ମେଟ୍ରୋ

ରାଜ୍ୟ ଭାଜପା କାର୍ଯ୍ୟାଳୟରେ ହଟ୍ଟଗୋଳ: ଅପରାଜିତାଙ୍କୁ ବିରୋଧ, ପ୍ରଶାନ୍ତଙ୍କ ବଡ଼ ବୟାନ

ଭୁବନେଶ୍ୱର,୩୦।୩: ଭାଜପା ରାଜ୍ୟ କାର୍ଯ୍ୟାଳୟରେ ହାଇଡ୍ରାମା । ଦଳୀୟ କର୍ମୀଙ୍କ ମଧ୍ୟରେ ହଟ୍ଟଗୋଳ। । ଖୋର୍ଦ୍ଧା ଭାଜପା ନେତା କାଳୁ ଖଣ୍ଡାୟତ ରାୟଙ୍କ ବିରୋଧ ପ୍ରଦର୍ଶନ । ଜୟ ଶ୍ରୀରାମ ନାରା ଦେଇ କାଳୁଙ୍କ ସମର୍ଥକ ପାର୍ଟି ଅଫିସରେ ହୋହଲ୍ଲା କରିଛନ୍ତି…

ବିଜେଡିକୁ ଶକ୍ତ ଝଟକା, ଦଳ ଛାଡିଦେଲେ ସବୁ ସିନେ ଷ୍ଟାର୍‌

ଭୁବନେଶ୍ୱର,୩୦।୩: ଓଡ଼ିଆ ସିନେ ଜଗତର ୪ ହିରୋ ବିଜେଡି ଛାଡି ଦେଇଛନ୍ତି। ସେମାନେ ହେଲେ ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଆକାଶ ଦାସ ନାୟକ ଓ ଅରିନ୍ଦମ ରାୟ। ଏମାନଙ୍କ ମଧ୍ୟରୁ ଦୁଇ ଜଣ ଭାଜପାରେ ଯୋଗ ଦେଇ ସାରିଥିବା ବେଳେ…

ମନ୍ମଥଙ୍କ ପାଇଁ ବଡ଼ ସୁଯୋଗ, ଗେମ୍‌ ଖେଳିବେ ଅପରାଜିତା

ଭୁବନେଶ୍ୱର,୩୦।୩: ବିଜେଡିର ସଂସଦୀୟ କ୍ଷେତ୍ର ପାଇଁ ନୂଆ ଷ୍ଟ୍ରାଟେଜି ଏବେ ସମସ୍ତଙ୍କୁ ତାଜୁବ କରିଛି। କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ବିଜେଡିରେ ଯୋଗଦେବାର କେଇ ଘଣ୍ଟା ମଧ୍ୟରେ ତାଙ୍କୁ ଭୁବନେଶ୍ବର ଲୋକ ସଭା ଆସନରେ ପ୍ରାର୍ଥୀ କରିଛି…

ମିଶ୍ରଣ ପର୍ବରେ ନେତାଙ୍କୁ ସ୍ବାଗତ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ମନମୋହନ, କହିଲେ ବିଜେଡି ସରକାର…

ଭୁବନେଶ୍ବର,୩୦।୩: ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଯାଇଛି ମିଶ୍ରଣ ପର୍ବ । କିଏ ବିଜେଡି ଛାଡି ଭାଜପାରେ ସାମିଲ ହେଉଛନ୍ତି ତ ଆଉ କିଏ ଭାଜପା ଛାଡି ବିଜେଡିରେ ସାମିଲ ହେଉଛନ୍ତି। ଆଜି ସିନେ ତାରକା ଆକାଶ ଦାସ ନାୟକ, ଅନୁଭବ ମହାନ୍ତି…

VIDEO: ବିଜେଡିରୁ ଇସ୍ତଫା ଦେଲେ ଆକାଶ, ଦେଖନ୍ତୁ କ’ଣ କହିଲେ କାରଣ…

ଭୁବନେଶ୍ବର,୩୦।୩: ସିନେ ତାରକାମାନେ ବିଜେଡି ଛାଡିବାରେ ଲାଗିଛନ୍ତି। ଅରିନ୍ଦମ ରାୟ, ସିଦ୍ଧାନ୍ତ ମହାପାତ୍ରଙ୍କ ପରେ ଏବେ ଆକାଶ ଦାସ ନାୟକ ବିଜେଡି ଛାଡିଛନ୍ତି। ଯାଜପୁର ଜିଲା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକଙ୍କୁ ବିଜେଡି ଗତ ଥର ଟିକେଟ ଦେଇ…

