ମେଟ୍ରୋ

ବ୍ୟକ୍ତି ନୁହେଁ, ବହି ପୁରସ୍କୃତ ହେଲେ ପୁରସ୍କାରର ମର୍ଯ୍ୟାଦା ବଢ଼ିବ

ଶାରଳା ପୁରସ୍କାର ପାଇଁ ଚଳିତବର୍ଷ ବିଶିଷ୍ଟ ସାହିତି୍ୟକ ଭୀମ ପୃଷ୍ଟି ମନୋନୀତ ହୋଇଛନ୍ତି। ୨୦୧୭ ମସିହାରେ ପ୍ରକାଶିତ ତାଙ୍କ ଉପନ୍ୟାସ ‘ଜମ୍ବୁଲୋକ’ ପାଇଁ ତାଙ୍କୁ ଏହି ପୁରସ୍କାର ମିଳୁଛି। ଯାଜପୁର ଜିଲା ଧର୍ମଶାଳା କଏମାରେ ୧୯୫୯ ଜାନୁୟାରୀ ୧୧ରେ ଜନ୍ମ...

ତୁଷାରଙ୍କ ‘ଟାଇପୋଗ୍ରାଫି’ରେ ସେଲିବ୍ରିଟିଙ୍କ ଚିତ୍ର

ଭୁବନେଶ୍ୱର,୧୬ା୧୦(ଅନୁରାଧା ମହାରଣା): ଅନେକ ସେଲିବ୍ରିଟି ଓ ରାଜନେତାଙ୍କୁ ସେମାନଙ୍କ ଚିତ୍ର ଆଙ୍କି ଉପହାର ଦିଅନ୍ତି ନିଆରା ଶିଳ୍ପୀ ତୁଷାର ବେହେରା। ତେବେ ସେ ଆଙ୍କୁଥିବା ଚିତ୍ରଗୁଡ଼ିକର ସ୍ବତନ୍ତ୍ରତା ରହିଛି। ଟାଇପୋଗ୍ରାଫିରେ ଚିତ୍ରଗୁଡ଼ିକ ପ୍ରସ୍ତୁତ କରାଯାଇଥାଏ। ଜଣେ ବ୍ୟକ୍ତି ବା ବସ୍ତୁର...

ସୁଶ୍ରୀତାଙ୍କ ‘ଡୁଡୁଲ ଆର୍ଟରେ’ ଓଡ଼ିଶାର ମନ୍ଦିର

ଭୁବନେଶ୍ୱର ନୀଳାଦ୍ରି ବିହାର ଅଞ୍ଚଳର ସୁଶ୍ରୀତା ସାମନ୍ତରାୟ ଆଉ ଜଣେ ନିଆରା ଶିଳ୍ପୀ। ଡୁଡୁଲ୍‌ ଆର୍ଟ ବା ମାଇକ୍ରୋ ଆର୍ଟ ଏବଂ ଡିଜିଟାଲ ଟାଇପୋଗ୍ରାଫିରେ ଚିତ୍ରକଳା ପ୍ରସ୍ତୁତ କରି ପ୍ରଶଂସା ସାଉଣ୍ଟିବାରେ ଲାଗିଛନ୍ତି। ବିଭିନ୍ନ ପ୍ରକାର ଚିତ୍ର ପ୍ରସ୍ତୁତ କରିବାରେ...

ରଙ୍ଗିନ ରାତି ପାଇଁ ନିୟମ ଫୁ’

ଭୁବନେଶ୍ୱର,୧୬।୧୦(ସତ୍ୟଜିତ୍‌ ରାଉତ): କମିଶନରେଟ ପୋଲିସର କଡ଼ା ନିୟମ, ହେଲେ ଢିଲା ପାଳନ। ବାରମ୍ବାର ଚଢ଼ାଉ ଚାଲୁଛି, କିନ୍ତୁ ସବୁ ନିୟମ ଭାଙ୍ଗି ରାତି ସେମିତି ରଙ୍ଗିନ ହେଉଛି। ରାଜଧାନୀରେ ଥିବା ବାର୍‌, ନାଇଟ୍‌ କ୍ଲବ୍‌ ଓ ଡ୍ୟାନ୍ସବାର୍‌ଗୁଡ଼ିକ ବିଳମ୍ବିତ ରାତି...

ନୀରବ ନାୟକ-ନବୀନ

ନବୀନ ପଟ୍ଟନାୟକ- କେବଳ ଏକ ନାମ ନୁହେଁ, ବରଂ ଅନନ୍ୟ ସଫଳତାର ଏକ ବିରଳ କାହାଣୀ। ଏକ ଦୁର୍ବାର ରାଜନୈତିକ ଅଭିଯାନ। ସେ ଅଭିଯାନ ଯେତିକି ରୋମାଞ୍ଚକର, ସେତିକି ଉଦ୍‌ବୋଧନୀୟ। ରାଜନୀତିରେ ରୁଚି ନ ଥାଇ ମଧ୍ୟ ଓଡ଼ିଶାବାସୀଙ୍କ ଶ୍ରଦ୍ଧା,...

