ଜାତୀୟ

ଏଣିକି ମହିଳାଙ୍କୁ ‘ଡାର୍ଲିଙ୍ଗ’ କହିଲେ ଯିବେ ଜେଲ୍‌, କୋର୍ଟଙ୍କ ବଡ ରାୟ

କୋଲକତା,୨।୩: ସ୍ତ୍ରୀ ହେଉ କି ଗାର୍ଲଫ୍ରେଣ୍ଡ କିମ୍ବା ଅତି ନିଜର ବନ୍ଧୁଙ୍କୁ ଆମେ ଡାର୍ଲିଙ୍ଗ କହି ସମ୍ବୋଧନ କରିଥାଉ। ଡାର୍ଲିଙ୍ଗ ଡାକରେ ଗୋଟେ ଆପଣାପଣ ଲୁଚି ରହିଥାଏ…

2 years ago

କ’ଣ ଏମିତି କହିଦେଲେ ନୀତିଶ? ଷ୍ଟେଜରେ ହସିଲେ ମୋଦି

ପାଟନା,୨।୩: ବିହାରର ଔରାଙ୍ଗବାଦରେ ଏକ ଜନସଭାକୁ ସମ୍ବୋଧନ କରିବା ସମୟରେ ନୀତିଶ କିଛି ଏପରି କହିଛନ୍ତି ଯାହାକୁ ଶୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟେଜ ଉପରେ ଜୋରରେ…

2 years ago

ଦିଲ୍ଲୀରେ ବଡ ବାଜି ଲଗାଇବ ଭାଜପା, ଲୋକ ସଭା ନିର୍ବାଚନରେ ୨ ଏମପିଙ୍କୁ ମିଳିବ ଟିକେଟ

ନୂଆଦିଲ୍ଲୀ,୨।୩: ଲୋକ ସଭା ନିର୍ବାଚନରେ ଦିଲ୍ଲୀରେ ଏକ ବଡ ବାଜି ଖେଳିବାକୁ ଭାଜପା ପ୍ରସ୍ତୁତ ହେଉଛି। ସୂଚନାନୁସାରେ, ପାର୍ଟି ହାଇକମାଣ୍ଡ ଏଠାରେ ଏକ ବଡ଼ ଅଦଳବଦଳ କରିବାକୁ…

2 years ago

ଜାତି ଆଣ ହିଂସାରେ ବିସ୍ଥାପିତ ଲୋକ ବି ଦେଇପାରିବେ ଭୋଟ୍‌: ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୨।୩: ମଣିପୁରରେ ଜାତି ଆଣ ହିଂସା ହେତୁ ବିସ୍ଥାପିତ ହୋଇଥିବା ଲୋକ ଆସନ୍ତା ଲୋକସଭା ନିର୍ବାଚନରେ ମତଦାନ କରିପାରିବେ। ଏଥିପାଇଁ ବିଭିନ୍ନ ରିଲିଫ କ୍ୟାମ୍ପରେ ମତଦାନ କେନ୍ଦ୍ର…

2 years ago

ତମାଖୁ ବ୍ୟବସାୟୀଙ୍କ ସମ୍ପତ୍ତି ଦେଖି ଲୋକେ ଆଶ୍ଚର୍ଯ୍ୟ, ୬୦ କୋଟିର ଗାଡି, ୩-୪ କୋଟିର ଘଡି

କାନପୁର,୨।୩: ଆୟକର ବିଭାଗ ଟିମ ଗୁରୁବାର (୨9୯ ଫେବୃଆରୀ) ସାରେ କାନପୁରରେ ଅବସ୍ଥିତ ବଂଶିଧର ତମାଖୁ ପ୍ରାଇଭେଟ ଲିମିଟେଡ ଉପରେ ଚଢାଉ କରିଥିଲେ। ମୋଟ ଉପରେ, ଗୁଜୁରାଟ,…

2 years ago

ଅବସର ନେବେ CJI ଚନ୍ଦ୍ରଚୂଡ, ପେନସନ ପାଇବେ ୧୬ଲକ୍ଷ, ମିଳିବ ଏହିସବୁ ସୁବିଧା

ନୂଆଦିଲ୍ଲୀ,୨।୩: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଡି ଓ୍ବାଇ ଚନ୍ଦ୍ରଚୂଡ। ଦେଶର ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ ଚଳିତ ବର୍ଷ…

2 years ago

ଦୋକାନରେ ବିଦେଶିନୀଙ୍କୁ ଗଣବଳାତ୍କାର, ୩ ଅଟକ

ରାଞ୍ଚି,୨।୩: ଝାଡ଼ଖଣ୍ଡର ଡୁମକା ସହରର ହାନସଡିହା ପୋଲିସ ଷ୍ଟେଶନରେ ଶୁକ୍ରବାର (ମାର୍ଚ୍ଚ ୧) ବିଳମ୍ବିତ ରାତିରେ ଜଣେ ସ୍ପେନୀୟ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିଲା। ଏହି ପ୍ରସଙ୍ଗରେ ଡୁମକା…

2 years ago

ଏହି ସବୁ ଆପ୍‌କୁ ପ୍ଲେ ଷ୍ଟୋରରୁ ହଟାଇଲା ଗୁଗଲ, ଲିଷ୍ଟରେ ରହିଛି ଭରତ ମାଟ୍ରିମୋନି ଭଳି ଲୋକପ୍ରିୟ ଆପ୍‌

ନୂଆଦିଲ୍ଲୀ,୨।୩: ଗୁଗଲ ଶୁକ୍ରବାର ଭାରତର ୧୦ଟି କମ୍ପାନିର ଆପକୁ ଗୁଗଲ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି। ଯେଉଁଥିରେ ଭରତ ମାଟ୍ରିମୋନି ଭଳି କେତେକ ଲୋକପ୍ରିୟ ମାଟ୍ରିମୋନି ଆପ…

2 years ago

ଅତ୍ୟାଚାରର ଦ୍ୱିତୀୟ ନାମ ଟିଏମସି, ମମତାଙ୍କ ଗଡ଼ରେ ଗର୍ଜିଲେ ମୋଦି

କୋଲକାତା,୨।୩: ଲୋକ ସଭା ନିର୍ବାଚନ ପୂର୍ବରୁ ବଙ୍ଗଳା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡା ଟାର୍ଗେଟ କରିଛନ୍ତି। କୃଷ୍ଣନଗରରେ ଏକ ସାଧାରଣ ସଭାକୁ…

2 years ago

ଶାହା, ରାଜନାଥଙ୍କ କାର୍‌ର ନମ୍ବର ପ୍ଲେଟ୍‌ରେ ‘CAA’, ଫଟୋ ଭାଇରାଲ

ନୂଆଦିଲ୍ଲୀ,୨।୩: ଲୋକ ସଭା ନିର୍ବାଚନ ପୂର୍ବରୁ ଦେଶରେ ପୁଣି ଥରେ ସିଏଏ ଆଇନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭାଜପା ନିର୍ବାଚନ କମିଟି ବୈଠକରେ ପହଞ୍ଚିଥିବା ସ୍ବରାଷ୍ଟ୍ର…

2 years ago