ମଝି ଆକାଶରେ ମେଣ୍ଟ ଚର୍ଚ୍ଚା, ଭାଜପା ସଭାପତିଙ୍କୁ ଘେରିଗଲେ ଯାତ୍ରୀ
ଭୁବନେଶ୍ୱର,୧୦।୩: ଓଡ଼ିଶା ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ଏକ ସମ୍ଭାବ୍ୟ ମେଣ୍ଟକୁ ନେଇ ପୂରା ରାଜ୍ୟରେ ଚହଳ। ଦିଲ୍ଲୀ ଦୌଡୁଛନ୍ତି ବଡ଼ ବଡ଼ ନେତା। ଗଣମାଧ୍ୟମରେ ବି ଚର୍ଚ୍ଚା ଜୋର୍। ବାଟେଘାଟେ, ଚା’ ଖଟି। ସବୁଠି ଗୋଟିଏ କଥା ଓଡ଼ିଶାରେ...
ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କ ପାଇଁ ୧୫ ଦିନର ସାମୟିକ ଛୁଟି ଘୋଷଣା କଲେ ସରକାର
ଭୁବନେଶ୍ୱର,୧୦ା୩(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ସମସ୍ତ ନୂତନ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କ ପାଇଁ ବର୍ଷକୁ ୧୫ ଦିନର ସାମୟିକ ଛୁଟି ଏବଂ ମହିଳା କର୍ମଚାରୀମାନଙ୍କ ପାଇଁ ସବୈତନିକ ପ୍ରସୂତିକାଳୀନ ଛୁଟି ପ୍ରଦାନ ନିମନ୍ତେ ଘୋଷଣା କରିଛନ୍ତି।...
ଉତ୍ସବରେ ଟଳିପଡ଼ିଲେ ପୂର୍ବତନ ସରପଞ୍ଚ
ମାର୍ଶାଘାଇ,୧୦।୩ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ମଣିକୁଣ୍ଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ସରୋଜକାନ୍ତ ଚୌଧୁରୀ (୭୬)ଙ୍କ ହୃଦ୍ଘାତରେ ପରଲୋକ ଘଟିଛି। ଶନିବାର ମାର୍ଶାଘାଇ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଚାଲିଥିବା ଜେଜେ ମା’ ଜେଜେବାପା ଉତ୍ସବରେ ସେ...
ମେଣ୍ଟ ହେବ କି ନାହିଁ? ମାର୍ଚ୍ଚ ୧୨ରେ ଆସିବ ସ୍ପଷ୍ଟ ଚିତ୍ର
ଭୁବନେଶ୍ୱର,୧୦।୩: ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ଦିନକୁ ଦିନ ଅଧିକ ରହସ୍ୟମୟ ହୋଇଉଠୁଛି । ମେଣ୍ଟ ହେବ କି ନାହିଁ, ଏ ଉତ୍ତର କାହାରି ପାଖରେ ନାହିଁ । କେହି ମେଣ୍ଟ ହେବ ବୋଲି କହୁଥିବାବେଳେ କେହି କହୁଛନ୍ତି ଏକାକୀ ଲଢିବୁ।...
୫ ଟଙ୍କାରେ ବୋତଲ ପାଣି, ବିଶୁଦ୍ଧତାକୁ ନେଇ ଉଠିଲା ପ୍ରଶ୍ନ
ବ୍ରହ୍ମପୁର,୧୦ା୩ (ସ୍ମୃତିରଞ୍ଜନ ମହାଲିକ):ମାର୍ଚ୍ଚ ଆରମ୍ଭରୁ ତାତି ବଢ଼ିଲାଣି। ମଧ୍ୟାହ୍ନ ବେଳକୁ ଅସମ୍ଭାଳ ଖରା। ଖରାରେ ଶୋଷ ମେଣ୍ଟାଇବାକୁ ଲୋକେ ବିଭିନ୍ନ ମୃଦ୍ୟୁ ପାନୀୟ ଉପରେ ନିର୍ଭର କରୁଛନ୍ତି। ଭଲ କମ୍ପାନୀର ପାଣି ବୋତଲ ଅଧିକ ଦରରେ ବିକ୍ରି ହେଉଥିବା ବେଳେ...
ଜଗତ୍ସିଂହପୁରରେ ରିହାତି ଚାଉଳ, ଡାଲି ପାଇଁ ଠେଲାପେଲା
ଜଗତ୍ସିଂହପୁର, ୧୦।୩(ପ୍ରମୋଦ କୁମାର ନାୟକ)ଆଜାଦୀ କା ଅମୃତ ମହୋତ୍ସବ ଅବସରରେ କେନ୍ଦ୍ର ସରକାର ଖାଉଟିଙ୍କୁ ରିହାତି ଦରରେ ଚାଉଳ, ଚଣା ଡାଲି, ଅଟା, ଚିନି, ତେଲ ଓ ପିଆଜ ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ନାଫେଡ୍ (ନ୍ୟାଶନାଲ ଆଗ୍ରିକଲଚରାଲ କୋ-ଅପରେଟିଭ...
