ମେଟ୍ରୋ

ବିନା ମାଟିରେ କେଶର ଚାଷ

ଭୁବନେଶ୍ୱର,୧୨।୧୧(ଅନୁରାଧା ମହାରଣା)ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଜଗନ୍ନାଥ ବିହାର ଅଞ୍ଚଳର ସୁବ୍ରତ କୁମାର ମହାନ୍ତି ବିନା ମାଟିରେ ସାଫ୍ରନ୍‌(କେଶର) ଚାଷ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି। ଇରାନ୍‌ରେ ବିଶ୍ୱରେ ସର୍ବାଧିକ କେଶର ଚାଷ କରାଯାଏ। ଭାରତରେ କଶ୍ମୀରକୁ ବାଦ୍‌ ଦେଲେ ଅନ୍ୟ ଅଞ୍ଚଳରେ ଏହି…

୩୩ ମହିଳାକର୍ମୀଙ୍କୁ ଗୁରୁଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର,୧୧ା୧୧: ଆଉ କିଛି ମାସ ପରେ ରାଜ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ସାଙ୍ଗଠନିକ ସ୍ଥିତିକୁ ମଜଭୁତ କରିବାକୁ ବିଜେଡି ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ବିଜୁ ଯୁବ ଜନତା ଦଳ ପକ୍ଷରୁ ୩୩ ଜଣ ମହିଳାଙ୍କୁ ସଙ୍ଗଠନର…

ଓଡ଼ିଶାରେ ପ୍ରଥମ ଘଟଣା: ନିଶାଦ୍ରବ୍ୟ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ନାବାଳକ

ଭୁବନେଶ୍ୱର,୧୧ା୧୧: ନିଶାଦ୍ରବ୍ୟ ଜବତ ମାମଲାରେ ଖୋର୍ଦ୍ଧା ଜୁଭେନାଇଲ ଜଷ୍ଟିସ ବୋର୍ଡ କୋର୍ଟରେ ରାୟ ପ୍ରକାଶ ପାଇଛି। ବିଚାରପତି ଚିନ୍ମୟ ରଥ ଏହି ମାମଲାର ବିଚାର କରି ଜଣେ ନାବାଳକଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଶୁଣାଇଛନ୍ତି। ଏହି ଅପରାଧ ପାଇଁ ନାବାଳକଙ୍କୁ…

୧୪ରେ ଲଘୁଚାପ

ଭୁବନେଶ୍ୱର ୧୧।୧୧: ଆସନ୍ତା ୧୪ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ୧୬ ତାରିଖ ବେଳକୁ କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବଙ୍ଗୋପସାଗର…

ଏଣିକି ଯାତ୍ରୀବାହୀ ବସ୍‌ରେ ବାଣ ନେଉଥିଲେ ହୋଇଯାନ୍ତୁ ସାବଧାନ

ଭୁବନେଶ୍ୱର,୧୧।୧୧: ଏଣିକି ଯାତ୍ରୀବାହୀ ବସ୍‌ରେ ବାଣ ନେଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏ ନେଇ ଚେତାବନୀ ଦିଆଯାଇଛି। ଶନିବାର ଭୁବନେଶ୍ୱର ଡେପୁଟି ଅଗ୍ନିଶମ ଅଧିକାରୀ ଅବନୀ ସ୍ବାଇଁ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି। ପଶ୍ଚିମବଙ୍ଗର ଖଡ଼ଗ୍‌ପୁର ବସ୍‌ରେ ଶନିବାର ରାତିରେ ଘଟିଥିବା…

ବଲିଉଡ୍‌ ଫ୍ୟାଶନ ଡିଜାଇନର, ଓଲିଉଡ୍‌ର ପ୍ରଯୋଜିକା

ଭୁବନେଶ୍ୱର,୧୧।୧୧(ଶର୍ମିଷ୍ଠା ପାଣିଗ୍ରାହୀ): ସ୍ବପ୍ନ ପୂରଣ ପାଇଁ ବେଳେବେଳେ ଉପଯୁକ୍ତ ସମୟକୁ ଅପେକ୍ଷା କରିବାକୁ ପଡ଼େ। ମାତ୍ର ନିଜର ସ୍ବପ୍ନ ଓ ଆଶାକୁ ଅନ୍ୟର ଇଚ୍ଛାଶକ୍ତି ଆଗରେ ଜଣେ ପ୍ରକୃତ ଉଚ୍ଚାଭିଳାଷୀ ମଣିଷ ହିଁ ହାର ମାନିବାକୁ ଦେଇ ନ ଥାଏ। ତେବେ…

