ନିରାଶ ହେଲେ ଅମରେଶ, ବାଜି ମାରିନେଲେ ଅନନ୍ତ
ଭୁବନେଶ୍ୱର,୧୨।୪: ବିଜେଡି ପକ୍ଷରୁ ବିଧାନସଭା ଟିକେଟକୁ ନେଇ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରଠାରୁ ଭୁବନେଶ୍ୱର ମଧ୍ୟ ପାଇଁ କାହାକୁ ଟିକେଟ ମିଳିବ ସେନେଇ କସରତ ଚାଲିଥିଲା। ହେଲେ ଗୁରୁବାର ସବୁ ଦ୍ୱନ୍ଦ୍ୱର ଅନ୍ତ ଘଟାଇ ବିଜେଡି ଏହି ଆସନ ପାଇଁ…
୧୫ ସୁଦ୍ଧା ଟିକେଟ୍: ଶରତ
ଭୁବନେଶ୍ୱର,୧୨ା୪: ଆସନ୍ତା ୧୫ ତାରିଖ ସୁଦ୍ଧା କଂଗ୍ରେସର ୨ ପର୍ଯ୍ୟାୟ ଟିକେଟ୍ ଆସିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଶୁକ୍ରବାର ସେ ଦିଲ୍ଲୀ ଗସ୍ତ କରିଛନ୍ତି। ଶନିବାର ସ୍କ୍ରିନିଂ ଏବଂ ରବିବାର ସିଇସି ବୈଠକରେ ଟିକେଟ୍ ନେଇ ଚୂଡ଼ାନ୍ତ…
ନବୀନ ନିବାସରେ ଜମିଲା ଓଡ଼ିଆ କଳାକାରଙ୍କ ଭିଡ଼
ଭୁବନେଶ୍ୱର,୧୨।୪: ନବୀନ ନିବାସରେ ଜମିଲା ଓଡ଼ିଆ କଳାକାରଙ୍କ ଭିଡ଼। ଶୁକ୍ରବାର ସକାଳୁ ସକାଳୁ ଅନେକ ସିନେ ଅଭିନେତା ଏବଂ ଗୀତିକାରମାନଙ୍କୁ ନବୀନ ନିବାସକୁ ନିମନ୍ତ୍ରଣ କରାଯାଇଥିଲା। ଅଭିନେତା ସ୍ୱରାଜ ବାରିକ, ଅମ୍ଲାନ ଦାସ, ସମ୍ବିତ, ଦେବାଶିଷ, କମେଡିଆନ ସନ୍ତୁ, ଶଙ୍କର, ଗୁଡୁ…
ପୂର୍ବତନ ମନ୍ତ୍ରୀ କମଳା ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୨ା୪: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ ଘଟିଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି,ପୂର୍ବତନ ବିଧାୟିକା ତଥା ମନ୍ତ୍ରୀ ଡାଃ କମଳା ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ…
ପଦ୍ମ ଧରିଲେ ପୂର୍ବତନ ବିଧାୟକ, କହିଲେ-କୋଟିଏ ଟଙ୍କାର ଲୋଭ ଦେଖାଉଛି ବିଜେଡି
ଭୁବନେଶ୍ୱର,୧୨।୪: ଭାଜପାରେ ସାମିଲ ହେଲେ ପୂର୍ବତନ ବିଧାୟକ କୈଳାଶ କୁଲେସିକା। ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଶୁକ୍ରବାର ସେ ଭାଜପାରେ ମିଶିଛନ୍ତି। ଭାଜପାରେ ଯୋଗ ଦେଇସାରିବା ପରେ କୈଳାଶ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଲକ୍ଷ୍ମୀପୁର ପାଇଁ ବିଜେଡି…
ଶଙ୍ଖ ଛାଡି ‘ହାତ’ ଧରିଲେ ଅସିତ
ଭୁବନେଶ୍ୱର, ୧୨।୪(ସୁନିତ୍ ମିଶ୍ର):ଭଦ୍ରକ ଜିଲା ବିଜେଡି ଉପସଭାପତି ତଥା ବର୍ତ୍ତମାନ ମଧୁବାବୁ ପେନ୍ସନ ଯୋଜନାର ଓଡ଼ିଶା ସରକାରଙ୍କ ମୁଖ୍ୟ ଉପଦେଷ୍ଟା ଅସିତ ପଟ୍ଟନାୟକ ଗୁରୁବାର କଂଗ୍ରେସରେ ଯୋଗଦେଇଛନ୍ତି। କଂଗ୍ରେସ ଭବନଠାରେ ଆୟୋଜିତ ମିଶ୍ରଣ ପର୍ବରେ ଅସିତଙ୍କ ସହ ବହୁ ପୂର୍ବତନ ସରପଞ୍ଚ,…
ହସ୍ତତନ୍ତ ପୋଷାକରେ ଚମକିଲେ ତାରକା
