ନୂଆଦିଲ୍ଲୀ,୪ା୧୨(ପି.ଟି.): ଏଥର ବିଧାନସଭା ନିର୍ବାଚନରେ ‘ନନ୍ ଅଫ୍ ଦି ଏବଭ୍’ (ନୋଟା) ବିକଳ୍ପକୁ ଖୁବ୍ କମ୍ ଭୋଟର ବାଛିଛନ୍ତି। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ତେଲଙ୍ଗାନାରେ ନୋଟାକୁ ଯାଇଥିବା…
ନୂଆଦିଲ୍ଲୀ,୪ା୧୨:ଭାଜପା ୩ଟି ରାଜ୍ୟରେ ବିଜୟୀ ହୋଇ ସରକାର ଗଢ଼ିବାକୁ ଯାଉଥିବାବେଳେ ଏହି ଦଳ ଶାସନାଧୀନ ରାଜ୍ୟ ସଂଖ୍ୟା ୧୨କୁ ବୃଦ୍ଧି ପାଇବାକୁ ଯାଉଛି। ଅନ୍ୟପକ୍ଷରେ ଦ୍ୱିତୀୟ ସର୍ବବୃହତ୍…
ନୂଆଦିଲ୍ଲୀ,୪ା୧୨: ତେଲଙ୍ଗାନାରେ କଂଗ୍ରେସକୁ ବିସ୍ମୟକର ଭାବେ ବିଜୟୀ କରାଇ ସୁନୀଲ କନୁଗୋଲୁ ପୁଣିଥରେ ନିଜକୁ ଜଣେ ସଫଳ ନିର୍ବାଚନୀ ରଣନୀତିକାର ଭାବେ ପ୍ରମାଣିତ କରିଛନ୍ତି। କର୍ନାଟକରେ କଂଗ୍ରେସ…
ନୂଆଦିଲ୍ଲୀ, ୪ା୧୨(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ୩ ହିନ୍ଦୀଭାଷୀ ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଭାରତୀୟ ଜନତା ପାର୍ଟି (ଭାଜପା) ବିପୁଳ ବିଜୟ ଲାଭକରି ସରକାର ଗଠନ…
ନୂଆଦିଲ୍ଲୀ,୩।୧୨: ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନ ନିର୍ବାଚନରେ କଂଗ୍ରେସ ଏକ ବଡ଼ ଧରଣର ପରାଜୟର ସମ୍ମୁଖୀନ ହୋଇଛି, ଯାହାକି ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ସେମିଫାଇନାଲ…
ନୂଆଦିଲ୍ଲୀ,୩ା୧୨: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ବିଧାନସଭା ନିର୍ବାଚନ ଫଳାଫଳ ଭାଜପା ସପକ୍ଷରେ ରହିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୬ ତାରିଖରେ ବିରୋଧୀ ଇଣ୍ଡିଆ ମେଣ୍ଟର ବୈଠକ ଅନୁଷ୍ଠିତ…
ନୂଆଦିଲ୍ଲୀ,୩ା୧୨: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ରେ ଭାଜପା ବିଜୟୀ ହୋଇ ସରକାର ଗଢ଼ିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଭାଜପା ଶାସନାଧୀନ ରାଜ୍ୟ ସଂଖ୍ୟା ୧୨କୁ ବୃଦ୍ଧି ପାଇବ। ଅନ୍ୟପକ୍ଷେ…
ରାୟପୁର,୩।୧୨: ଛତିଶଗଡରେ କଂଗ୍ରେସର ପରାଜୟ ହୋଇଥାଇପାରେ ସତ କିନ୍ତୁ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ତାଙ୍କ ଆସନ ବଞ୍ଚାଇବାରେ ସଫଳ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ପୁତୁରା ତଥା ଭାଜପା…
ନୂଆଦିଲ୍ଲୀ,୩।୧୨: ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)ର ବହୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ନରନ୍ଦ୍ର ମୋଦି ଭାଜପା ମୁଖ୍ୟାଳୟ ପହଞ୍ଚିଥିଲେ।…
ଭୋପାଳ,୩।୧୨: ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ୧୬୩ ଆସନରେ ଆଗୁଆ ରହିଛି। ଏପରିକି କଂଗ୍ରେସ ୬୪ ଆସନରେ ଆଗୁଆ ରହିଛି। ଏଭଳି ସ୍ଥିତିରେ…