ମେଟ୍ରୋ

ଖଣ୍ଡପଡ଼ା ବିଧାନସଭାରେ ଜିତିଲା ଭାଜପା

ଭୁବନେଶ୍ୱର,୪।୬: ମଙ୍ଗଳବାର ରାଜ୍ୟରେ ବିଧାନସଭା ଭୋଟ ଗଣତି ଜାରି ରହିଥିଲା ବେଳେ ଖଣ୍ଡପଡ଼ା ବିଧାନସଭାରେ ବିଜୟ ହାସଲ କରିଛନ୍ତି ଭାଜପା ପ୍ରାର୍ଥୀ ଦୁଷ୍ମନ୍ତ ସ୍ବାଇଁ।ବିଜେଡିର ସାବିତ୍ରୀ ପ୍ରଧାନଙ୍କୁ ୭୧୨୦ ଭୋଟରେ ଦୁଷ୍ମନ୍ତ ହରାଇଛନ୍ତି। ଦୁଷ୍ମନ୍ତ ୭୫,୧୩୯ ଭୋଟ ପାଇଥିବା ବେଳେ ସାବିତ୍ରୀ…

ମନ୍ମଥଙ୍କଠାରୁ ବହୁ ଆଗରେ ଅପରାଜିତା, ଜାଣନ୍ତୁ କେତେ ଭୋଟ୍‌ରେ ଆଗୁଆ….

ଭୁବନେଶ୍ୱର,୪।୬: ୨୦୧୪ ଲୋକ ସଭା ନିର୍ବାଚନର ଭୋଟ ଗଣତି ଜାରି ରହିଥିବା ବେଳେ ଭାଜପା ପ୍ରାର୍ଥୀମାନେ ବହୁ ଆଗରେ ଚାଲିଛନ୍ତି। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ଭାଜପା ୧୯ ଆସନରେ ଆଗୁଆ ଥିବା ବେଳେ ବିଜେଡି ୧ରେ ଆଗୁଆ ଅଛି। ସେହିଭଳି କଂଗ୍ରେସ…

ଓଡ଼ିଶା ଲୋକ ସଭାର ୧୯ ଆସନରେ ଭାଜପା ଆଗୁଆ

ଭୁବନେଶ୍ୱର,୪ା୬: ୨୦୨୪ ସାଧାରଣ ନିର୍ବାଚନ ଫଳ ପାଇଁ ସାରା ରାଜ୍ୟରେ ମଙ୍ଗଳବାର ଭୋଟ୍‌ ଗଣତି ଜୋର୍‌ଦାର ଚାଲିଛି। ସକାଳ ୮ଟାରୁ ରାଜ୍ୟରେ ଭୋଟ୍‌ ଗଣତି ଆରମ୍ଭ ହୋଇଥିବା ବେଳେ ଅଧିକାଂଶ ଲୋକ ସଭା ଆସନରେ ଭାଜପା ଆଗୁଆ ରହିଛି। ତେବେ ରାଜ୍ୟର…

ଡିଏସ କୁଟ୍ଟେଙ୍କ ସର୍ଭେ ନବୀନଙ୍କୁ ଅସୁବିଧାରେ ପକାଇଲା, ସାମ୍ନାକୁ ଆସିଲା ଏହି ସତ୍ୟ

ଭୁବନେଶ୍ୱର, ୪।୬: ବିଧାନସଭା ନିର୍ବାଚନର ଫଳାଫଳର ପ୍ରାରମ୍ଭିକ ଟ୍ରେଣ୍ଡ ରାଜ୍ୟରେ କ୍ଷମତାସୀନ ବିଜେଡିକୁ ଶକ୍ତ ଧକ୍କା ଲାଗିଛି। କଣ୍ଟାବାଞ୍ଜି ବିଧାନସଭା ଆସନରେ ନବୀନଙ୍କୁ ଭାଜପା ପ୍ରାର୍ଥୀ ଲକ୍ଷ୍ମଣ ବାଗ ପଛରେ ପକାଇ ଦେଇଛନ୍ତି। ସୂଚନା ଅନୁସାରେ, କଣ୍ଟାବାଞ୍ଜି ବିଧାନସଭା ଆସନରେ ୩…

୨୫ବର୍ଷ ପରେ ଓଡ଼ିଶାରେ ବଦଳିଲା ସମୀକରଣ

ଭୁବନେଶ୍ୱର,୪।୬: ଓଡ଼ିଶାରେ ଭୋଟ କାଉଣ୍ଟିଂ ଚାଲିଥିବାବେଳେ ଭାଜପା ୭୮ ଓ ବିଜେଡି ୫୪ ସିଟ୍‌ରେ ଆଗୁଆ ଅଛନ୍ତି। ୨୫ବର୍ଷ ପରେ ଏପରି ସମୀକରଣ ଦେଖିବାକୁ ମିଳିଛି। ଯେଉଁଠି ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ସରକାର ୨୫ବର୍ଷ ଧରି କ୍ଷମତାରେ ରହି ଆସୁଥିଲା ତା’ର…

ଚିଲିକାରେ ସମ୍ବିତ ପାତ୍ର ଆଗୁଆ

ଭୁବନେଶ୍ୱର,୬।୪(ଅସମାପିକା ସାହୁ): ଓଡ଼ିଶାରେ ଭୋଟ କାଉଣ୍ଟିଂ ଚାଲିଥିବାବେଳେ ଭାଜପା ୭୬ ଓ ବିଜେଡି ୫୪ ସିଟ୍‌ରେ ଆଗୁଆ ଅଛନ୍ତି। ୫ମ ରାଉଣ୍ଡରେ ଚିଲିକାରୁ ପୁରୀ ଏମପି ପ୍ରାର୍ଥୀ ସମ୍ବିତ ପାତ୍ର ଆଗୁଆ ଅଛନ୍ତି। ସମ୍ବିତ ପାତ୍ରଙ୍କ ଠାରୁ ଅରୂପ ପଟ୍ଟନାୟକଙ୍କ ଠାରୁ…

