ମଙ୍ଗଳବାରଠୁ ରାଉରକେଲାରୁ କୋଲକାତାକୁ ସିଧାସଳଖ ବିମାନ
ଭୁବନେଶ୍ୱର, ୨୫।୧୨(ଅସମାପିକା ସାହୁ): ରାଉରକେଲାରୁ କୋଲକାତାକୁ ସିଧାସଳଖ ବିମାନସେବା ମଙ୍ଗଳବାର ଆରମ୍ଭ ହେବ। ଆଲାଏନ୍ସ ଏୟାର ପକ୍ଷରୁ ଏହି ସେବା ପ୍ରଦାନ କରାଯିବ। ସପ୍ତାହକୁ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଆଦି ୩ଦିନ ଏହି ବିମାନ ଚଳାଚଳ କରିବ। ମଙ୍ଗଳବାର...
କରୋନା ଭୟ: ଆତଙ୍କିତ ନ ହେବାକୁ ପରାମର୍ଶ
ଭୁବନେଶ୍ୱର, ୨୫।୧୨(ଅସମାପିକା ସାହୁ): ରାଜ୍ୟରେ ଏବେ ଚିନ୍ତା ବଢ଼ାଇଛି କୋଭିଡ୍ ସଂକ୍ରମଣ। କିଛିଦିନର ବ୍ୟବଧାନ ପରେ ଗତ ଦୁଇଦିନ ହେଲା ଲଗାତର ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ତେବେ ଏହାକୁ ନେଇ ଆତଙ୍କିତ ନ...
‘ମାମୁନି ଚରିତ୍ରରୁ ମୋର ପରିଚୟ’
ଅଭିନେତ୍ରୀ ସମର୍ପିତା ଦାଶଙ୍କ ପ୍ରଥମ ଚଳଚ୍ଚିତ୍ର ‘ଏଇ ଆକାଶ ତଳେ’ ନିକଟରେ ରିଲିଜ ହୋଇଯାଇଛି। ସ୍ଥିତି ପଟ୍ଟନାୟକ ଚରିତ୍ରରେ ଅଭିନୟର ଯାଦୁ ଦେଖାଇଥିବା ସମର୍ପିତାଙ୍କୁ ନେଇ ଏବେ ଓଲିଉଡ୍ ଇଣ୍ଡଷ୍ଟ୍ରିରେ ଚାଲିଛି ଚର୍ଚ୍ଚା। ଏହି ନବାଗତା ନାୟିକାଙ୍କ ଅଭିନୟ ଯାତ୍ରା...
ଆଜି ସାରା ବିଶ୍ୱରେ ପାଳନ ହେଉଛି ପ୍ରଭୁ ଯୀଶୁଙ୍କ ଜନ୍ମଦିନ
ଭୁବନେଶ୍ୱର,୨୫ା୧୨: ଆଜି ହେଉଛି ଖ୍ରୀଷ୍ଟମାସ ବା ବଡ଼ଦିନ। ଶାନ୍ତି, ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ଧରାପୃଷ୍ଠରେ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ। ଏନେଇ ସାରା ବିଶ୍ୱରେ ଥିବା ବିଭିନ୍ନ ଚର୍ଚ୍ଚରେ ସମୂହ ପ୍ରାର୍ଥନା କରାଯାଉଛି। ଭୁବନେଶ୍ୱରରେ ଥିବା ଚର୍ଚ୍ଚ...
କମିଲା ଶୀତ, ବଢ଼ିଲା କୁହୁଡ଼ି
ଭୁବନେଶ୍ୱର, ୨୫।୧୨(ଅସମାପିକା ସାହୁ): ରାଜ୍ୟରେ ଏବେ ଥଣ୍ଡା ସାମାନ୍ୟ କମିଛି। ଏଥିସହ ରାତ୍ର ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହୋଇଛି। ପ୍ରାୟ ସପ୍ତାହେ ଧରି ୧୦ରୁ ଊର୍ଦ୍ଧ୍ୱ ସ୍ଥାନର ତାପମାତ୍ରା ୧୦ ଡିଗ୍ରୀ ବା ଏହା ତଳକୁ ରହିଥିବା ବେଳେ ଶନିବାର...
Video: ଶୀତୁଆ ସକାଳରେ ଫେରିଲା ପଥୋତ୍ସବ, ଖେଳକୁଦ ସାଙ୍ଗକୁ ନାଚଗୀତର ମଜା ନେଲେ ରାଜଧାନୀବାସୀ
ଭୁବନେଶ୍ୱର,୨୪ା୧୨: ଗୋଟିଏ ବର୍ଷର ବ୍ୟବଧାନ ପରେ ରାଜଧାନୀ ଭୁବନେଶ୍ୱରର ଶୀତୁଆ ସକାଳରେ ପୁଣି ଆୟୋଜିତ ହୋଇଛି ପଥୋତ୍ସବ। ଭୋର ୬ଟା ୩୦ରୁ ପଥ ଉତ୍ସବ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ନୂଆ ରୂପରେ ପଥୋତ୍ସବ ମାଷ୍ଟର କ୍ୟାଣ୍ଟିନରୁ ରାମ ମନ୍ଦିର...
ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨୪।୧୨: ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନାର ନୂଆ ଭାରିଆଣ୍ଟ ଜେଏନ୍ ୧ସଂସ୍ପର୍ଶରେ ଆସି ସେ ଆକ୍ରାନ୍ତ ହୋଇଛନ୍ତି। ଏହି ପଜିଟିଭ୍ ମାମଲାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ରାଜ୍ୟରେ...
ନିର୍ଦ୍ଦେଶକ ପ୍ରିନ୍ସ କୁମାରଙ୍କୁ ୭ ବର୍ଷ ଜେଲ
ଭୁବନେଶ୍ୱର,୨୪।୧୨(ସୂର୍ଯ୍ୟକାନ୍ତ ବେହେରା)ଶତାଧିକ ନିବେଶକଙ୍କଠାରୁ ଦେଢ କୋଟି ଟଙ୍କା ଡିଜିଟାଲ ପୋଞ୍ଜି ସ୍କାମ ମାମଲାର ବାଲେଶ୍ୱର ଓପିଆଇଡି କୋର୍ଟରେ ରାୟ ପ୍ରକାଶ ପାଇଛି। ଏହି ମାମଲାର ଶୁଣାଣି କରି ବିଚାରପତି ଏମ୍ଏସ୍ ଡିଜିଟାଲ ରିଭୋଲ୍ୟୁଶନ ଟେକ୍ନୋଲୋଜିସ ଲିମିଟେଡ’ ସଂସ୍ଥାର ନିର୍ଦ୍ଦେଶକ ପ୍ରିନ୍ସ...
ଜେଏନ୍.୧ ଆତଙ୍କ: ମାସ୍କ ପିନ୍ଧିବାକୁ ପରାମର୍ଶ
ଭୁବନେଶ୍ୱର, ୨୪।୧୨(ଅସମାପିକା ସାହୁ)କରୋନା ପରଠାରୁ ରାଜ୍ୟରେ ଜ୍ୱର, ଥଣ୍ଡା, କାଶ ଆଦି ସାଧାରଣ ରୋଗ ଧୀରେ ଧୀରେ ଜଟିଳ ହେଉଛି। ବିଭିନ୍ନ ସମୟରେ କରୋନାର ସବ୍ଭାରିଆଣ୍ଟ୍କୁ ନେଇ ସରକାର ସତର୍କ କରୁଛନ୍ତି। ଏବେ ବିଶ୍ୱରେ କୋଭିଡ୍-୧୯ର ନୂଆ ସବ୍ଭାରିଆଣ୍ଟ ଜେଏନ୍.୧...
କେଏସ୍ଏଏର ‘ରୂପାନ୍ତରୀତ ଯୋଜନା’ଉନ୍ମୋଚିତ
ଭୁବନେଶ୍ୱର,୨୪।୧୨: କଳିଙ୍ଗ ଷ୍ଟିମ୍ଶିପ୍ ଏଜେଣ୍ଟ୍ସ ଆସୋସିଏସନ (କେଏସ୍ଏଏ) ପକ୍ଷରୁ ହୋଟେଲ ଏମ୍ପାୟାର୍ସଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସମାବେଶ ଆୟୋଜିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ମେସର୍ସ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍ (ଓଏସ୍ଏଲ୍)ର ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ସମାବେଶରେ କେଏସ୍ଏଏ...
ନକଲି କାଗଜପତ୍ରରେ କ୍ରେଡିଟ୍ କାର୍ଡ: ୬ ଗିରଫ
ଭୁବନେଶ୍ୱର,୨୪ା୧୨(ସୂର୍ଯ୍ୟକାନ୍ତ ବେହେରା)ନକଲି କାଗଜପତ୍ର ପ୍ରସ୍ତୁତ କରି ଲୋକଙ୍କ ଅଜାଣତରେ ତାଙ୍କ ନାଁରେ କ୍ରେଡିଟ୍ କାର୍ଡ ଇସ୍ୟୁ କରୁଥିଲେ। ପରେ ବିଭିନ୍ନ ହସ୍ପିଟାଲ, ଓମଫେଡ ବୁଥ୍ ଭଳି ବିଭିନ୍ନ ସ୍ଥାନରେ ସ୍ବାଇପ୍ କରି ନଗଦ ଟଙ୍କା ନେଉଥିଲେ। ଏଭଳି ଢଙ୍ଗରେ କୋଟିକୋଟି...
ଭଲ ପାଠ ପଢ଼ି ମା’-ବାପାଙ୍କ ସ୍ବପ୍ନକୁ ସାକାର କର: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୩ା୧୨: ଭଲ ପାଠ ପଢ଼ି ମା’ବାପାଙ୍କ ସ୍ବପ୍ନକୁ ସାକାର କର। ତୁମ ପ୍ରତିଭାର ସୁରଭି ସମସ୍ତେ ଅନୁଭବ କରନ୍ତୁ। ଶନିବାର ଲୋକ ସେବା ଭବନ କନ୍ଭେନଶନ ହଲ୍ଠାରେ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ସ୍କୁଲର ପିଲାମାନଙ୍କ...
Archives


