ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ଫେଷ୍ଟିଭ ସେଲ୍
ଭୁବନେଶ୍ୱର, ୨୨।୧୦: ରାଜ୍ୟର ପ୍ରମୁଖ ରିଟେଲ ଚେନ୍ ଷ୍ଟୋର ତଥା ଦୀର୍ଘ ୫୦ବର୍ଷ ଧରି ସମଗ୍ର ଓଡ଼ିଶାରେ ଇଲେଟ୍ରୋନିକ୍ସ ଏବଂ ଫର୍ନିଚର ବ୍ୟବସାୟରେ ଏକ ଅଗ୍ରଣୀ ନାମ ଭାବେ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପକ୍ଷରୁ ଆକର୍ଷଣୀୟ ଫେଷ୍ଟିଭ ସେଲ୍ ସମ୍ପର୍କରେ ଘୋଷଣା...
ଆଲିଶାନ୍ର କିଙ୍ଗ୍ ଅଫ୍ ପୂଜା ଶପିଂ
ଭୁବନେଶ୍ୱର, ୨୨।୧୦: ସହରର ସର୍ବପୁରାତନ ତଥା ସ୍ବତନ୍ତ୍ର ପୁରୁଷ ପରିଧାନ ଶୋ’ରୁମ୍ ଆଲିଶାନ୍ ପକ୍ଷରୁ ପାର୍ବଣ ଅଫର ‘କିଙ୍ଗ୍ ଅଫ୍ ପୂଜା ଶପିଂ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉକ୍ତ ଅଫରରେ ୫୦ରୁ ଅଧିକ ଲୋକପ୍ରିୟ ବ୍ରାଣ୍ଡ ଯଥା...
ଓ୍ବାନ୍ ପ୍ଲସ୍ ସହ ରିଲାଏନ୍ସ ଡିଜିଟାଲର ସହଭାଗିତା
ଭୁବନେଶ୍ୱର,୨୨।୧୦: ରିଲାଏନ୍ସ ଡିଜିଟାଲ ଏବଂ ଓ୍ବାନ୍ ପ୍ଲସ୍ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ହୋଇଛି। ବିଶେଷକରି ଓ୍ବାନ୍ ପ୍ଲସ୍ର ବହୁ ପ୍ରତୀକ୍ଷିତ ଓ୍ବାନ୍ ପ୍ଲସ୍ ଓପନ୍ ଫୋଲଡେବଲ୍ ଫୋନ୍ ରିଲାଏନ୍ସ ଡିଜିଟାଲର ସମସ୍ତ ଷ୍ଟୋରରେ ଉପଲବ୍ଧ ବୋଲି ଉଭୟ ସଂସ୍ଥା...
ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ଫଣ୍ଡ୍ଷ୍ଟାକ୍ ୩.୦ ଉନ୍ମୋଚିତ
ଭୁବନେଶ୍ୱର,୨୨।୧୦ (ଅଭୟ ଦାଶ): ଷ୍ଟାର୍ଟଅପ୍ ଓଡ଼ିଶାର ବହୁ ପ୍ରତୀକ୍ଷିତ ନିବେଶକ ସଂଯୋଗ କାର୍ଯ୍ୟକ୍ରମ ଫଣ୍ଡ୍ଷ୍ଟାକ୍ ୩.୦ର ଆନୁଷ୍ଠାନିକ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହା ରାଜ୍ୟର ଷ୍ଟାର୍ଟଅପ୍ଗୁଡ଼ିକୁ ପିଚିଂ ସେସନ ସହ ବିଭିନ୍ନ ପ୍ରତିଷ୍ଠିତ ନିବେଶକଙ୍କ ସହ ସଂଯୋଜିତ...
ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ପାଇଁ ପ୍ରତି ସ୍କୁଲରେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବି
ଭୁବନେଶ୍ୱର,୨୨ା୧୦(ଅସମାପିକା ସାହୁ)ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଶିକ୍ଷା ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ସୁପ୍ରିମକୋର୍ଟ ଗତ ଅଗଷ୍ଟ ୨୨ରେ ଏ ସଂକ୍ରାନ୍ତ ମାଲାର ଶୁଣାଣି କରି ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଶିକ୍ଷା ପାଇଁ...
ରମାଦେବୀ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ
ଭୁବନେଶ୍ୱର,୨୨ା୧୦(ଅସମାପିକା ସାହୁ)ଭୁବନେଶ୍ୱର ରମାଦେବୀ ଜୁନିୟର କଲେଜ (ଉଚ୍ଚ ମାଧ୍ୟମିକ ସ୍କୁଲ୍)ରେ ରାଗିଂ ଅଭିଯୋଗ ଆସିଛି। ଯୁକ୍ତ୨ ପ୍ରଥମ ବର୍ଷର ଛାତ୍ରୀ ଏ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ନ ଯିବାରୁ ଗଣଶିକ୍ଷା ବିଭାଗକୁ ଲିଖିତ...
ଜୋସ୍ ଭରିଲା ଦାଣ୍ଡିଆ କାର୍ନିଭାଲ୍ର ଦ୍ୱିତୀୟ ସା
ଭୁବନେଶ୍ୱର,୨୨ା୧୦(ଶର୍ମିଷ୍ଠା ପାଣିଗ୍ରାହୀ)ଦୁର୍ଗାପୂଜା ପାଇଁ ରାଜଧାନୀ ଭୁବନେଶ୍ୱରରେ ଭକ୍ତି ଓ ଉତ୍ସବର ପରିବେଶ ସୃଷ୍ଟି ହୋଇଥିବାବେଳେ ଏହାକୁ ଆହୁରି ମୁଖରିତ କରିଛି ଦାଣ୍ଡିଆ ମହୋତ୍ସବ। ସହରବାସୀଙ୍କୁ ଏକାଠି କରି ଉତ୍ସବର ନିଆରା ଅନୁଭବ ଦେବାକୁ ନେଟ୍ୱର୍କ ଇଭେଣ୍ଟ ଆଣ୍ଡ୍ ପ୍ରମୋଶନ ଏବଂ...
ସମୁଦ୍ରରେ ଯିବ ବାତ୍ୟା
ଭୁବନେଶ୍ୱର,୨୨ା୧୦(ଅନିଲ ଦାସ)ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି । ଏହା ଧୀରେ ଧୀରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ରବିବାର ଏହା ଉତ୍ତର-ପଶ୍ଚିମରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରି ଅଧିକ ଘନୀଭୂତ...
ସକ୍ରିୟ ହେଉଛି ଲଘୁଚାପ: ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ଭୁବନେଶ୍ୱର,୨୧ା୧୦: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ରହିଛି। ଏହା ଧୀରେ ଧୀରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ରବିବାର ଏହା ଉତ୍ତର-ପଶ୍ଚିମରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରି ଅଧିକ ଘନୀଭୂତ ହୋଇ ଅବପାତର ରୂପ...
ରମାଦେବୀ ଛାତ୍ରୀଙ୍କୁ ରାଗିଂ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ
ଭୁବନେଶ୍ୱର,୨୧ା୧୦: ଭୁବନେଶ୍ୱର ରମାଦେବୀ ଜୁନିଅର କଲେଜରେ ଜଣେ ଯୁକ୍ତ୨ ପ୍ରଥମ ବର୍ଷର ଛାତ୍ରୀଙ୍କୁ ରାଗିଂ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ନ ଯିବାରୁ ଗଣଶିକ୍ଷା ବିଭାଗକୁ...
ଜାତୀୟ କ୍ରୀଡ଼ା ବିଜେତାଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ପଦକ ପାଇଁ କେତେ…
ଭୁବନେଶ୍ୱର,୨୧ା୧୦: ଜାତୀୟ କ୍ରୀଡ଼ା ଆରମ୍ଭ ହେବା ପୂର୍ବରୁ ରାଜ୍ୟ ସରକାର ଆଥ୍ଲେଟଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି। ଅକ୍ଟୋବର ୨୬ରୁ ଗୋଆରେ ୩୭ତମ ଜାତୀୟ କ୍ରୀଡ଼ା ଆରମ୍ଭ ହେବ। ଏହି କ୍ରୀଡ଼ାର ୩୧ ବିଭାଗରେ ଓଡ଼ିଶାରୁ ୩୦୦ରୁ ଅଧିକ...
ମଣ୍ଡପରେ ମହାସପ୍ତମୀ, ପୀଠରେ ମା’ଙ୍କ ମହାଷ୍ଟମୀ ପୂଜା
ଭୁବନେଶ୍ୱର,୨୧।୧୦: ଦଶହରାକୁ ନେଇ ସବୁଠି ଚଳଚଞ୍ଚଳ। ସବୁ ପୂଜାମଣ୍ଡପରେ ମହାମାୟାଙ୍କ ମହାସପ୍ତମୀ ପୂଜା ଚାଲିଛି। ଚଳିତ ବର୍ଷ ଦ୍ୱୈତନଗରୀର ଧୁମଧାମରେ ମା’ଙ୍କ ପାଳନ କରାଯାଉଛି । ଘରେ ଘରେ ମା’ଙ୍କ ପୂଜା ପାଇଁ ସମସ୍ତେ ନୂଆ ବସ୍ତ୍ର ପରିଧାନ କରୁଛନ୍ତି।...
Archives


