ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବଜ୍ରପାତରେ ମୃତକଙ୍କ ପରିବାର ଲୋକଙ୍କୁ ମିଳିବ ସହାୟତା
ଭୁବନେଶ୍ବର,୧୭।୮: ରାଜ୍ୟର ବିଭିନ୍ନ ସ୍ଥାନରେ ଶନିବାର ବଜ୍ରପାତ ଜନିତ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ…
ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ, ୨୯ ଓଏଏସଙ୍କୁ ବଦଳି
ଭୁବନେଶ୍ୱର,୧୭।୮: OAS ସ୍ତରରେ ବଡ଼ ଧରଣର ଅଦଳବଦଳ । ୨୯ ଜଣ ଓଏଏସଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜସ୍ବ ବିଭାଗରେ ଏହି ବଡ଼ ଧରଣର ଅଦଳବଦଳ…
ଡବ୍ଲୁଓଡିସି ଅଧ୍ୟକ୍ଷ ପଦରୁ ଅସିତ ତ୍ରିପାଠୀଙ୍କ ଇସ୍ତଫା
ଭୁବନେଶ୍ୱର,୧୭।୮: ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଅସିତ ତ୍ରିପାଠୀ । ସେ ୨୦୨୦ରୁ ଏହି ଦାୟିତ୍ୱରେ ଥିଲେ । ହେଲେ ନୂଆ ସରକାର ଗଠନ ହେବା ପରେ ଅସିତ ତ୍ରିପାଠୀଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ହେଉଥିଲା…
ଓଡ଼ିଶାରେ ଆତଙ୍କବାଦୀ ଷଡଯନ୍ତ୍ର, ଚୀନ ଓ ବାଂଲାଦେଶରୁ ଆସୁଛି କଲ୍
ଭୁବନେଶ୍ୱର,୧୭।୮: ରାଜଧାନୀ ଭୁବନେଶ୍ୱରରେ ୭ଟି ସିମ୍ ବକ୍ସ ଠାବ ହୋଇଛି। ଯାହାକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ପୋଲିସ କମିଶନର ସଞ୍ଜୀବ ପଣ୍ଡା ସିମ ବକ୍ସ ଜବତ ଘଟଣାରେ ବାଂଲାଦେଶ ଲିଙ୍କ ରହିଥିବା ସ୍ପଷ୍ଟ କରିଛନ୍ତି। ଏଥିରେ ଗିରଫ ହୋଇଥିବା…
ଷ୍ଟିଅରିଂ କମିଟି ନେଇ ପ୍ରତିକ୍ରିୟା ରଖିଲେ ନରସିଂହ ମିଶ୍ର: କାହିଁକି କହିଲେ ନପଚାରିଲେ ବି ଉପଦେଶ ଦେବି
ଭୁବନେଶ୍ୱର,୧୭।୮: ରାଜ୍ୟ କଂଗ୍ରେସର ଷ୍ଟିଅରିଂ କମିଟି ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ଷ୍ଟିଅରିଂ କମିଟିରେ ଅନେକ ବରିଷ୍ଠ ନେତାଙ୍କ ନାଁ ନାହିଁ, ବରିଷ୍ଠ ନେତାଙ୍କୁ ଦଳ କୋଣଠେସା କରୁଛି କି, ଏହା ଉତ୍ତରେସେ କହିଛନ୍ତି, ଏଠି…
ବିଧାୟକଙ୍କ ଓରିଏଣ୍ଟେସନ ପ୍ରୋଗ୍ରାମକୁ ବିଜେଡି-କଂଗ୍ରେସର ମନା: ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଲେ
ଭୁବନେଶ୍ୱର,୧୭।୮: ଶନିବାର ଓ ରବିବାର ଦୁଇ ଦିନ ଧରି ବିଧାନସଭା ପରିସରରେ ବିଧାୟକଙ୍କ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ଓଡ଼ିଶାର ୩ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ପ୍ରସାଦ ମଧ୍ୟ ସାମିଲ ହୋଇ ଅଭିଜ୍ଞତା ବାଣ୍ଟିବେ।…
ବିଜେଡି କରିବ ଅଲଗା ପ୍ରଶିକ୍ଷଣ ଶିବିର: ଏମିତି କହିଲେ ପ୍ରତାପ ଦେବ୍
