ରାଜ୍ୟରେ ନିର୍ମାଣ ହେବ ୩୧୮ ବସ୍ଷ୍ଟାଣ୍ଡ, କ୍ୟାବିନେଟ୍ ବୈଠକରେ ମିଳିଲା ମଞ୍ଜୁରୀ
ଭୁବନେଶ୍ୱର,୯ା୩(ଅନିଲ ଦାସ): ରାଜ୍ୟରେ ପରିବହନ ଭିତ୍ତିଭୂମି ଓ ସୁବିଧାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଆମ ବସ୍ଷ୍ଟାଣ୍ଡ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ରାଜ୍ୟର ୩୦ ଜିଲାରେ ୩ଟି ପର୍ଯ୍ୟାୟରେ ସମୁଦାୟ ୩୧୮ଟି ବସ୍ଷ୍ଟାଣ୍ଡ ନିର୍ମାଣ କରିବାକୁ...
ଫେରାଦ ହେଲା ଭାଜପା: ୩ ବର୍ଷରୁ ଅଧିକ ସମୟ ଗୋଟିଏ ସ୍ଥାନରେ ଥିବା ଅଧିକାରୀଙ୍କୁ ତୁରନ୍ତ ବଦଳି କରାଯାଉ
ଭୁୁବନେଶ୍ୱର,୯ା୩(ଅନିଲ ଦାସ): ଆଗକୁ ଲୋକ ସଭା ଓ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ସରକାରୀ ଦଳ କଳବଳର ଅପପ୍ରୟୋଗ କରି ନିର୍ବାଚନ ଜିତିବାକୁ ଚାହୁଁଛି। ଏଣୁ ନିର୍ବାଚନ ପରିଚାଳନାକୁ ଅବାଧ ଓ ନିରପେକ୍ଷ କରାଇବା ପାଇଁ ୩...
Video: ମେଣ୍ଟ ଚର୍ଚ୍ଚା ମଧ୍ୟରେ ବଡ଼ ବୟାନ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୯ା୩: ବିଜୁ ଜନତା ଦଳ(ବିଜେଡି) ଏବଂ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ ମେଣ୍ଟ ହେଉଥିବା ଚର୍ଚ୍ଚା ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମେଣ୍ଟ ଖବରକୁ ଭାଜପା ସଭାପତି ମନମୋହନ ସାମଲ ଖାରଜ କରିସାରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ...
ରାଜ୍ୟ କ୍ୟାବିନେଟ୍ରେ ୧୭ ପ୍ରସ୍ତାବକୁ ମଞ୍ଜୁରୀ: ସମସ୍ତ ୟୁଜି, ପିଜି ଛାତ୍ରୀଛାତ୍ରଙ୍କୁ ମିଳିବ ଛାତ୍ରବୃତ୍ତି
ଭୁବନେଶ୍ୱର,୯ା୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶନିବାର ଆୟୋଜିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହି ବୈଠକରେ ରାଜ୍ୟର ସମସ୍ତ ୟୁଜି ଓ ପିଜି ପିଲାଙ୍କୁ ନୂଆ-ଓ ଛାତ୍ରବୃତ୍ତି ମିଳିବ ବୋଲି ନିଷ୍ପତ୍ତି ହୋଇଛି। ପୂର୍ବରୁ...
ବ୍ୟାଗ୍ ଭିତରୁ ମିଳିଲା ନବଜାତ ଶିଶୁର ମୃତଦେହ, ସିସିଟିଭି ଫୁଟେଜ୍ ଅଣ୍ଡାଳୁଛି ପୋଲିସ
ଭୁବନେଶ୍ୱର,୯।୩ (ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପଛପଟ ପଡିଆରୁ ଶନିବାର ଏକ ନବଜାତ ଶିଶୁର ମୃତଦେହ ମିଳିଛି । ମୃତ ଶିଶୁ କାହାର ଓ କିଏ ଫିଙ୍ଗିଛି ତାହା ଏଯାବତ ଜଣାପଡିନାହିଁ। ଖବର ପାଇ ପୋଲିସ ମୃତଦେହ ଏକ...
ସମ୍ବଲପୁର, ବ୍ରହ୍ମପୁରରେ ମୋ’ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୯ା୩(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସମ୍ବଲପୁର ଓ ବ୍ରହ୍ମପୁର ସହରରେ ‘ମୋ ବସ୍’ ସେବାର ଶୁଭାରମ୍ଭ କରିଛନ୍ତି। ଉଭୟ ସହରରେ ଆଜି ୧୫ଟି ଲେଖାଏ ବସ୍ ଚଳାଚଳ ପାଇଁ ସୁବିଧା କରାଯାଇଛି। ସମ୍ବଲପୁର ସହରରେ ସମ୍ବଲପୁର-ବୁର୍ଲା-ହୀରାକୁଦ ମଧ୍ୟରେ...
