ଫେବୃଆରୀ ୨୮ରେ ଓଡ଼ିଶା ଆସିବେ ବିଲ୍ ଗେଟ୍ସ
ଭୁବନେଶ୍ୱର,୨୬।୨: ଓଡ଼ିଶା ଆସିବାକୁ ଯାଉଛନ୍ତି ମାଇକ୍ରୋସଫ୍ଟ ସିଇଓ ବିଲ୍ ଗେଟ୍ସ। ଫେବୃଆରୀ ୨୮ ତାରିଖରେ ଆସି ସେ ଭୁବନେଶ୍ୱରରେ ପହଞ୍ଚିବେ। ଏହି ଗସ୍ତ ସମୟରେ ସେ କୃଷି ଭବନକୁ ଯାଇପାରନ୍ତି। ୨୦୧୭ରେ ମେଲିଣ୍ଡା ଫାଉଣ୍ଡେସନ ସହ ଓଡ଼ିଶା ସରକାରଙ୍କ ମଧ୍ୟରେ...
ଶୀତୁଆ ରାତିରେ ଦମ୍ଦାର ଡାଇଲାଗର ରୋମାଞ୍ଚ
ଭୁବନେଶ୍ୱର,୨୬।୨(ଶର୍ମିଷ୍ଠା ପାଣିଗ୍ରାହୀ):ଶୀତୁଆ ରାତିରେ ଅପେରାର ମଜା। ଦେହରେ ଶୀତର ଶିହରଣକୁ ମନରେ ରୋମାଞ୍ଚ ଭରୁଛି ଦମ୍ଦାର ଡାଇଲଗ୍। କେତେବେଳେ ଦର୍ଶକ ଭାବବିହ୍ବଳ ହେଉଛନ୍ତି ତ ଆଉ କେତେବଳେ ନାଟକ ଦେଖି ବେଶ୍ ପ୍ରଭାବିତ ହୋଇପଡ଼ୁଛନ୍ତି। ଖଣ୍ଡଗିରି ଅପେରାର ମହାସମରକୁ ନେଇ...
ଟିକେଟ ପାଇଁ ଆବେଦନ କଲେଣି ୧୦ ହଜାରରୁ ଅଧିକ ଆଶାୟୀ: ପ୍ରଣବ
ଭୁବନେଶ୍ୱର,୨୬।୨(ସୁନିତ୍ ମିଶ୍ର):ଗତ କିଛିବର୍ଷ ଧରି ଜାତୀୟସ୍ତରର ସବୁ ସର୍ଭେ ରିପୋର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଥିବାର ଗୌରବ ପ୍ରଦାନ କରିଛନ୍ତି। ସେହିଭଳି ୨୦୨୨ ପଞ୍ଚାୟତ ନିର୍ବାଚନରେ ୫୨%ରୁ ଅଧିକ ଭୋଟ ହାର ସାଙ୍ଗକୁ ୩୦ରୁ...
୨୯ ପର୍ଯ୍ୟନ୍ତ ମେଘୁଆ ପାଗ
ଭୁବନେଶ୍ୱର,୨୬।୨(ଅନୁରାଧା ମହାରଣା):ସପ୍ତାହ ଆରମ୍ଭରୁ ରାଜ୍ୟରେ ଗ୍ରୀଷ୍ମ ଅନୁଭୂତ ହେଉଥିବାବେଳେ ୨ଦିନ ହେଲା ପାଗ ପରିବର୍ତ୍ତନ ହୋଇଛି। ରାଜ୍ୟରେ ମେଘୁଆ ପାଗ ସହ ସ୍ଥାନେ ସ୍ଥାନେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ...
ଆପାର୍ଟମେଣ୍ଟରୁ ଚୋରି ରୋକିବାକୁ ବ୍ଲୁପ୍ରିଣ୍ଟ୍
ଭୁବନେଶ୍ୱର,୨୬।୨(ସତ୍ୟଜିତ୍ ରାଉତ):ରାଜଧାନୀର ଆପାର୍ଟମେଣ୍ଟଗୁଡିକରେ ଚୋରି ରୋକିବାକୁ କମିଶନରେଟ ପୋଲିସ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରୁଛି। ଏଥିପାଇଁ କମିଶନରେଟ ପୋଲିସ ମୁଖ୍ୟାଳୟରେ ଚାଲିଥିବା ଦୁଇଦିନିଆ ବୈଠକ ରବିବାର ଶେଷ ହୋଇଛି। ବୈଠକର ଦ୍ୱିତୀୟ ଦିନରେ ୨୮୫ଜଣ ଆପାର୍ଟମେଣ୍ଟ ମାଲିକ, ସୋସାଇଟି ସଭାପତି, ସମ୍ପାଦକଙ୍କ...
