ବଳଭଦ୍ରଙ୍କର ପହଣ୍ଡିବେଳେ ଅଘଟଣ: ଅଣ ସେବାୟତଙ୍କୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ
ଭୁବନେଶ୍ୱର,୧୦।୭: ଆଡପ ମଣ୍ଡପ ପହଣ୍ଡି ବିଜେବେଳେ ରଥରୁ ଖସି ପଡିଥିଲେ ମହାପ୍ରଭୁ ବଳଭଦ୍ର। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ତୁରନ୍ତ ପୁରୀ ଯାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...
ବଡ଼ ଠାକୁର ତଳେ ପଡିଗଲେ ରାଜ୍ୟ ପାଇଁ ହେବ ବିପଦ, ଭାଇରାଲ ହେଉଛି ମାଳିକାର ପଂକ୍ତି
ଭୁବନେଶ୍ୱର,୧୦।୭: ଆଡପ ପହଣ୍ଡିବେଳେ ରଥରୁ ଖସ ପଡିଲେ ବଡ଼ ଠାକୁର ବଳଭଦ୍ର। ତେବେ ଗତକାଲି ପହଣ୍ଡିବେଳେ ବଡ଼ ଭାଇ ବଳିଆ ଚାରମାଳାରେ ପଡିଯାଇଥିଲେ। ଯାହାପରେ ବହୁ କଷ୍ଟରେ ତାଙ୍କୁ ଉଠାଇଥିଲେ ସେବାୟତ। ଆଡପ ମଣ୍ଡପ ବିଜେବେଳେ ଦେଖିବାକୁ ମିଳିଥିଲା ଏପରି...
ମୁଖ୍ୟମନ୍ତ୍ରୀଙ୍କ କାରକେଡ ଅଟକାଇବା ଘଟଣା: ବଦଳିପାରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କାରକେଡ, ନିୟୋଜିତ ହେବେ…
ଭୁବନେଶ୍ୱର,୧୦।୭: ଗତକାଲି ରସୁଲଗଡ ଛକରେ ଘଟିଛି ହାଇଡ୍ରାମା। ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କାରକେଡ ପାସ୍ କରୁଥିବାବେଳେ ଅଚାନକ ଜଣେ ମହିଳା ପଶି ଆସି କାରକେଡକୁ ଅଟକାଇ ଦେଇଥିଲେ। ଯାହାପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ବ୍ୟକ୍ତ କରାଯାଇଛି।...
ଅବ୍ୟବସ୍ଥାରେ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ
ଖୋର୍ଦ୍ଧା,୧୦।୭(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍ଏଚ୍) ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପହିଛି। ଆବଶ୍ୟକ ସଂଖ୍ୟକ ବିଶେଷଜ୍ଞ, ଡାକ୍ତର, ପାରାମେଡିକାଲ ଷ୍ଟାଫ୍ ଏବଂ ଚିକିତ୍ସା ପାଇଁ ଯନ୍ତ୍ରପାତି ଅଭାବରୁ ରୋଗୀମାନେ ଉପଯୁକ୍ତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଦୁର୍ଘଟଣା ଜନିତ...
ଖର୍ଚ୍ଚ ବାବଦ ମାସକୁ ୧୪ ଲକ୍ଷ ଟଙ୍କା ଗଣୁଛି ବିଏମ୍ସି
ଭୁବନେଶ୍ୱର,୧୦।୭(ବନ୍ଦନା ସେଠୀ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ବିଏମ୍ସି ୨୦୨୩ରେ ‘ଟିମ୍ ସାଇନ୍’ (ସାନିଟେସନ ହାଇଜିନ୍ ଇନ୍ସ୍ପେକ୍ସନ ଫର୍ ନିଟ୍ ଏନଭାୟରନ୍ମେଣ୍ଟ) ଗଠନ କରିଥିଲା। ସ୍ବଚ୍ଛତା ନେଇ ଜନସାଧାରଣଙ୍କୁ ସଚେତନ କରିବା...
ଅଡୁଆରେ ଅଭିନେତ୍ରୀ ରିୟା ଦେ : ଥାନାରେ ପହଞ୍ଚିଲା ମାମଲା ପୂରା ଘଟଣା ଜାଣିଲେ…
ଭୁବନେଶ୍ୱର,୧୦।୭(ସତ୍ୟଜିତ୍ ରାଉତ): ଓଡ଼ିଆ ସିନେ ଅଭିନେତ୍ରୀ ରିୟା ଦେ ଅଡୁଆରେ ପଡ଼ିଛନ୍ତି। ଘରୋଇ ସହାୟିକାଙ୍କୁ ରିୟା ଓ ତାଙ୍କ ସ୍ବାମୀ ସୁନୀଲ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ପୀଡ଼ିତା ବର୍ଷା ବେହେରା (୧୯) ମଙ୍ଗଳବାର ଚନ୍ଦ୍ରଶେଖରପୁର ଥାନାରେ ଏତଲା...