ଭୁବନେଶ୍ୱର,୧୭।୮: ଭାଜପା ପରେ ବିଜେଡି କରିବ ପ୍ରଶିକ୍ଷଣ ଶିବିର। ଆସନ୍ତା ୨୫ ତାରିଖରେ ଶଙ୍ଖଭବନରେ ବିଜେଡିର ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ବିଧାନସଭା ନୀତି ନିୟମ ଉପରେ ଜ୍ଞାନ ଥିବା ବ୍ୟକ୍ତି ପ୍ରଶିକ୍ଷଣ ଦେବେ। ଏଥିରେ ଯେଉଁମାନେ ନୂଆ ଭାବେ…
ଜିଏସ୍ଟି ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ବିପୁଳ ସମ୍ପତ୍ତି ଠାବ, ଜାରି ରହିିଛି ଚଢାଉ
ଭୁବନେଶ୍ୱର,୧୭।୮: ଯାଜପୁର ଜିଏସ୍ଟି ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଶନିବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଭିଜିଲାନ୍ସ ରେଡ ବେଳେ ଭୁବନେଶ୍ବର, କଟକରେ ୨ଟି କୋଠା, ଭୁବନେଶ୍ବର, କଟକରେ ୨ଟି ଦାମିକା ପ୍ଲଟ, ୮୫୦ ଗ୍ରାମ ସୁନା ମିଳିଛି।…
ଆରମ୍ଭ ହେଲା ବିଧାୟକଙ୍କ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ
ଭୁବନେଶ୍ୱର,୧୭ା୮: ଭୁବନେଶ୍ବରରେ ନୂଆ ବିଧାୟକଙ୍କ ପାଇଁ ଶନିବାର ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଉଦ୍ଘାଟନ କରିଛନ୍ତି। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଦୁଇଦିନ ପାଇଁ ଚାଲିବ।…
ଜିଏସ୍ଟି ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ, ୫ଟି ସ୍ଥାନରେ ଏକକାଳୀନ ଚଢାଉ
ଭୁବନେଶ୍ୱର,୧୭।୮: ଯାଜପୁର ଜିଏସ୍ଟି ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ସରକାରୀ ଟିକସ ହେରଫେର ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଥିବା ସୂଚନା ମିଳିଛି। ଜଣେ ଡିଲର୍ ଠାରୁ ଜବତ ସ୍କ୍ରାପ୍କୁ ଅନ୍ୟତ୍ର ବିକ୍ରି କରିଥିବା…
ମମତା ତାଲିବାନୀ ଶାସନ ଚଳାଇଛନ୍ତି: ପାଶ୍ୱାନ
ଭୁବନେଶ୍ୱର, ୧୭।୮(ସୁନିତ୍ ମିଶ୍ର): ପଶ୍ଚିମବଙ୍ଗ ଆଉ ମହିଳାଙ୍କ ପାଇଁ ସୁରକ୍ଷିତ ସ୍ଥାନ ହୋଇ ରହିନାହିଁ ବୋଲି ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ଗୁରୁପ୍ରକାଶ ପାଶ୍ୱାନ କହିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ପଶ୍ଚିମବଙ୍ଗରେ ମମତା ବାନାର୍ଜୀ…
ଲଘୁଚାପ କ୍ଷେତ୍ର ସୃଷ୍ଟି, ୨୦ ଯାଏ ବର୍ଷିବ
ଭୁବନେଶ୍ୱର, ୧୭ା୮ (ଅସମାପିକା ସାହୁ): ରାଜ୍ୟରେ ଏବେ ମୌସୁମୀ ବର୍ଷା ଜାରି ରହିଛି। ଶୁକ୍ରବାର ପାରଳାଖେମୁଣ୍ଡିରେ ସର୍ବାଧିକ ୧୬.୨ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ଢେଙ୍କାନାଳରେ ୧୪, ବାଲେଶ୍ୱରରେ ୧୦.୬, ନବରଙ୍ଗପୁରରେ ୬.୨, କେନ୍ଦୁଝରରେ ୫.୬, କେନ୍ଦ୍ରାପଡ଼ାରେ ୫.୩ ଓ ବଲାଙ୍ଗୀରରେ ୫ମିମି…
Archives