ଧରାପଡ଼ିବା ପରେ ବି କାର୍ଯ୍ୟାନୁଷ୍ଠାନ ନାହିଁ, ଏଆଇ ଧରୁଛି ମାଟ୍ରିକ ତ୍ରୁଟି
ଭୁବନେଶ୍ୱର, ୨୬।୨(ଅସମାପିକା ସାହୁ): ପ୍ରତିବର୍ଷ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ, ଲିକ୍, ବିଭ୍ରାଟ ଘଟଣା ସୋସିଆଲ ମିଡିଆରେ ଘୂରିବୁଲେ। ମାତ୍ର ତାହାର ସତ୍ୟାସତ୍ୟ ଧରାପଡ଼େ ନାହିଁ କି ଜଣାପଡ଼େ ନାହିଁ। ଏପରି କି ଅନେକ ଘଟଣାକୁ ଚପାଇ ଦିଆଯାଉଥିବା ନେଇ...
ଭାଜପା ସହ ମେଣ୍ଟ ନେଇ ବିଜେଡି ନେତା ଅସନ୍ତୁଷ୍ଟ: ଅଜୟ କୁମାର
ଭୁବନେଶ୍ୱର,୨୬।୨(ସୁନିତ୍ ମିଶ୍ର):ଆମ ଓଡ଼ିଶା, ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ଭାଜପା ମଧ୍ୟରେ ମେଣ୍ଟ ହୋଇଛି, ଯେଉଁଥିିପାଇଁ ବିଜେଡି ନେତାଙ୍କ ମଧ୍ୟରେ ବହୁତ ଅସନ୍ତୋଷ ରହିଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି। ଗଣମାଧ୍ୟମକୁ...
୬ବର୍ଷ ବୟସରେ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର, ୨୫।୨(ଅସମାପିକା ସାହୁ)- ୨୦୨୪-୨୫ ଶିକ୍ଷାବର୍ଷ ଆରମ୍ଭ ହେବ। ଏହା ପୂର୍ବରୁ ନାମଲେଖା ଆରମ୍ଭ ହେବ। ତେଣୁ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ୬ବର୍ଷ ବୟସ ହୋଇଥିବା ଆବଶ୍ୟକ। ଏହାକୁ ପାଳନ କରିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ...
ଅଧ୍ୟାପକ ନିଯୁକ୍ତି ପାଇଁ ସ୍ଥାନ ଚୟନ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର, ୨୫।୨(ଅସମାପିକା ସାହୁ)- ରାଜ୍ୟରେ ନୂତନ ଭାବେ ୮୫୯ଜଣ ଆସନ୍ତା ୧ତାରିଖରେ ଏସ୍ଏସ୍ବି ଅଧ୍ୟାପକ ଭାବେ ନିଯୁକ୍ତି ପାଇବେ। ରାଜ୍ୟ ପ୍ରବରଣ ମଣ୍ଡଳୀ(ଏସ୍ଏସ୍ବି) ପକ୍ଷରୁ ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ଅଧ୍ୟାପକ ନିଯୁକ୍ତି ପାଇଁ ରବିବାର ଠାରୁ ସ୍ଥାନ ଚୟନ ପ୍ରକ୍ରିୟା...
ମାର୍ଚ୍ଚ ପହିଲାରେ ୮୫୯ ଏସ୍ଏସ୍ବି ଅଧ୍ୟାପକଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର
ଭୁବନେଶ୍ୱର,୨୫ା୨: ରାଜ୍ୟ ସରକାର ଆସନ୍ତା ମାର୍ଚ୍ଚ ୧ରେ ୮୫୯ ଏସ୍ଏସ୍ବି ଅଧ୍ୟାପକଙ୍କୁ ନିଯୁକ୍ତି ଦେବେ। ଏକକାଳୀନ ଲୋକ ସେବା ଭବନର କନଭେନ୍ସନ୍ ହଲ ଓ ରବୀନ୍ଦ୍ର ମଣ୍ଡପରେ ନିଯୁକ୍ତି ପର୍ବ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ...
ବିଜେଡି ଛାଡ଼ିଲେ ଦେବାଶିଷ ନାୟକ
ଭୁବନେଶ୍ୱର,୨୫ା୨: ବିଜେଡିରୁ ରବିବାର ଇସ୍ତଫା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ। ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଏନେଇ ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖି ସେ ତାଙ୍କର ଇସ୍ତଫାପତ୍ର ଦେଇଛନ୍ତି। ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ...
ଡୁରିଆନ୍ ଫର୍ନିଚରର ସ୍ବତନ୍ତ୍ର ଅଫର
ଭୁବନେଶ୍ୱର,୨୫।୨ (ଅନୁରାଧା ମହାରଣା): ଘରକୁ ସୁନ୍ଦର ଲୁକ୍ ଦେବା ସହ ଆରାମଦାୟକ ଆସବାବପତ୍ର କ୍ରୟ ପାଇଁ ଲୋକମାନେ ଆଗ୍ରହ ପ୍ରକାଶ କରୁଛନ୍ତି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ‘ଡୁରିଆନ୍’ ପକ୍ଷରୁ ସ୍ବତନ୍ତ୍ର ଫର୍ନିଚର ଉପଲବ୍ଧ କରାଯାଉଛି। ସାରା ଦେଶରେ ଏହାର...
Archives