ଭୁବନେଶ୍ୱର,୧୨।୪(ଅନୁରାଧା ମହାରଣା): ଓଡ଼ିଶା ଫ୍ୟାଶନ୍ ଓ୍ବିକ୍ ଏବଂ ଆଇଟିଆଇ ଭୁବନେଶ୍ୱର ପକ୍ଷରୁ ଏଲ୍ସିଜେ ସିଲ୍ଭର ସହଯୋଗରେ ପ୍ରଥମଥର ପାଇଁ ଏକ ସ୍ବତନ୍ତ୍ର ଫ୍ୟାଶନ୍ ଶୋ’ ଅନୁଷ୍ଠିତ ହୋଇଯାଇଛି। ଅଭିନେତ୍ରୀ ଦେବଯାନୀ ଦେଘୁରିଆ, ଅନିଶା ଶର୍ମା, ଅଭିନେତା ଶୁଭାଶିଷ ଶର୍ମା, ଭିୟୋନା, ସ୍ମୃତିରେଖା…
ବିରୋଧ କାମ ଦେଲାନି, ଦାମଙ୍କ ପରିବାରକୁ ଟିକେଟ
ପାରାଦୀପ ୧୨।୪(ଶରତ ରାଉତ):ପାରାଦୀପ ବିଧାନସଭା ଆସନ ଲାଗି ବିଜେଡି ପକ୍ଷରୁ ବିଧାୟକ ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଞ୍ଜଳିଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ଏହି ଖବର ଜଣାପଡ଼ିବା ପରେ ସମ୍ବିତଙ୍କ ସମର୍ଥକମାନେ ଷଣ୍ଢକୁଦ ବସ୍ତିରେ ବାଣ ଫୁଟାଇଛନ୍ତି। ଅପରପକ୍ଷେ ଦାମୋଦର ରାଉତଙ୍କ…
ପ୍ରତିଶ୍ରୁତି ପାଳନ କଲା ବିଜେଡି
ଭୁବନେଶ୍ୱର,୧୨ା୪(ଅନିଲ ଦାସ):ବିଜେଡି ୪ ପର୍ଯ୍ୟାୟରେ ୨୧ ଲୋକ ସଭା ଆସନ ପାଇଁ ସମସ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଗୁରୁବାର ଶେଷ ପର୍ଯ୍ୟାୟରେ ବାକିଥିବା ବାଲେଶ୍ୱର ଆସନ ନିମନ୍ତେ ଭାଜପା ଛାଡ଼ିଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବିଜେଡି ପ୍ରାର୍ଥୀ କରିଛି। ବିଜେଡି ଲୋକ…
୧୫ରୁ ଅସମ୍ଭାଳ ତାତି
ଭୁବନେଶ୍ୱର,୧୨ା୪(ଅନିଲ ଦାସ):ଏବେ ନାହିଁ ପ୍ରଚଣ୍ଡ ଗ୍ରୀଷ୍ମର ତେଜ କି ଗୁଳୁଗୁଳିର ପ୍ରକୋପ । କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ପରିବେଶକୁ ଆରାମଦାୟକ କରିଛି। ଗତ ୨/୩ ଦିନ ହେବ ଉପକୂଳଠାରୁ ଉପାନ୍ତ ଏଭଳି ମନୋରମ ପାଗ ଅନୁଭୂତ ହେଉଛି। ପାରଦ…
ରାଜ୍ୟ ଭାଜପାର ବଡ଼ ଘୋଷଣା: ଓଡ଼ିଶାରେ କ୍ଷମତାକୁ ଆସିଲେ ମହିଳାଙ୍କୁ ପ୍ରତି ମାସରେ ମିଳିବ…
ଭୁବନେଶ୍ୱର,୧୧।୪: ବିଜେଡି ମହିଳା ଭୋଟ ବ୍ୟାଙ୍କ ଭାଙ୍ଗିବାକୁ ଭାଜପାର ମାଷ୍ଟରଷ୍ଟ୍ରୋକ। ଓଡ଼ିଶାରେ କ୍ଷମତାକୁ ଆସିଲେ ପ୍ରତି ମହିଳା ପାଇବେ ମାସିକ ହଜାରେ ଟଙ୍କା । ଏଭଳି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ମଧ୍ୟ ଭାଜପା ପ୍ରତିଶ୍ରୁତି ଦେଇଥିଲା। ଆଉ ଫର୍ମୁଲା କାମ ମଧ୍ୟ…
ବିଜେଡିର ଲୋକ ସଭା ପ୍ରାର୍ଥୀ: ୨୧ରୁ ୬ ରିପିଟ୍
ଭୁବନେଶ୍ୱର,୧୧।୪: ଚତୁର୍ଥ ପର୍ଯ୍ୟାୟରେ ବିଜେଡି ବଳକା ଲୋକ ସଭା ଆସନ ପ୍ରାର୍ଥୀ ଘୋଷଣା କରିଛି। ଦଳ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବାଲେଶ୍ୱରରୁ ପ୍ରାର୍ଥୀ କରିଛି। ମୋଟ ୨୧ଟି ଲୋକ ସଭା ଆସନ ମଧ୍ୟରୁ ଦଳ ମାତ୍ର ୪ଜଣ ଏମ୍ପିଙ୍କୁ ରିପିଟ୍ କରିଛି। ଆଉ…
Archives


