ଜାତୀୟ

ଏସ୍‌ବିଆଇକୁ ପୁଣି ‘ସୁପ୍ରିମ’ ଝଟ୍‌କା: ବଣ୍ଡ ନମ୍ବର ସହ ସବୁକିଛି ଏସ୍‌ବିଆଇକୁ ଦେବାକୁ ପଡିବ

ନୂଆଦିଲ୍ଲୀ,୧୮ା୩:ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେବା ପାଇଁ ଉଦ୍ଦିଷ୍ଟ ଇଲେକ୍ଟୋରାଲ୍‌ ବଣ୍ଡ୍‌ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରି ନ ଥିବାରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)କୁ ସୋମବାର…

3 years ago

ମେଣ୍ଟ ଚର୍ଚ୍ଚା ମଧ୍ୟରେ ଟିକେଟ୍‌ ପାଇଁ ନେତାଙ୍କ କସରତ, ତୃତୀୟ ତାଲିକାରେ ଓଡ଼ିଶାରୁ ପ୍ରାର୍ଥୀ ଦେବ ଭାଜପା

ଭୁବନେଶ୍ୱର,୧୮।୩: ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଭାଜପା ପ୍ରାର୍ଥୀ ତାଲିକା ପ୍ରସ୍ତୁତିକୁ ନେଇ ଭାଜପା ଘନ ଘନ ବୈଠକ କରୁଛି। ଆଜି ଦିଲ୍ଲୀରେ…

3 years ago

ଭୁଶୁଡିଲା ପାଞ୍ଚ ମହଲା କୋଠା: ମୁଣ୍ଡରେ ବ୍ୟାଣ୍ଡେଜ୍‌ ବାନ୍ଧି ଘଟଣାସ୍ଥଳରେ ପହଞ୍ଚିଲେ ମମତା

କୋଲକାତା,୧୮।୩: ଦକ୍ଷିଣ କୋଲକାତାର ମେଟିଆବ୍ରୁଜରେ ପାଞ୍ଚ ମହଲା ବିଶିଷ୍ଟ ନିର୍ମାଣାଧୀନ କୋଠା ଭୁଶୁଡି ପଡିଛି। ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ପଶ୍ଚିମବଙ୍ଗ ଅଗ୍ନିଶମ ଏବଂ…

3 years ago

ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ଆବେଦନ କରିପାରିବେନି ଏହି ଲୋକ, ଜାଣିନିଅନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୧୮।୩: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାକୁ ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ। ଯାହାକୁ ପରେ ଏହି ଆବେଦନ ଆରମ୍ଭ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ…

3 years ago

ମାଗଣାରେ ମିଳିବ ପ୍ଲଟ୍‌, ନିର୍ବାଚନ ପୂର୍ବରୁ ଏଭଳି ପ୍ରତିଶ୍ରୁତି ଦେଲା କଂଗ୍ରେସ

ଚଣ୍ଡିଗଡ,୧୮।୩: ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ହେବା ସହିତ ସାରା ଦେଶରେ ରାଜନୈତିକ ମହଲ ଗରମ ରହିଛି। ଏଥି ସହିତ ହରିୟାଣାରେ ରାଜନୈତିକ କାର୍ଯ୍ୟ ମଧ୍ୟ…

3 years ago

ଆଜି ଭାଜପାର କୋର କମିଟି ବୈଠକ: ୟୁପି, ଓଡ଼ିଶା, ପଶ୍ଚିମବଙ୍ଗ ଆସନ ଉପରେ ହେବ ନିଷ୍ପତ୍ତି

ନୂଆଦିଲ୍ଲୀ,୧୮।୩: ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରାଯିବା ପରେ ସାରା ଦେଶରେ ରାଜନୈତିକ ଉତ୍ତାପ ତୀବ୍ର ହୋଇଛି। ସମସ୍ତ ଦଳ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଏହି…

3 years ago

ତୃତୀୟ ତାଲିକାରେ ଏହି ସବୁ ବଡ଼ ଚେହେରାଙ୍କ ଟିକେଟ୍‌ କାଟିବ ଭାଜପା

ନୂଆଦିଲ୍ଲୀ,୧୮।୩: ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ଏଭଳି ପରିସ୍ଥିତିରେ ସାରା ଦେଶରେ ରାଜନୈତିକ ଉତ୍ତାପ ତୀବ୍ର ହୋଇଛି ଏବଂ ସମସ୍ତ ଦଳ ପ୍ରସ୍ତୁତିକୁ ଜୋରଦାର…

3 years ago

ନମାଜ ପାଠରୁ ବିଦେଶୀ ଛାତ୍ରଙ୍କୁ ଆକ୍ରମଣ

ଅହମଦାବାଦ/ନୂଆଦିଲ୍ଲୀ,୧୮ା୩: ଅହମଦାବାଦସ୍ଥିତ ଗୁଜରାଟ ବିଶ୍ୱବିଦ୍ୟାଳୟର ‘ଏ’ ବ୍ଲକ୍‌ ହଷ୍ଟେଲରେ ବିଦେଶୀ ଛାତ୍ରମାନେ ନମାଜ ପାଠ କରିବାରୁ ଶନିବାର ବିଳମ୍ବିତ ରାତିରେ ସ୍ଥାନୀୟ ଏକ ଗୋଷ୍ଠୀ ପକ୍ଷରୁ ସେମାନଙ୍କୁ…

3 years ago

ଆଖିବୁଜିଲା ୧୨୫ ବର୍ଷୀୟ କଇଁଛ ‘ଚାଣକ୍ୟ’

ହାଇଦ୍ରାବାଦ,୧୮ା୩: କନ୍ଦମୂଳ ଖାଇବାକୁ ଭଲ ପାଉଥିବା ଗାଲାପାଗୋସ ପ୍ରଜାତିର ବିଶାଳ କଇଁଛ ଚାଣକ୍ୟ ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନରେ ୧୨୫ ବର୍ଷ ବୟସରେ ରବିବାର ମୃତ୍ୟୁବରଣ କରିଛି।…

3 years ago

ରାଏବରେଲୀ-ଅମେଠିରୁ ଲଢ଼ିବେନି ପ୍ରିୟଙ୍କା, ରାହୁଲ

ନୂଆଦିଲ୍ଲୀ,୧୮।୩: ନେହେରୁ-ଗାନ୍ଧୀ ପରିବାରର ସୁରକ୍ଷିତ ଆସନ ରହିଆସିଥିବା ଦୁଇ ସଂସଦୀୟ କ୍ଷେତ୍ର ରାଏବରେଲୀ ଏବଂ ଅମେଠି ଏଥର କଂଗ୍ରେସ ହାତରୁ ଖସିଯାଇପାରେ। କଂଗ୍ରେସ ସଂସଦୀୟ ଦଳ ନେତ୍ରୀ…

3 years ago