ପୌରାଞ୍ଚଳର ୬୮ ପ୍ରତିଶତ ଶ୍ରମିକ ଶ୍ରେଣୀର
କେନ୍ଦ୍ରାପଡ଼ା, ୧୦ା୩ (ଜଗନ୍ନାଥ ଧଳ)ମାର୍ଚ୍ଚ ୧୦ ରେ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଘୋଷଣାକୁ ୧୫୫ ବର୍ଷ ପୂରଣ ହେବ। ଏହି ସମୟ ଅବଧି ମଧ୍ୟରେ ପୌରାଞ୍ଚଳର ସୀମା ବୃଦ୍ଧି ଘଟିଛି। ସେହି ପରିମାଣରେ ଜନସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛି। ୬୮ ପ୍ରତିଶତ...
ଲଡୁବାବାଙ୍କ ପୀଠରେ ଆବର୍ଜନା
ନୟାଗଡ,୧୦।୩(ଲୋକନାଥ ମିଶ୍ର)ଓଡିଶାର ପ୍ରସିଦ୍ଧ ଶୈବପୀଠ ଶରଣକୁଳସ୍ଥ ଲଡୁବାବାଙ୍କ ପୀଠ ଓ ଆଖପାଖ ଅଞ୍ଚଳ ମହା ଶିବରାତ୍ରି ପରଦିନ ଆବର୍ଜନାମୟ ହୋଇ ରହିଛି। ଆବର୍ଜନା ଦୁର୍ଗନ୍ଧରେ ନାକ ଫାଟି ପଡୁଛି। କେତେଜଣ ସ୍ବେଚ୍ଛାସେବୀ ଅବାର୍ଜନକୁ ଶନିବାର ସଫେଇ କରି ବାହାବା ନେଲେ।...
ସମ୍ବଲପୁର, ବ୍ରହ୍ମପୁରରେ ‘ମୋ ବସ୍’ ସେବା ଶୁଭାରମ୍ଭ
ଭୁବନେଶ୍ୱର,୧୦ା୩(ଅନିଲ ଦାସ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସମ୍ବଲପୁର ଓ ବ୍ରହ୍ମପୁର ସହରରେ ‘ମୋ ବସ୍’ ସେବାର ଶୁଭାରମ୍ଭ କରିଛନ୍ତି। ଉଭୟ ସହରରେ ୧୫ଟି ଲେଖାଏ ବସ୍ ଚଳାଚଳ ପାଇଁ ସୁବିଧା କରାଯାଇଛି। ସମ୍ବଲପୁର ସହରରେ ସମ୍ବଲପୁର-ବୁର୍ଲା-ହୀରାକୁଦ ମଧ୍ୟରେ ଏହି ବସ୍...
କ୍ୟାବିନେଟ୍ ନିଷ୍ପତ୍ତିକୁ ଓଷ୍ଟାର ବିରୋଧ
ଭୁବନେଶ୍ୱର,୯ା୩: ବ୍ଲକଗ୍ରାଣ୍ଟ୍ ଶିକ୍ଷକଙ୍କ ଅବସରକାଳୀନ ସହାୟତା ନିଷ୍ପତ୍ତିକୁ ଓଷ୍ଟା ବିରୋଧ କରିଛି। କ୍ୟାବିନେଟ୍ର ଏପରି ନିଷ୍ପତ୍ତିକୁ ବିକଳାଙ୍ଗ ଓ ବିକୃତ ମାନସିକତା କହିଛି ଓଷ୍ଟା। ଏଥିସହିତ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଓଷ୍ଟା ପେନ୍ସନ୍ ଦାବି କରିଛି। କ୍ୟାବିନେଟ୍ର ଏହି ନିଷ୍ପତ୍ତିକୁ...
ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ: ୩୮,୪୪୭ ମାମଲାର ହେଲା ସମାଧାନ
ଭୁବନେଶ୍ୱର,୯ା୩(ଅସମାପିକା ସାହୁ): ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଖୋର୍ଦ୍ଧା ଜିଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଅନୁଷ୍ଠିତ ହୋଇଛି । ଜିଲା ଓ ଦୌରାଜଜ୍ ତଥା ଜିଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ନିଶିଥ ନିଶାଙ୍କଙ୍କ...
ବର୍ଷକୁ ୫୦୦ ଜଣ ନେବେ ପାଇଲଟ୍ ଟ୍ରେନିଂ, ୬୬୨ କୋଟି ଟଙ୍କା ମଞ୍ଜୁର କଲେ ସରକାର
ଭୁବନେଶ୍ୱର,୯ା୩(ଅନିଲ ଦାସ): ରାଜ୍ୟରେ ଦକ୍ଷ ପାଇଲଟ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଢେଙ୍କାନାଳ ଜିଲାର ବିରାଶାଳଠାରେ ବିଜୁ ପଟ୍ଟନାୟକ ଆଭିଏଶନ ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେଠାରେ ପାଇଲଟ ଟ୍ରେନିଂ, ସିମୁଲେଟର ଟ୍ରେନିଂ ଏବଂ କ୍ୟାବିନ୍...
Archives