ରାଜ୍ୟ କ୍ୟାବିନେଟ୍: ଜାଣନ୍ତୁ କେବେହେବ ସୁଭଦ୍ରା ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର,୧୦।୭(ଅନିଲ ଦାସ): ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ପୂର୍ବାହ୍ନ ୧୧ଟା ୩୦ ମିନିଟରେ ଲୋକସେବା ଭବନରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୋଟ ୫ଟି ପ୍ରସ୍ତାବ ଉପରେ...
୬୭ବର୍ଷୀୟ ରିଟାର୍ଡ ଅଫିସରଙ୍କୁ ପୁଣି ନିଯୁକ୍ତି, ସ୍କୁଲ ଓ ଗଣଶିକ୍ଷା ବିଭାଗରେ ମିଳିଲା ବଡ଼ ଦାୟିତ୍ୱ
ଭୁବନେଶ୍ୱର,୧୦।୭: ରାଜ୍ୟରେ ଭାଜପା ସରକାର କ୍ଷମତାକୁ ଆସିବା ପରେ ଜଣେ ୬୭ବର୍ଷୀୟ ରିଟାର୍ଡ ଅଫିସରଙ୍କୁ ପୁନଃନିଯୁକ୍ତି ମିଳିଛି। ରିଟାର୍ଡ ଓଏଏସ ଅଫିସର ଖଗେନ୍ଦ୍ର କୁମାର ପାଢୀଙ୍କୁ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ଲିଗାଲ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟର ଲିଗାଲ...
‘ଲକ୍ଷ୍ମୀ ବସ୍ରେ ରଙ୍ଗ ଲାଗି ନ ଥିଲା, ଷ୍ଟିକର ଲାଗିଥିଲା’
ଭୁବନେଶ୍ୱର, ୯।୭(ସୁନିତ୍ ମିଶ୍ର): ‘ଲକ୍ଷ୍ମୀ’ ବସ୍ରେ ଲାଗି ନ ଥିଲା ରଙ୍ଗ। କେବଳ ଷ୍ଟିକର ଲଗାଯାଇଥିଲା। ନିର୍ବାଚନ ପରେ ଷ୍ଟିକର ବାହାରି କରିଦେଇଥାଆନ୍ତେ। ସେହି ଯୋଜନାକୁ ବନ୍ଦ କରିଦେଇଥାନ୍ତେ। ଯଦି ଲକ୍ଷ୍ମୀ ବସ୍ ଚଲାଇଥାଆନ୍ତେ, ତେବେ ରଙ୍ଗ ଲଗାଇ ଥାଆନ୍ତେ।...
ପହଣ୍ଡିବେଳେ ବଡ଼ ଅଘଟଣ: କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ପୁରୀ,୭।୯: ଆଡ଼ପ ମଣ୍ଡପ ବିଜେ ବେଳେ ଘଟିଯାଇଛି ବଡ଼ ଘଟଣା। ପହଣ୍ଡି ବେଳେ ତଳକୁ ଖସିଗଲେ ମହାପ୍ରଭୁ ବଳଭଦ୍ର । ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ମୁଖ୍ୟମନ୍ତ୍ରୀ ମୋହନ, ଆଇନ ମନ୍ତ୍ରୀଙ୍କୁ ତୁରନ୍ତ ପୁରୀ...
ପହଣ୍ଡି ବିଜେବେଳେ ରଥରୁ ଖସି ପଡିଲେ ବଡ଼ ଠାକୁର, ତା’ ପରେ…
ପୁରୀ,୭।୯: ଆଡପ ପହଣ୍ଡିରେ ଘଟିଛି ବଡ଼ ଅଘଟଣ । ପହଣ୍ଡି ବେଳେ ତଳକୁ ଖସିଗଲେ ମହାପ୍ରଭୁ ବଳଭଦ୍ର । ଠାକୁର ରଥର ସିଂହାସନରୁ ଓହ୍ଲାଇବା ପରେ ଟାହିଆ ଲାଗି ପହଣ୍ଡି ଆରମ୍ଭ ହୋଇଥିଲା। କିନ୍ତୁ ଠାକୁର କିଛିବାଟ ଆସିବା ପରେ...
ମୁଖ୍ୟମନ୍ତ୍ରୀଙ୍କ କାରକେଡ ଆଗରେ ମହିଳାଙ୍କ ହାଇଡ୍ରାମା ଘଟଣା: ବଡ ସୂଚନା ଦେଲେ ପୋଲିସ କମିଶନର
ଭୁବନେଶ୍ୱର,୯।୭: ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କାରକେଡ ଆଗରେ ମହିଳାଙ୍କ ହାଇଡ୍ରାମା ଘଟଣାକୁ ନେଇ ବଡ଼ ସୂଚନା ଦେଇଛନ୍ତି ପୋଲିସ କମିଶନର। ପୋଲିସ କମିଶନର ସଂଜୀବ ପଣ୍ଡା କହିଛନ୍ତି, ରସୁଲଗଡ ରାସ୍ତାରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ଅଟକି ନାହିଁ। ମହିଳା ଜଣକ ଆଡ଼ଭାନ୍ସ...
Archives


