ଲୀ,୧୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଇସ୍ରାଏଲ-ହମାସ ଯୁଦ୍ଧ ଯୋଗୁ ଗାଜା ଷ୍ଟ୍ରିପରେ ନିରୀହ ଲୋକଙ୍କ ମୃତ୍ୟୁକୁ ନିନ୍ଦା କରିଛନ୍ତି। ଏହି ଯୁଦ୍ଧ ହେତୁ ପଶ୍ଚିମ ଏସିଆରେ…
ଭୋପାଳ,୧୭।୧୧: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ମତଦାନ ଚାଲିଛି। ଏହି ସମୟରେ କ୍ୟାବିନେଟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଭୋଟ ଦେବା ପାଇଁ ଗ୍ବାଲିଅରରେ ପହଞ୍ଚିଥିଲେ।…
ରାୟପୁର,୧୭ା୧୧: ଛତିଶଗଡରେ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ନକ୍ସଲମାନେ ଶୁକ୍ରବାର ଛତିଶଗଡର ଧାମଟାରୀ ଠାରେ ଆଇଡି ବିସ୍ଫୋରଣ କରିଛନ୍ତି। ଖବର ଅନୁଯାୟୀ, ବିସ୍ଫୋରଣ…