ଦିଲ୍ଲୀ ଯାଇଥିବା ବିଜେଡି ନେତା ମୋତେ ଭେଟି ନାହାନ୍ତି କହିଲେ…
ଭୁବନେଶ୍ୱର,୯।୩: ରାଜ୍ୟରେ ବିଜେଡି-ଭାଜପା ମଧ୍ୟରେ ମେଣ୍ଟକୁ ନେଇ ଚର୍ଚ୍ଚାଜୋର ଧରିଥିବା ବେଳେ ଭାଜପା ଏନେଇ କୌଣସି ଆଲୋଚନା ହୋଇ ନ ଥିବା କହୁଛି। ଭାଜପା ସଭାପତି ମନମୋହନ ସାମଲଙ୍କ ପରେ ସମାନ କଥା କହିଛନ୍ତି ଭାଜପା ରାଜ୍ୟ ଭାଜପା ନିର୍ବାଚନ...
ମେଣ୍ଟକୁ ନେଇ ସାଙ୍ଘାତିକ୍ ତଥ୍ୟଦେଲେ ବିଧାୟକ
ଭୁବନେଶ୍ୱର,୯।୩: ରାଜ୍ୟରେ ବିଜେଡି-ଭାଜପା ମଧ୍ୟରେ ମେଣ୍ଟକୁ ନେଇ ଚର୍ଚ୍ଚାଜୋର ଧରିଥିବା ବେଳେ ବିଜେଡି ବିଧାୟକ ଡାକ୍ତର ନୃସିଂହ ସାହୁ ସାଙ୍ଘାତିକ୍ ବୟାନ ଦେଇଛନ୍ତି। ସେ ମେଣ୍ଟକୁ ନେଇ ଏପରି କିଛି କହିଛନ୍ତି ଯାହା ମେଣ୍ଟକୁ ନେଇ ଦଳଆଗ୍ରହୀ ଥିବା ସ୍ପଷ୍ଟ...
କିଏ କେତେ ଆସନରେ ଲଢିବ, ହେଉନି ସହମତି, ୨ ଦିନ ମଧ୍ୟରେ ହେବ ସ୍ପଷ୍ଟ
ଭୁବନେଶ୍ୱର,୯।୩: ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହେବ ନା ନାହିଁ? ସେନେଇ ସସ୍ପେନ୍ସ ଜାରି ରହିଛି। ଯଦି ମେଣ୍ଟ ହୁଏ ତେବେ କିଏ ଆସନ ପାଇବ। ଗତ ଦୁଇଦିନ ଧରି ଏହାକୁ ନେଇ ର୍ଚ୍ଚା ଜୋର ଧରିଛି। ଅନ୍ୟପଟେ,...
ଯୁବତୀଙ୍କୁ ନିଶା ଦେଇ ବଳାତ୍କାର, ବ୍ଲାକମେଲ୍
ଭୁବନେଶ୍ୱର,୯।୩(ସତ୍ୟଜିତ୍ ରାଉତ): ଯୁବତୀଙ୍କୁ ନିଶା ଦେଇ ବଳାତ୍କାର କଲେ। ପରେ ସେହି ସମୟର ଫଟୋ ଓ ଭିଡିଓ ଭାଇରାଲ କରିଦେବାର ଧମକ ଦେଇ ୩ ଲକ୍ଷ ଟଙ୍କା ନେଇଗଲେ। ପୀଡିତାଙ୍କ ଏସବୁ ଅଭିଯୋଗକୁ ଭୁବନେଶ୍ୱର ମହିଳା ଥାନା ପୋଲିସ ଗୁରୁତ୍ୱର...
୨୩ଲକ୍ଷ ଟଙ୍କା, ଅଡି କାର୍ ଜବତ କଲା ଇଡି
ଭୁବନେଶ୍ୱର,୯।୩(ସତ୍ୟଜିତ୍ ରାଉତ): ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ଜାରି ରଖିଛି। ଇଡି ପକ୍ଷରୁ ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ଚଢ଼ାଉରେ ବହୁ କୋଟିର ସମ୍ପତ୍ତି ଠାବ ହୋଇଛି। ଭୁବନେଶ୍ୱରରେ ଏକ ଦୈନିକ ଓଡିଆ...
ମୁଁ ନିଜ ସହ ପ୍ରତିଯୋଗିତା କରେ
ଏକ ଛୋଟ ଫାଷ୍ଟଫୁଡ୍ ଦୋକାନରୁ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଥିବା ଅନୁପ କୁମାର ବଗାଇ ବର୍ତ୍ତମାନ ଜଣେ ସଫଳ ଉଦ୍ୟୋଗୀ ଭାବେ ଘରେ ଘରେ ପରିଚିତ। ୩୦ ବର୍ଷର ବ୍ୟବସାୟିକ ଅଭିଜ୍ଞତା ସହ ବର୍ତ୍ତମାନ ସେ ଭୁବନେଶ୍ୱରର କ୍ୟାଟରିଂ ସଂସ୍ଥା...
Archives