ଟ୍ରେଣ୍ଡ କରୁଛି ଭାଜପା: କଟକ, ଜଗତସିଂହପୁର, ଯାଜପୁରରେ ଆଗୁଆ

ଭୁବନେଶ୍ୱର,୪।୬: ଲୋକ ସଭାରେ ଟ୍ରେଣ୍ଡ କରୁଛି ଭାଜପା। କଟକ, ଜଗତସିଂହପୁର ଓ ଯାଜପୁର ଲୋକ ସଭା ଆସନରେ ବିଜେଡିକୁ ପଛରେ ପକାଇ ଆଗରେ ଭାଜପା ରହିଛି। କଟକରେ ବିଜେଡି ପ୍ରାର୍ଥୀ ସତୃପ୍ତ ମିଶ୍ରଙ୍କୁ ପଛରେ ପକାଇ ଭାଜପା ପ୍ରାର୍ଥୀ ଭତ୍ତୃହରି ମହତାବ…

ମଧ୍ୟ ଭୁବନେଶ୍ୱରରେ ଅପରାଜିତା ଆଗୁଆ

ଭୁବନେଶ୍ୱର,୪।୬(ଅସମାପିକା ସାହୁ): ଓଡ଼ିଶାରେ ଭୋଟ କାଉଣ୍ଟିଂ ଚାଲିଥିବାବେଳେ ଭାଜପା ୭୬ ଓ ବିଜେଡି ୫୩ ସିଟ୍‌ରେ ଆଗୁଆ ଅଛନ୍ତି। ତେବେ ଭାଜପା ୭୫ ମ୍ୟାଜିକ ନମ୍ବର ଛୁଇଁ ସାରିଛି। ତେବେ ୪ର୍ଥ ରାଉଣ୍ଡରେ ମଧ୍ୟ ଭୁବନେଶ୍ୱରରେ ଭାଜପା ଏମପି ପ୍ରାର୍ଥୀ ଅପରାଜିତା…

ଟ୍ରେଣ୍ଡ୍‌ରେ ମ୍ୟାଜିକ୍‌ ନମ୍ବର ଛୁଇଁଲା ଭାଜପା

ଭୁବନେଶ୍ୱର,୪ା୬: ମଙ୍ଗଳବାର ସାରା ରାଜ୍ୟରେ ଭୋଟ୍‌ ଗଣତି ଜାରି ରହିଛି। ବିଧାନସଭାରେ ମ୍ୟାଜିକ୍‌ ନମ୍ବର ୭୪ ହୋଇଥିବା ବେଳେ ଭାଜପା ଟ୍ରେଣ୍ଡ୍‌ରେ ଏହି ସଂଖ୍ୟା ଛୁଇଁଛି। ଭାଜପା ୭୪ଟି ଆସନରେ ଆଗୁଆ ଥିବା ବେଳେ ବିଜେଡି ୫୦, କଂଗ୍ରେସ ୧୨ ଏବଂ…

କଟକ-ବାରବାଟୀରେ ସୋଫିଆ-ପୂର୍ଣ୍ଣଚନ୍ଦ୍ରଙ୍କ ମଧ୍ୟରେ କଡା ଟକ୍କର

ଓଡ଼ିଶା ବିଧାନସଭାରେ ଭୋଟ କାଉଣ୍ଟିଂରେ ଭାଜପା ୭୧ ଆସନରେ ଆଗୁଆ ଥିବାବେଳେ ବିଜେଡି ୪୭ ରେ ରହିଛି। ତେବେ ଭାଜପା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀ ୩୦୬୨ ଆସନରେ ଥିବାବେଳେ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିର୍ଦ୍ଦୋଶ ୩୦୬୦ ଆସନରେ ଅଛନ୍ତି। ଦୁହିଁଙ୍କ ମଧ୍ୟରେ…

ଭଣ୍ଡାରୀପୋଖରୀ ବିଧାନସଭା ଆସନ: ଆଗରେ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ

ଭୁବନେଶ୍ୱର,୪।୬: ମଙ୍ଗଳବାର ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଯାଇଛି। ପ୍ରଥମେ ବାଲଟ ଓ ଏହା ପରେ ଇଭିଏମ ଗଣନା ଆରମ୍ଭ ହୋଇଛି। ଭଣ୍ଡାରୀପୋଖରୀ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗୁଆ ରହିଥିବା ବେଳେ ବିଜେଡି ପ୍ରାର୍ଥୀ ସଞ୍ଜୀବ…

କୋରେଇରୁ ଅଭିନେତା ଆକାଶ ଦାସ ନାୟକ ଆଗୁଆ

ଭୁବନେଶ୍ୱର,୪।୬: ଓଡ଼ିଶା ବିଧାନସଭାରେ ଭୋଟ କାଉଣ୍ଟିଂରେ ଭାଜପା ୬୫ ଆସନରେ ଆଗୁଆଥିବାବେଳେ ବିଜେଡି ୪୫ ରେ ରହିଛି। ସେହିପରି କଂଗ୍ରେସ ୯ଟି ଆସନରେ ଆଗୁଆ ଅଛି। କରୋଇରୁ ଭାଜପା ପ୍ରାର୍ଥୀ ଆକାଶ ଦାସ ନାୟକ ଆଗୁଆ ଅଛନ୍ତି।

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri