ରଥଯାତ୍ରା ଉପଲକ୍ଷେ ଓଟିଡିସି ନିମନ୍ତ୍ରଣ ପକ୍ଷରୁ ଓଡ଼ିଆ ସାତ୍ତ୍ୱିକ ଆହାର, ପ୍ଲେଟ୍ର ଦାମ୍ ରହିଛି…
ଭୁବନେଶ୍ୱର,୧୯ା୬(ବନ୍ଦନା ସେଠୀ): ରଥଯାତ୍ରା ଉପଲକ୍ଷେ ଓଟିଡିସି ନିମନ୍ତ୍ରଣ ପକ୍ଷରୁ ସ୍ବତନ୍ତ୍ର ଭେଜିଟେରିଆନ ପ୍ଲେଟ୍ର ବ୍ୟବସ୍ଥା କରାଯାଇଛି। ଯାତ୍ରା ସମୟରେ ଯେଉଁମାନେ ଓଡ଼ିଆ ସାତ୍ତ୍ୱିକ ଆହାର ଖାଇବାକୁ ଚାହୁଁଥିବେ ସେମାନେ ଏଠାକୁ ଆସି ଖାଇପାରିବେ। ଗୋଟେ ପ୍ଲେଟ୍ର ଦାମ ୫୪୯ ଟଙ୍କା ରହିଛି।…
ରାଜଧାନୀରେ ପୁଣି ମାତିଲେ ଲୁଟେରା, ବନ୍ଧୁକ ଦେଖାଇ ଘର ଆଗରୁ ଛଡ଼ାଇନେଲେ ସୁନାଚେନ୍
ଭୁବନେଶ୍ୱର,୧୯ା୬(ସୁନିତ୍ ମିଶ୍ର): ରାଜଧାନୀରେ ପୁଣି ମାତିଲେ ଲୁଟେରା। ଘର ଆଗରେ ଛିଡ଼ା ହୋଇଥିବା ବେଳେ ରବିବାର ବିଳମ୍ବିତ ରାତିରେ ୩ ଜଣ ଯୁବକ ବାଇକ୍ରେ ଆସି ସୁନା ଚେନ୍ ଓ ବ୍ରେସଲେଟ୍ ନେଇ ପଳାଇଛନ୍ତି। ବିରୋଧ କରିବାରୁ ବନ୍ଧୁକ ଦେଖାଇ ମାରିବାକୁ…
ବିଦ୍ୟୁତ୍ କାଟ୍ ପ୍ରତିବାଦରେ ଗ୍ରୀଡ୍କୋ ଅଫିସକୁ କଂଗ୍ରେସର ଅଣ୍ଡା, ଟମାଟୋ ମାଡ଼
ଭୁବନେଶ୍ୱର,୧୯ା୬(ସୁନିତ୍ ମିଶ୍ର): ଅଘୋଷିତ ବିଦ୍ୟୁତ୍ କାଟ୍ ଏବଂ ଲୋ-ଭୋଲ୍ଟେଜ ସମସ୍ୟା ପ୍ରତିବାଦରେ ସୋମବାର କଂଗ୍ରେସ ପକ୍ଷରୁ ଗ୍ରୀଡ୍କୋ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ କଂଗ୍ରେସ କର୍ମୀମାନେ ଗ୍ରୀଡ୍କୋ ଅଫିସକୁ ଅଣ୍ଡା, ଟମାଟୋ ମାଡ଼ କରିଛନ୍ତି। ପିସିସି ସଭାପତି ଶରତ…
ରାଜଧାନୀରେ ଅଗ୍ନିକାଣ୍ଡ
ଭୁବନେଶ୍ୱର,୧୯ା୬(ସୂର୍ଯ୍ୟକାନ୍ତ ବେହେରା): ସହିଦନଗର ଥାନା ଅନ୍ତର୍ଗତ ଭବାନୀ ମଲ୍ ନିକଟରେ ଥିବା ଏକ ବାର୍ରେ ଅଗ୍ନିକାଣ୍ଡ ଘଟିଛି। ଶଟ୍ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ତେବେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏଥିସହ ବାର୍ ଭିତରେ ଫସି…
ବିବାଦରେ ‘ଆଦିପୁରୁଷ’, ବଦଳିବ ଡାଇଲଗ୍
ଭୁବନେଶ୍ୱର,୧୯।୬(ଶର୍ମିଷ୍ଠା ପାଣିଗ୍ରାହୀ): ରାମାୟଣ କଥାବସ୍ତୁକୁ ନେଇ ଭିନ୍ନ ଭାବେ ପ୍ରସ୍ତୁତ ଚଳଚ୍ଚିତ୍ର ‘ଆଦିପୁରୁଷ’ ଏବେ ବିବାଦରେ ଛନ୍ଦି ହୋଇଯାଇଛି। ହିନ୍ଦୀ, ତେଲୁଗୁ ଆଦି ବିଭିନ୍ନ ଭାଷାରେ ରିଲିଜ୍ ହୋଇଥିବା ଏହି ଚଳଚ୍ଚିତ୍ରରେ ରହିଥିବା ଚରିତ୍ରର ବେଶଭୂଷା, ଡାଇଲଗ୍ ଓ ତଥ୍ୟକୁ ନେଇ…
ଆକ୍ରୋଶମୂଳକ ରାଜନୀତିକୁ ମୁଖ୍ୟ ଅସ୍ତ୍ର କରିଛି ବିଜେଡି: ଭାଜପା
ଭୁବନେଶ୍ବର, ୧୯ା୬(ସୁନିତ୍ ମିଶ୍ର): ଦୀର୍ଘ ୨୩ ବର୍ଷ ଧରି ନିରୁଙ୍କଶ ଶାସନରେ ଥିବା ବିଜେଡି ସରକାର ଅମଳରେ ରାଜ୍ୟର ଜମି, ପାଣି, ଜଙ୍ଗଲ, ଖଣିଜକୁ ବେଆଇନ ଭାବେ ବିକ୍ରି କରିଦେଇ ବିଜେଡିର ମନ୍ତ୍ରୀ ଓ ନେତାମାନେ ଓଡ଼ିଶାକୁ ଖାଇଗଲେଣି। ରାଜ୍ୟର ଶାସନ…
ଆଜି କଂଗ୍ରେସର ଗ୍ରୀଡ୍କୋ ଅଫିସ୍ ଘେରାଉ, ରାଜ୍ୟପାଳଙ୍କୁ ଦାବିପତ୍ର ଦେବ ଭାଜପା