ଟୁଇନ୍‌ସିଟିରେ ରାତି ୧୦ଟା ପରେ ବାଣ ଫୁଟାଇବା ମନା

ଭୁବନେଶ୍ୱର,୧୧।୧୧(ସୂର୍ଯ୍ୟକାନ୍ତ ବେହେରା): ବାୟୁ ଓ ଶବ୍ଦ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସାରା ଦେଶରେ ବାଣ ଫୁଟାଇବା ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ଏହାକୁ ନିୟନ୍ତ୍ରଣ କରିବାକୁ ଆବଶ୍ୟକ ପଦକ୍ଷେପ ନେବା ଲାଗି ପରାମର୍ଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ପରାମର୍ଶ…

ବିକାଶର ଇତିହାସ ଲେଖୁଛି ‘ଆମ ଓଡ଼ିଶା ନବୀନ ଓଡ଼ିଶା’

ଭୁବନେଶ୍ୱର,୧୧ା୧୧(ଅନିଲ ଦାସ): ସବୁ ପଞ୍ଚାୟତରେ ପହଞ୍ଚିଲା ‘ଆମ ଓଡ଼ିଶା ନବୀନ ଓଡ଼ିଶା’। ରାଜ୍ୟ ସରକାରଙ୍କ ଗ୍ରାମାଭିମୁଖୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଉଦ୍‌ଘାଟନ ଶୁକ୍ରବାର ଶେଷ ହୋଇଛି। ଅକ୍ଟୋବର ୧୦ରୁ ଆରମ୍ଭ ହୋଇ ନଭେମ୍ବର ୧୦ରେ ରେକର୍ଡ ୧୩…

‘ଓଡ଼ିଶା ମିଲେଟ୍‌ ମିଶନ ବିଶ୍ୱ ମଡେଲ’

ଭୁବନେଶ୍ୱର,୧୧।୧୧(ଶର୍ମିଷ୍ଠା ପାଣିଗ୍ରାହୀ): ମିଲେଟ୍‌ସ ଆମ ଭାରତର ପାରମ୍ପରିକ ଖାଦ୍ୟ। ଶୁଷ୍କ ଅଞ୍ଚଳରେ ବହୁ କମ୍‌ ରାସାୟନିକ ସାର ବ୍ୟବହାରରେ ମିଲେଟ ଚାଷ ହୋଇଥାଏ। ଚାଉଳ ଓ ଗହମ ତୁଳନାରେ ଏଥିରେ ଅଧିକ ସୂକ୍ଷ୍ମ ପୋଷକତତ୍ତ୍ବ ରହିଛି ଏବଂ ପ୍ରୋଟିନ୍‌ର ମାତ୍ରା ମଧ୍ୟ…

କୋଟିପତିି ଆୟୁର୍ବେଦ କଲେଜ ଅଧ୍ୟକ୍ଷ ଗିରଫ: ଆୟଠାରୁ ୧୧୩ ପ୍ରତିଶତ ଅଧିକ ସମ୍ପତ୍ତି ଠାବ

ଭୁବନେଶ୍ୱର,୧୦।୧୧ (ସତ୍ୟଜିତ୍‌ ରାଉତ): ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲା ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ହସ୍ପିଟାଲ ଅଧ୍ୟକ୍ଷ ସୁଦର୍ଶନ ବେହେରାଙ୍କୁ ଶୁକ୍ରବାର ଭିଜିଲାନ୍ସ ଗିରଫ କରିଛି। ଭିଜିଲାନ୍ସ ପକ୍ଷରୁ ହୋଇଥିବା ଚଢ଼ାଉରେ ସୁଦର୍ଶନଙ୍କ ବିପୁଳ ଆୟବହିର୍ଭୂତ ସମ୍ପତ୍ତି…

ଆଳୁ-ପିଆଜ ବୋଝେଇ ଗାଡିରେ ଆଣୁଥିଲେ ବ୍ରାଉନସୁଗାର

ଭୁବନେଶ୍ୱର,୧୦।୧୧(ସୂର୍ଯ୍ୟକାନ୍ତ ବେହେରା) : ଭୁବନେଶ୍ୱରରେ ଦୀର୍ଘଦିନ ଧରି ବେଆଇନ ଭାବେ ନିଶାଦ୍ରବ୍ୟ କାରବାର କରୁଥିବା ୨ ନିଶା ବେପାରୀଙ୍କୁ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ ଗ୍ରାହକ ସାଜି ଧରିବାରେ ସଫଳ ହୋଇଛି। ଏହାସହ ସେମାନଙ୍କଠାରୁ ୧ କେଜି ୧୨ ଗ୍ରାମ…

୧୫ରେ ଲଘୁଚାପ: ଉପକୂଳ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୦ା୧୧(ଅନିଲ ଦାସ): ଆସନ୍ତା ୧୩ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ। ୧୫ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବ। ଏହା ଡିପ୍‌ ଡିପ୍ରେସନ(ଅବପାତ)ରେ ପରିଣତ ହୋଇ ଉତ୍ତର ଦିଗକୁ ଗତିକରି ଓଡ଼ିଶା ଉପକୂଳମୁହାଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri