ବିଜେଡି କଥାରେ ରାଜି ହେଉନି ଭାଜପା, ସିଟ୍ ବଣ୍ଟାକୁ ନେଇ କେଁ
ଭୁବନେଶ୍ୱର,୮।୩: ଭାଜପା-ବିଜେଡି ମେଣ୍ଟ ଡିଲ୍ ଫାଇନାଲ । ଦିଲ୍ଲୀରେ ଭାଜପାର କୋର୍ ଟିମ ସହ କେନ୍ଦ୍ରୀୟ ନେତୃତ୍ୱ ଉପସ୍ଥିତ । ସେପଟେ ଦିଲ୍ଲୀ ଯାଇ ଫେରିଲେଣି ରାଜ୍ୟ ବିଜେଡିର ଦୁଇ ବଡ ଚେହେରା । ତେବେ ମେଣ୍ଟ ଚର୍ଚ୍ଚା ଏକରକମ...
ଜଣଙ୍କ ପରେ ଜଣେ ବରିଷ୍ଠ ନେତା ଛାଡ଼ୁଛନ୍ତି ଦଳ: ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ସୁଦର୍ଶନ ଜେନା
ଭୁବନେଶ୍ୱର,୮।୩: ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସୁଦର୍ଶନ ଜେନା ଶୁକ୍ରବାର ବିଜେଡି ଛାଡ଼ିଛନ୍ତି। ସେ ଏକାଧିକ କାରଣ ଦର୍ଶାଇ ବିଜେଡି ଛାଡ଼ଥିବା ଜଣାପଡ଼ିଛି। ଜିଲା ସଭାପତିଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ତେବେ ଆଗାମୀ ନିର୍ବାଚନ ପୂର୍ବରୂ...
ପୁଅ ବିଜେଡିରେ ଯୋଗଦେବା ପରେ ବିଜୟ ମହାପାତ୍ର କହିଲେ…
ଭୁବନେଶ୍ୱର,୮।୩: ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଗୁରୁବାର ବିଜେଡିରେ ଯୋଗ ଦେଇଥିଲେ। ଏ ନେଇ ବିଜୟ ମହାପାତ୍ର ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ପୁଅକୁ ଆଶୀର୍ବାଦ ଦେଲେ ଭଲ ହେଲା। ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ...
‘ଆମେ ଏକା ଲଢ଼ିଲେ ଭଲ କରିବୁ’
ଭୁବନେଶ୍ୱର,୮ା୩: ରାଜ୍ୟରେ ଆସନ୍ତା ନିର୍ବାଚନ ପାଇଁ ବିଜେଡି ଏବଂ ଭାଜପା ମଧ୍ୟରେ ମେଣ୍ଟ ସମ୍ଭାବନାକୁ ନେଇ ନାନା ଆଲୋଚନା ହେଉଛି। ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଭାଜପା ଏକାଠି ଲଢ଼ିବାକୁ ଅନେକେ ନାପସନ୍ଦ କରି ସୋସିଆଲ ମିଡିଆରେ ମନ୍ତବ୍ୟ...
ଟିପିସିଓଡିଏଲ୍ର ନୈତିକତା ସପ୍ତାହ
ଭୁବନେଶ୍ୱର,୮।୩:ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍(ଟିପିସିଓଡିଏଲ୍)ର ନୈତିକତା ସପ୍ତାହ ନିକଟରେ ପାଳିତ ହୋଇଯାଇଛି। ଏପରିକି ଭୁବନେଶ୍ୱର ସ୍ଥିତ ମ୍ୟାନେଜମେଣ୍ଟ ଡେଭେଲପ୍ମେଣ୍ଟ ସେଣ୍ଟର ଓ ଟିପିସିଓଡିଏଲ୍ର ସମସ୍ତ ସର୍କଲ, ଡିଭିଜନ ଓ ତତ୍ସଂକ୍ରାନ୍ତୀୟ କାର୍ଯ୍ୟାଳୟଗୁଡ଼ିକରେ ମଧ୍ୟ ଏହି ସପ୍ତାହ ପାଳନ କରାଯାଇଥିଲା।...
ସମ୍ଭାବ୍ୟ ମେଣ୍ଟକୁ ନେଇ ଲୋକଙ୍କ ମତ: ଏଥର କୌଣସି ‘ବି’ ନୁହେଁ, ‘ସି’
ଭୁବନେଶ୍ୱର,୮ା୩:ରାଜ୍ୟରେ ଆସନ୍ତା ନିର୍ବାଚନ ପାଇଁ ବିଜେଡି ଏବଂ ଭାଜପା ମଧ୍ୟରେ ମେଣ୍ଟ ସମ୍ଭାବନାକୁ ନେଇ ନାନା ଆଲୋଚନା ହେଉଛି। ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଭାଜପା ଏକାଠି ଲଢ଼ିବାକୁ ଅନେକେ ନାପସନ୍ଦ କରି ସୋସିଆଲ ମିଡିଆରେ ମନ୍ତବ୍ୟ ଦେଉଛନ୍ତି।...
ଏଥର ଭିନ୍ନ ଫର୍ମୂଲା: ମେଣ୍ଟ ହେବ, ମାତ୍ର ସରକାରରେ ସାମିଲ ହେବେ ନାହିଁ
ଭୁବନେଶ୍ୱର,୮ା୩: ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଏବଂ ଭାଜପା ମେଣ୍ଟ ଗଠନକୁ ନେଇ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା ଲାଗିରହିଛି। ନବୀନ ନିବାସରେ ବିଜେଡି ନେତାଙ୍କ ବୈଠକ ପରେ ବୈଠକ ଏବଂ ଦିଲ୍ଲୀରେ ଭାଜପା ଅଧ୍ୟକ୍ଷ ଜେ.ପି. ନଡା ଓ...
୩.୭୦ କୋଟି ମୁଦ୍ରାଋଣ ଠକେଇ ମାମଲା: ଆଇଡିବିଆଇ ବ୍ୟାଙ୍କ ଆସିଷ୍ଟାଣ୍ଟ୍ ମ୍ୟାନେଜର ଗିରଫ
ଭୁବନେଶ୍ୱର,୮।୩(ସତ୍ୟଜିତ୍ ରାଉତ): ୩କୋଟି ୭୦ଲକ୍ଷ ଟଙ୍କାର ମୁଦ୍ରାଋଣ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପୁରୀ ଜିଲା ପିପିଲି ଦାଣ୍ଡମୁକୁନ୍ଦପୁରସ୍ଥିତ ଆଇଡିବିଆଇ ବ୍ୟାଙ୍କ ଶାଖାର ଆସିଷ୍ଟାଣ୍ଟ୍ ମ୍ୟାନେଜର ତନ୍ମୟ କୁମାର ମହାରଣାଙ୍କୁ ବୁଧବାର ଛତିଶଗଡ଼ ରାୟପୁରରୁ ଗିରଫ...
ଜଗିବେ ୧୨ ପ୍ଲାଟୁନ ପୋଲିସ ଫୋର୍ସ
ଭୁବନେଶ୍ୱର,୮।୩(ସୂର୍ଯ୍ୟକାନ୍ତ ବେହେରା): ମହାଶିବରାତ୍ରୀରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଶ୍ରଦ୍ଧାଳୁମାନେ କିପରି ଶାନ୍ତିଶୃଙ୍ଖଳାରେ ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କରିବେ ସେନେଇ କମିଶନରେଟ ପୋଲିସ ପକ୍ଷରୁ...
ଆଜି ଜାଗର: ଚଳଚଞ୍ଚଳ ଏକାମ୍ରକ୍ଷେତ୍ର
ଭୁବନେଶ୍ୱର,୮।୩(ଶର୍ମିଷ୍ଠା ପାଣିଗ୍ରାହୀ): ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ରାଜଧାନୀର ସମସ୍ତ ଶୈବପୀଠ। ଶିବଙ୍କ ମନ୍ତ୍ରଧ୍ୱନିରେ ଶୁକ୍ରବାର ଏକାମ୍ରକ୍ଷେତ୍ର କମ୍ପି ଉଠିବ। ପ୍ରଭୁ ଶ୍ରୀଲିଙ୍ଗରାଜଙ୍କଠୁ ନେଇ କପିଳେଶ୍ୱର, ମେଘେଶ୍ୱର, ମୁକ୍ତେଶ୍ୱର, କେଦାରଗୌରୀ, ବ୍ରହ୍ମେଶ୍ୱର, ଭାସ୍କରେଶ୍ୱର ଭଳି ଅନେକ ଶୈବପୀଠରେ ଶିବଙ୍କ ଆରାଧାନରେ...
ବିଜେଡି-ଭାଜପା ମେଣ୍ଟ! ଏମିତି ହେବ ଆସନ ବୁଝାମଣା
ଭୁବନେଶ୍ୱର,୮ା୩ (ଅନିଲ ଦାସ):ବିଜେଡି ଏବଂ ଭାଜପା ମଧ୍ୟରେ ମେଣ୍ଟ ଓ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି। ମିଳିଥିବା ଅସମର୍ଥିତ ସୂଚନା ଅନୁଯାୟୀ, ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏବଂ ସଂଗଠନ ସମ୍ପାଦକ ପ୍ରଣବ...
ଆଜି ହୋଇପାରେ ମେଣ୍ଟ ଘୋଷଣା
ଭୁବନେଶ୍ୱର,୭ା୩ (ଅନିଲ ଦାସ):ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଏବଂ ଭାଜପା ମେଣ୍ଟ ଗଠନକୁ ନେଇ ୨ ଦିନ ହେବ ଚର୍ଚ୍ଚା ଲାଗିରହିଛି। ବୁଧବାର ନବୀନ ନିବାସରେ ବିଜେଡି ନେତାଙ୍କ ବୈଠକ ଓ ସନ୍ଧ୍ୟାରେ ଦିଲ୍ଲୀରେ ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା...
Archives