ଭୁବନେଶ୍ବର, ୧୯ା୬(ସୁନିତ୍ ମିଶ୍ର): ବାରମ୍ବାର ବିଦ୍ୟୁତ୍ କାଟ ଏବଂ ଅହେତୁକ ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ସୋମବାର କଂଗ୍ରେସ ପକ୍ଷରୁ ରାଜ୍ୟ ଗ୍ରୀଡ୍କୋ ଅଫିସ ଘେରାଉ କରାଯିବ ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି…
ଘୋଷଯାତ୍ରାର ହେବ ସିଧାପ୍ରସାରଣ
ଭୁବନେଶ୍ବର, ୧୯ା୬(ସୁନିତ୍ ମିଶ୍ର): ପବିତ୍ର ଘୋଷଯାତ୍ରା ଅବସରରେ ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱର ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ସହଯୋଗରେ ଘୋଷଯାତ୍ରାର ସିଧାପ୍ରସାରଣର ବ୍ୟବସ୍ଥା କରାଯାଇଛି। ଉନ୍ନତମାନର ଅତ୍ୟାଧୁନିକ ପ୍ରସାରଣ ଉପକରଣ ଦ୍ୱାରା ହାଇ-ରିଜଲ୍ୟୁସନ୍ ଚିତ୍ର ଉତ୍ତୋଳନ କରାଯାଇ ଅଗଣିତ ଦର୍ଶକଙ୍କ…
ଆଜିଠୁ ତିନିଦିନିଆ ଓଡ଼ିଶା ଗସ୍ତରେ ରେଳମନ୍ତ୍ରୀ
ଭୁବନେଶ୍ୱର,୧୯।୬(ଅଭିଜିତ ଦାସ): ସୋମବାରଠାରୁ ତିନିଦିନିଆ ଗସ୍ତରେ ଓଡିଶା ଆସୁଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାକୁ ଦୃଷ୍ଟିରେ ରଖି ସନ୍ଧ୍ୟାରେ ପୁରୀ ରେଳ ଷ୍ଟେଶନର ନିରୀକ୍ଷଣ କରିବା ସହ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀଙ୍କ ଲାଗି ହୋଇଥିବା ବିଭିନ୍ନ…
ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବେ ବନ କର୍ମଚାରୀ
ଭୁବନେଶ୍ୱର,୧୯।୬(ଅଭିଜିତ ଦାସ): ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା ବନ କର୍ମଚାରୀମାନେ ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛନ୍ତି। କେତେବେଳେ ଶିକାରୀ ତ ଆଉ କେତେବେଳେ କାଠ ଚୋରଙ୍କ ଆକ୍ରମଣ ଓ ହତ୍ୟାର ଶିକାର ହେଉଛନ୍ତି। ବିଶେଷକରି ଶିମିଳିପାଳରେ ଗତ ମେ’ ୨୪ରେ ବନରକ୍ଷୀ…
ନିଯୁକ୍ତି ପାଇବେ ୧୬୦ ଓଡ଼ିଶା ଶିକ୍ଷା ସେବା ଅଧିକାରୀ
ଭୁବନେଶ୍ୱର,୧୯ା୬(ଅନୁରାଧା ମହାରଣା): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୧୬୦ଜଣ ଓଡ଼ିଶା ଶିକ୍ଷା ସେବା ଅଧିକାରୀ ନିଯୁକ୍ତି ପାଇବେ। ରବିବାର ଭୁବନେଶ୍ୱରସ୍ଥିତ କୃଷିଭବନ ସମ୍ମିଳନୀ କକ୍ଷରେ ଏମାନଙ୍କ ପାଇଁ ଏକ କାଉନ୍ସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓପିଏସ୍ସି ଦ୍ୱାରା ମନୋନୀତ ୧୬୦…
ରଥଯାତ୍ରା ଉପଲକ୍ଷେ ପୁରୀରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଜାରି ହେଲା ନିର୍ଦ୍ଦେଶନାମା
ଭୁବନେଶ୍ୱର,୧୮ା୬(ଅସମାପିକା ସାହୁ): ଆସନ୍ତା ୨୦ ତାରିଖ ମଙ୍ଗଳବାର ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୁରୀ ସହରରେ କିପରି ଟ୍ରାଫିକ ନିୟନ୍ତ୍ରଣ ସୁରୁଖୁରୁ ହେବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ୪୪…
Archives