ବିଜେଡିରୁ ଇସ୍ତଫା ଦେଲେ ଅନୁଭବ

ଭୁବନେଶ୍ବର,୩୦।୩: ସିନେ ତାରକାମାନେ ବିଜେଡି ଛାଡିବାରେ ଲାଗିଛନ୍ତି। ଅରିନ୍ଦମ ରାୟ, ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକଙ୍କ ପରେ ଏବେ ଅଭିନେତା ତଥା କେନ୍ଦ୍ରାପଡା ଏମ୍‌ପି ଅନୁଭବ ମହାନ୍ତି ମଧ୍ୟ ବିଜେଡି ଛାଡିଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ…

ସକାଳେ ଛାଡିଥିଲେ ବିଜେଡି, ଏବେ ଭାଜପାରେ ସାମିଲ

ଭୁବନେଶ୍ୱର,୩୦।୩: ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। ରାଜ୍ୟ ଭାଜପା କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବରେ ଭାଜପାରେ ଯୋଗ ଦେଇଛନ୍ତି। ଏହି ସମୟରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ଭାଜପା ନେତ୍ରୀ ଅପରାଜିତା…

ବିଜେଡି ଛାଡ଼ିଲେ ଅଭିନେତା ଆକାଶ ଦାସ ନାୟକ, ଧରିବେ ପଦ୍ମ!

ଭୁବନେଶ୍ୱର,୩୦।୩: ବିଜେଡିକୁ ବାଏ ବାଏ କହିଲେ ଓଡ଼ିଆ ଅଭିନେତା ତଥା ପୂର୍ବତନ ବିଜେଡ଼ି ନେତା ଆକାଶ ଦାସନାୟକ। ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ବର୍ତ୍ତମାନ ଦଳ ଡିଆଁ ପର୍ବ ଚାଲିଛି। ଇତିମଧ୍ୟରେ ବିଜେଡି ଛାଡ଼ିଛନ୍ତି ଆକାଶ ଦାସନାୟକ। ଯାଜପୁର ଜିଲାର…

କଂଗ୍ରେସକୁ ବଡ଼ ଝଟ୍‌କା, ଦଳ ଛାଡ଼ିଲେ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳ

ଭୁବନେଶ୍ୱର,୩୦।୩: କଂଗ୍ରେସକୁ ବଡ ଝଟ୍‌କା । କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳ । ଆଜି ହାତ ଛାଡ଼ିଛନ୍ତି ଚିରଞ୍ଜୀବ । ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ । ୨୦୧୪ରୁ ୨୦୧୯ ଯାଏଁ ଜଗତସିଂହପୁରରୁ ବିଧାୟକ ଥିଲେ…

୨୦୧୯ରେ ପ୍ରତିଶ୍ରୁତି ଦେଇଥିଲେ, ପୁଣି ଧୋକା ମିଳିବ ବୋଲି ଜାଣି ନ ଥିଲି: ପ୍ରିୟଦର୍ଶୀ

ଭୁବନେଶ୍ୱର,୩୦।୩: ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେଡିରୁ ଇସ୍ତଫା ଦେଇଛନ୍ତି। ଳରେ ନିରନ୍ତର ଅବହେଳା ଅଭିଯୋଗ କରି ସେ ଇସ୍ତଫା ଦେଇଥିବା ଜଣାପଡିଛି। ତେବେ ବିଜେଡିରୁ ଇସ୍ତଫା ଦେବା ପରେ ଭାଜପାରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି।…

ବିଜେଡ଼ିର ଚିନ୍ତା ବଢାଉଛନ୍ତି ବିଦ୍ରୋହୀ, ଲାଭ ଉଠାଇନେବ ଭାଜପା

ଭୁବନେଶ୍ୱର,୩୦।୩: ମୁଣ୍ଡ ଉପରେ ନିର୍ବାଚନ। ରାଜ୍ୟ ରାଜନୀତିର ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଜେଡି ଓ ଭାଜପା ମେଣ୍ଟ ନ କରି ଏକାକୀ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ନିର୍ବାଚନରେ ଲୋକ ସଭା ଓ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ପାଇଁ…

ଏହି ଦିନ ଆସିବ ଭାଜପାର ବିଧାନସଭା ପ୍ରାର୍ଥୀ ତାଲିକା, ୭୦ରୁ ଅଧିକ ଆସନ ପାଇଁ ହୋଇଛି ନାଁ ଚୂଡାନ୍ତ

ଭୁବନେଶ୍ୱର,୩୦।୩: ରାଜ୍ୟରେ ଭାଜପା ଲୋକ ସଭା ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଏଯାଏ ବିଧାୟକ ପ୍ରାର୍ଥୀ ଘୋଷଣା କରିନି । ଏପରି ସ୍ଥିତିରେ ୨-୩ ଦିନ ମଧ୍ୟରେ ଭାଜପା ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିବ। ତେବେ ଗୁରୁବାର ବିଳମ୍ବିତ ରାତିରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri