ନିଖୋଜ ଦିବ୍ୟାଙ୍ଗ ପୁଅ ଫଟୋ ଧରି ଗଞ୍ଜାମରୁ ଭୁବନେଶ୍ୱର
ଭୁବନେଶ୍ୱର,୨୭।୬(ସୂର୍ଯ୍ୟକାନ୍ତ ବେହେରା): ୬ଦିନ ହେବ ଦିବ୍ୟାଙ୍ଗ ପୁଅ ଘରୁ କେଉଁଆଡେ ପଳାଇଛନ୍ତି। ହେଲେ ପୁଅକୁ ଖୋଜି ଖୋଜି ଶ୍ରମିକ ଦମ୍ପତି ଗଞ୍ଜାମରୁ କଟକ ଓ ଏବେ ଭୁବନେଶ୍ୱରର ଗଳିକନ୍ଦି ବୁଲି ଖୋଜୁଛନ୍ତି। ପୁଅର ଫଟୋ ଦେଖାଇ ଲୋକଙ୍କୁ ନେହୁରା ବି ହେଉଛନ୍ତି।…
ଭାଜପା ମିଛିମିଛିକା ବିରୋଧ କରୁଛି: କଂଗ୍ରେସ
ଭୁବନେଶ୍ବର, ୨୭ା୬(ସୁନିତ୍ ମିଶ୍ର): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫-ଟି) ଭି.କେ. ପାଣ୍ଡିଆନଙ୍କ ବିଭିନ୍ନ ଜିଲା ଗସ୍ତ ସମ୍ପର୍କିତ କାର୍ଯ୍ୟକ୍ରମକୁ ନେଇ ବିରୋଧୀ ବାରମ୍ବାର ପ୍ରଶ୍ନ ଉଠାଉଛନ୍ତି। ଜଣେ ସଚିବସ୍ତରୀୟ ଅଧିକାରୀଙ୍କ ଲାଗି ବ୍ୟାପକ ସରକାରୀ ଏବଂ ପୋଲିସ୍ ସୁରକ୍ଷା ବ୍ୟବସ୍ଥାକୁ ନେଇ…
ଜନ୍ମମାଟିର ବିକାଶ ପାଇଁ ଧର୍ମେନ୍ଦ୍ର କିଛି କରିନାହାନ୍ତି: ବିଜେଡି
ଭୁବନେଶ୍ୱର,୨୭ା୬(ଅନିଲ ଦାସ): ଜନ୍ମମାଟି ଢେଙ୍କାନାଳ ଓ ଅନୁଗୋଳରବିକାଶକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ଟାର୍ଗେଟ କରିଛି। ଗତ ୯ ବର୍ଷର କେନ୍ଦ୍ରମନ୍ତ୍ରିତ୍ୱ କାଳରେ ଏହି ଦୁଇଜିଲା ପାଇଁ ଧର୍ମେନ୍ଦ୍ର କିଛି କରି ନାହାନ୍ତି ବୋଲି ଢେଙ୍କାନାଳ ଏମ୍ପି ମହେଶ ସାହୁ…
୨୯ ଯାଏ ବର୍ଷିବ
ଭୁବନେଶ୍ୱର,୨୭ା୬(ଅନିଲ ଦାସ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏଥିସହିତ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନାଅନୁଯାୟୀ ଗତ ୨୪…
ରବିବାର ଖୋଲାରହିବ ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ର
ଭୁବନେଶ୍ବର, ୨୭ା୬(ସୁନିତ୍ ମିଶ୍ର): ରାଜ୍ୟରେ ବିଭିନ୍ନ ଡାକ୍ତରଖାନା ପରିସର ବା ନିକଟରେ ଥିବା ଆହାର କେନ୍ଦ୍ରଗୁଡିକ ଏଣିକି ରବିବାର ଖୋଲା ରହିବ। ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ସମସ୍ତ ମହାନଗର ନିଗମ କମିଶନର ତଥା ସିଟି…
୩୨ କେନ୍ଦ୍ରରେ ହେବ ଯୁକ୍ତ୨ ଇନ୍ଷ୍ଟାଣ୍ଟ ପରୀକ୍ଷା
ଭୁବନେଶ୍ୱର,୨୭ା୬(ଅନୁରାଧା ମହାରଣା): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ଗୋଟିଏ ବିଷୟରେ ଫେଲ୍ ହୋଇଥିବା ଛାତ୍ରୀଛାତ୍ରଙ୍କ ପାଇଁ ଜୁଲାଇ ୧୩ ଓ ୧୪ରେ ଇନ୍ଷ୍ଟାଣ୍ଟ ପରୀକ୍ଷା ଅନୁଷ୍ଠିତ ହେବ। ୧୩ ତାରିଖ…
ବିବାଦ ପରେ ସାମ୍ନାକୁ ଆସିଲା ମୁଖ୍ୟମନ୍ତ୍ରୀଙ୍କ ଅଡିଓ ରେକର୍ଡିଂ
ଭୁବନେଶ୍ବର, ୨୭ା୬(ସୁନିତ୍ ମିଶ୍ର): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ଭି.କେ. ପାଣ୍ଡିଆନ ରାଜ୍ୟର ବିଭିନ୍ନ ଜିଲାକୁ ଯିବା, ସାଧାରଣ ସଭା କରିବା, ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ମିଳିବାକୁ ନେଇ ବିବାଦ ବଢ଼ିବା ପରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି।…
ଯାଞ୍ଚ ହେଉନି: ଗଡୁଛି ବହୁ ପୁରୁଣା ଗାଡ଼ି
ଭୁବନେଶ୍ୱର,୨୬ା୬(ଅନିଲ ଦାସ): ରାଜ୍ୟରେ ଅନେକ ବସ୍, ଟ୍ରକ୍ ସମେତ ବିଭିନ୍ନ କିସମର ଗାଡ଼ି ବିନା ଫିଟନେସ୍, ପରମିଟ ଓ ବୀମାରେ ଗଡ଼ୁଛି। ଯାତ୍ରୀଙ୍କୁ ନେଉଥିବା ଘରୋଇ ବସ୍ଗୁଡିକରେ ମଧ୍ୟ ଅନୁରୂପ ଅବସ୍ଥା, ଯାହାକି ଯାତ୍ରୀଙ୍କ ପାଇଁ ପ୍ରାଣଘାତକ ହେଉଛି। ରାଜ୍ୟରେ ଏଭଳି…
ଯୁକ୍ତ୨ ନାମଲେଖା ଆବେଦନ ଅବଧି ପୁଣି ବଢ଼ିଲା
ଭୁବନେଶ୍ୱର,୨୬ା୬(ଅନୁରାଧା ମହାରଣା)- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଉଚ୍ଚ ମାଧ୍ୟମିକ ବିଧ୍ୟାଳୟଗୁଡ଼ିକରେ ଏକାଦଶ ବା ଯୁକ୍ତ୨ ନାମଲେଖା ପାଇଁ ଆବେଦନ ଅବଧି ଦ୍ୱିତୀୟଥର ପାଇଁ ବୃଦ୍ଧି କରାଯାଇଛି। ଛାତ୍ରୀଛାତ୍ର ଜୁନ୍ ୨୬ ପରିବର୍ତ୍ତେ ୩୦ ତାରିଖ ପର୍ଯ୍ୟନ୍ତ ସାମ୍ସ…
ଏଣିକି ରବିବାର ଖୋଲା ରହିବ ଆହାରକେନ୍ଦ୍ର
ଭୁବନେଶ୍ୱର,୨୬।୬: ରାଜ୍ୟର ଡାକ୍ତରଖାନା ପରିସରରେ ଅଥବା ନିକଟରେ ଥିବା ଆହାର କେନ୍ଦ୍ରଗୁଡିକ ରବିବାରରେ ଖୋଲା ରହିବ । ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ସମସ୍ତ ମହାନଗର ନିଗମ କମିଶନର ତଥା ସିଟି ଆହାର ସମିତି ସଭାପତି…
ମୌସୁମୀ ସକ୍ରିୟ: ଅନୁଗୋଳ ଜିଲାରେ ସର୍ବାଧିକ ବର୍ଷା ରେକର୍ଡ
ଭୁବନେଶ୍ୱର ୨୬।୦୬(ଅନିଲ ଦାସ): ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧. ୭ମିମି ବର୍ଷା ରେକର୍ଡ କରାଯାଇଛି । ସ୍ବାଭାବିକ ବର୍ଷା ୮.୬ ମିମି ତୁଳନାରେ ଏହା ୨୬୯ ପ୍ରତିଶତ ଅଧିକ। ବଙ୍ଗୋପସାଗରରେ ଲଘୁଚାପର ପ୍ରଭାବରେ…
୫ ନାଗାବାବାଙ୍କୁ ଉଠାଇନେଲା ପୋଲିସ
ଭୁବନେଶ୍ୱର,୨୬ା୬(ସୂର୍ଯ୍ୟକାନ୍ତ ବେହେରା): ମଞ୍ଚେଶ୍ବର ପୋଲିସ ୫ ସନ୍ଦିଗ୍ଧ ନାଗା ବାବାଙ୍କୁ ଅଟକ ରଖିଛି। ମଞ୍ଚେଶ୍ବର ଅଞ୍ଚଳରେ ବୁଲୁଥିବା ବେଳେ ସୋମବାର ଏହି ୫ ଜଣଙ୍କୁ ଉଠାଇ ନେଇଛି ପୋଲିସ। ବାବା ବେଶ ହୋଇ ଏମାନେ ଲୁଟ୍ କରୁଥିବା ସନ୍ଦେହରେ ପୋଲିସ ଉଠାଇଆଣିଛି।…
Archives