ପଳାଶୁଣୀରେ ଲକ୍ଷ୍ମୀନାରାୟଣ ମନ୍ଦିର ତୋରଣ

ଭୁବନେଶ୍ୱର,୧୬।୧୦(ଶର୍ମିଷ୍ଠା ପାଣିଗ୍ରାହୀ): ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଅବତରଣ କରିବେ ମା’ ଦୁର୍ଗା। ରବିବାରଠାରୁ ନବରାତ୍ର ପୂଜା ଆରମ୍ଭ ହୋଇଥିବାବେଳେ ଦୁର୍ଗାପୂଜା ପାଇଁ ଆୟୋଜକମାନେ ସେମାନଙ୍କ ପ୍ରସ୍ତୁତିକୁ ଜୋର୍‌ଦାର କରିଛନ୍ତି। ରାଜଧାନୀର ଅନ୍ୟତମ ମଣ୍ଡପ ପଳାଶୁଣୀରେ ଏଥର ମଧ୍ୟପ୍ରଦେଶର...

୭୮ରେ ନବୀନ

ଭୁବନେଶ୍ୱର, ୧୬।୧୦: (ସୁନିତ୍‌ ମିଶ୍ର)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ୭୮ ବର୍ଷ ବୟସରେ ପଦାର୍ପଣ କରିବେ। ହେଲେ ଚଳିତଥର ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ରବିବାର ସୂଚନା ଦେଇଛନ୍ତି। ଗତ ମାସରେ ତାଙ୍କ ବଡ଼ ଭଉଣୀ...

ଚଳିତବର୍ଷ ଜନ୍ମଦିନ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୧୦(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତବର୍ଷ ଜନ୍ମଦିନ ପାଳିବେ ନାହିଁ। ବଡ ଭଉଣୀ ଗୀତା ମେହେଟ୍ଟାଙ୍କ ବିୟୋଗ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ତେଣୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛୁମାନଙ୍କୁ ଅନୁରୋଧ...

ଓଡ଼ିଶାର ମହାଲେଖାକାର ଅନନ୍ତ କିଶୋର ବେହେରାଙ୍କ ପରଲୋକ

ଭୁବନେଶ୍ୱର,୧୫ା୧୦(ଅସମାପିକା ସାହୁ): ଭାରତୀୟ ଅଡିଟ୍‌ ଓ ଆକାଉଣ୍ଟସ୍‌ ସେବାର ବରିଷ୍ଠ ଅଧିକାରୀ ତଥା ଓଡ଼ିଶାର ପ୍ରଧାନ ମହାଲେଖାକାର (ଲେଖା ଓ ହକ୍‌ଦାରୀ ) ଅନନ୍ତ କିଶୋର ବେହେରାଙ୍କର ଶନିବାର ରାତିରେ ଏମ୍ସରେ ଦେହାନ୍ତ ହୋଇଯାଇଛି। ସେ କଟକ ଜିଲା ମାହାଙ୍ଗା...

ଉତ୍କର୍ଷ ପ୍ରଦାନକୁ ବେଦାନ୍ତର ଗୁରୁତ୍ୱ

ଭୁବନେଶ୍ୱର,୧୫।୧୦: ବେଦାନ୍ତ ଆଲୁମିନିୟମ ପକ୍ଷରୁ ବିଶ୍ୱ ମାନକ ଦିବସ ଶନିବାର ପାଳିତ ହୋଇଯାଇଛି। ବିଶେଷକରି କମ୍ପାନୀ ବ୍ୟାପକ ଉତ୍ପାଦ ପରିସରର ଗୁଣବତ୍ତା ଏବଂ ସ୍ଥିରତା ମାନକୁ ବିସ୍ତାର କରିବା ପାଇଁ ଉତ୍ସର୍ଗୀକୃତ ହୋଇଛି। ଏପରିକି ଭାରତୀୟ ଆଲୁମିନିୟମ ଶିଳ୍ପରେ ବେଦାନ୍ତ...

କାନାରା ବ୍ୟାଙ୍କ ପକ୍ଷରୁ ଫିଟ୍‌ ଇଣ୍ଡିଆ ଅଭିଯାନ

ଭୁବନେଶ୍ୱର,୧୫।୧୦: କାନାରା ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଶନିବାର ଫିଟ୍‌ ଇଣ୍ଡିଆ ଅଭିଯାନ ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ମହାପ୍ରବନ୍ଧକ ଜଗଦୀଶ ଚନ୍ଦର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉକ୍ତ ଅଭିଯାନକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।...

କେୟାର ହସ୍ପିଟାଲ ପକ୍ଷରୁ ବିଶ୍ୱ ମେରୁଦଣ୍ଡ ଦିବସ

ଭୁବନେଶ୍ୱର, ୧୫।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ମେରୁଦେଣ୍ଡ ଦିବସ ଶନିବାର ହସ୍ପିଟାଲ ପରିସରରେ ପାଳିତ ହୋଇଯାଇଛି। ଚଳିତ ବର୍ଷର ସ୍ଲୋଗାନ୍‌ ‘ମୁଭ ଇୟୋର ସ୍ପାଇନ୍‌’ ରହିଛି। ବିଶେଷକରି ଲୋକମାନଙ୍କୁ ବିଭିନ୍ନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri